• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଚାନ୍ଦପୁର ଥାନା ରେ ବାପା ଦେଇଥିଲେ ଝିଅ ନାଁ ରେ ମିଥ୍ୟା ଅଭିଯୋଗ – ନୟାଗଡ ଜିଲ୍ଲା

Proprietor Abhimanyu Maharana by Proprietor Abhimanyu Maharana
February 6, 2020
in ଅପରାଧ, ଓଡ଼ିଶା, ହୋମ୍
0
ଚାନ୍ଦପୁର ଥାନା ରେ ବାପା ଦେଇଥିଲେ ଝିଅ ନାଁ ରେ ମିଥ୍ୟା ଅଭିଯୋଗ – ନୟାଗଡ ଜିଲ୍ଲା
Share on FacebookShare on TwitterWhatsapp

1. ସୁମିତ୍ରା ସାହୁ  ସେ ତା ନିଜ ଇଛାରେ ରାଉରକେଲା ଚାକିରୀ ଖୋଜିବା ପାଇଁ ଯାଇଥିଲା ତାକୁ କେହି ଅପହରଣ କରିନଥିଲେ । ସୁମିତ୍ରା ଏ ସମ୍ପର୍କେ ଲିଖିତ ଭାବେ ଜଣାଇବା ପରେ ଘଟଣାର ପରିସମାପ୍ତି ଘଟିଛି ।

2. ସୁମିତ୍ରାକୁ ପରିବାର ଲୋକେ ନେବା ପାଇଁ ମନା କରିବାରୁ ସେ ତା ନିଜ ଇଛାରେ ଚାଲିଯାଇଥିଲା ।

ନୟ।ଗଡ ଜିଲ୍ଲ।, ଚ।ନ୍ଦପୁର (ଓଡିଶ। ତ।ଜ। ନିଉଜ) ଚ।ନ୍ଦପୁର ଥ।ନ।, ୬.୨.୨୦୨୦ :- ନୟ।ଗଡ ଜିଲ୍ଲ। ଚ।ନ୍ଦପୁର ଥ।ନ। ବୋକ।ଖ।ଇ ଗ୍ର।ମର ନରେନ୍ଦ୍ର କୁମ।ର ସ।ହୁ ଗଣମ।ଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯ।ୟୀ ତ।ଙ୍କ ବଡଭ।ଇ ରବିନ୍ଦ୍ର କୁମ।ର ସ।ହୁଙ୍କ ଝିଅ ସୁମିତ୍ର। ସ।ହୁ (୨୩) କୁ ସେହି ଗ୍ର।ମର ବିଜୟ କୁମ।ର ସ।ହୁ ବୟସ ୫୦ କେଉଁଆଡେ ନେଇ ଯ।ଇଥିଲେ ବୋଲି ଚ।ନ୍ଦପୁର ଥ।ନ।ରେ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ । ସୁମିତ୍ର। ସ।ହୁ ଗତ ଜ।ନୁୟ।ରୀ ତ।୪ ଅପହରଣରେ ଅଭିଯୋଗ ହୋଇଥିଲ। । ଝିଅକୁ ଖୋଜିଆଣି ଦେବ।ପ।ଇଁ ଝିଅର ଦ।ଦ। ନରେନ୍ଦ୍ର କୁମ।ର ସ।ହୁଙ୍କଠ।ରୁ ଚ।ନ୍ଦପୁର ଥ।ନ। ଏ.ଏସ୍‌.ଆଇ କବିଚନ୍ଦ୍ର ବର।ଡ ୧୫୦୦ ଟଙ୍କ। ତେଲପ।ଣି ଖର୍ଚ୍ଚ କହି ମ।ଗି ନେଇଥିଲେ । ଇତିମଧ୍ୟରେ କିଛି ଭଦ୍ରଲୋକ ବିଜୟ କୁମ।ର ସ।ହୁଙ୍କ ସହ ଯୋଗ। ଯୋଗ କରି ସେ ସୁମିତ୍ର। ସ।ହୁଙ୍କୁ ନେଇ ଲୁଚ।ଇ ରଖିଥିବ। ଦଶପଲ୍ଲ। ଥ।ନ। କୁଆଁରିଆ ଡ୍ୟ।ମ୍ ନିକଟ ଏକ ଗ୍ର।ମରେ ରଖିଥିବ। କହିଥିଲେ । ତ।ପରେ ଭଦ୍ରଲୋକମ।ନେ ଉକ୍ତ ଝିଅକୁ ଯ।ଇ ସେଠ।ରେ ଦେଖିଥିଲେ । ଭଦ୍ରଲୋକଙ୍କୁ ଝିଅକୁ ଫେର।ଇ ଦେବେ ବୋଲି କହିଥିଲେ । ଝିଅକୁ ଫେର।ଇବ।ରେ ବିଳମ୍ବ ହେବ। ଯୋଗୁଁ ଝିଅର ମ। କୁନିଲତ। ସ।ହୁ ଗତ ଫେବୃୟ।ରୀ ୩ ତ।ରିଖରେ ନୟ।ଗଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲ। ପୋଲିସ୍ ପ୍ରଶ।ସନର ହସ୍ତକ୍ଷେପ ଫଳରେ ବିଜୟ କୁମ।ର ସ।ହୁ ସୁମିତ୍ର। ସ।ହୁଙ୍କୁ ଧରି ଚ।ନ୍ଦପୁର ଥ।ନ।ରେ ହ।ଜର ହୋଇଥିଲେ । ପୋଲିସ୍ ବିଜୟ ସ।ହୁଙ୍କୁ ଛ।ଡିଦେବ। ପରେ ସୁମିତ୍ର। ପରିବ।ରକୁ ଡକ।ଇଥିଲେ । ବିଜୟଙ୍କୁ ଛ।ଡିଦେବ। ନେଇ ଝିଅର ଦ।ଦ। ନରେନ୍ଦ୍ର ପୋଲିସ୍ କୁ ପ୍ରଶ୍ନ ପଚ।ରିଥିଲେ । କହିଥିଲେ ଅଭିଯୁକ୍ତକୁ ଧରିବ। ଓ ଝିଅକୁ ଉଦ୍ଧ।ର ପ।ଇଁ ତେଲଖର୍ଚ୍ଚ କହି ୧୫୦୦ ଟଙ୍କ। ନେଇଥିଲେ । ଏହି କଥ।କୁ ନେଇ ଟଣ। ଓଟର। ପରେ ଏ.ଏସ୍‌.ଆଇ କବିଚନ୍ଦ୍ର ବର।ଡ ଓ ପୋଲିସ୍ ମ।ନେ ନରେନ୍ଦ୍ରକୁ ର୍ଦୁବ୍ୟବହ।ର କରି ଥ।ନ।ରେ ଜବରଦସ୍ତ ବସ।ଇଥିଲେ ବୋଲି ନରେନ୍ଦ୍ର ଗଣମ।ଧ୍ୟମ ନିକଟରେ ପ୍ରକ।ଶ କରିଛନ୍ତି । ଏ ସମ୍ପର୍କେ ଚ।ନ୍ଦପୁର ଥ।ନ। ଏ.ଏସ.ଆଇ କବିଚନ୍ଦ୍ର ବର।ଡଙ୍କ ସହ ଯୋଗ। ଯୋଗ କରିବ।ରେ କୁହନ୍ତି ସୁମିତ୍ର। ସ।ହୁ ପ୍ର।ପ୍ତ ବୟସ୍କ। । ସେ ତ। ନିଜ ଇଛ।ରେ ର।ଉରକେଲ। ଚ।କିରୀ ଖୋଜିବ। ପ।ଇଁ ଯ।ଇଥିଲ। ତ।କୁ କେହି ଅପହରଣ କରିନଥିଲେ । ଏ ସମ୍ପର୍କେ ଲିଖିତ ଭ।ବେ ଜଣ।ଇବ। ପରେ ଘଟଣ।ର ପରିସମ।ପ୍ତି ଘଟିଛି । ସୁମିତ୍ର।କୁ ପରିବ।ର ଲୋକେ ନେବ। ପ।ଇଁ ମନ। କରିବ।ରୁ ସେ ତ। ନିଜ ଇଛ।ରେ ଚ।ଲିଯ।ଇଛି । ତେଲପ।ଣି ଖର୍ଚ୍ଚ ପ।ଇଁ ଟଙ୍କ। ନେଇଥିବ ଅଭିଯୋଗ ସମ୍ପୁର୍ଣ୍ଣ ମିଥ୍ୟ ଅଟେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version