• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘କ୍ରିଏଟ ୱିଥ୍‍ ମ୍ୟାଥ୍‍’ ପାଠ୍ୟକ୍ରମ ପ୍ରଚଳନ ସହିତ ହ୍ୱାଇଟହାର୍ଟ ଜୁନିୟର୍‍ର ଶିକ୍ଷାଦାନ ବର୍ଗ ପରିବ୍ୟାପ୍ତ

Proprietor Abhimanyu Maharana by Proprietor Abhimanyu Maharana
February 18, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
‘କ୍ରିଏଟ ୱିଥ୍‍ ମ୍ୟାଥ୍‍’ ପାଠ୍ୟକ୍ରମ ପ୍ରଚଳନ ସହିତ ହ୍ୱାଇଟହାର୍ଟ ଜୁନିୟର୍‍ର ଶିକ୍ଷାଦାନ ବର୍ଗ ପରିବ୍ୟାପ୍ତ
Share on FacebookShare on TwitterWhatsapp

ସମଗ୍ର ବିଶ୍ୱର ଛାତ୍ରଛାତ୍ରୀ ଉପକୃତ ହେବାପାଇଁ ବିବିଧ ବିଷୟରେ ଅନ୍‍ଲାଇନ ଲାଇଭ ଶିକ୍ଷା ଆହରଣ ପ୍ଲାଟଫର୍ମ ସ୍ଥାପନ ପ୍ରୟାସରେ ମାଇଲଖୁ  ସ୍ଥାପନ କରିଛି

ଓଡ଼ିଶା ତାଜା ନ୍ୟୁଜ (୧୮ ଫେବୃଆରୀ ଗୁରୁବାର) ଭୁବନେଶ୍ୱର :- ଅନ୍‍ଲାଇନ ଫର୍ମାଟରେ ଛାତ୍ରଛାତ୍ରୀଙ୍କୁ କୋଡିଂ ଶିକ୍ଷାଦାନ ଜରିଆରେ ବହୁ ଆନ୍ତର୍ଜାତିକ ବଜାରକୁ ପ୍ରବେଶ କରିଥିବା ଅଗ୍ରଣୀ ଏଡ୍‍ଟେକ୍‍ କମ୍ପାନୀ ହ୍ୱାଇଟହାର୍ଟ ଜୁନିୟର ‘କ୍ରିଏଟ୍‍ ୱିଥ ମ୍ୟାଥ୍‍’ ପାଠ୍ୟକ୍ରମ ପ୍ରଚଳନ ଦ୍ୱାରା ତାହାର ଶିକ୍ଷାଦାନ ବର୍ଗକୁ ପରିବ୍ୟାପ୍ତ କରିଛି । ଏହି ପ୍ରୟାସ କମ୍ପାନୀ ଆଗାମୀ କିଛିମାସ ମଧ୍ୟରେ ପ୍ରଚଳନ ପାଇଁ ଲକ୍ଷ୍ୟ ରଖିଥିବା ବିବିଧ ନୂତନ ବିଷୟ ମଧ୍ୟରେ ପ୍ରଥମ ହୋଇଛି । ସମ୍ପ୍ରତି ହ୍ୱାଇଟହାର୍ଟ ଜୁନିୟର୍‍ର ଭାରତରେ ୧୧,୦୦୦ ସଂଖ୍ୟାରେ ଶିକ୍ଷୟିତ୍ରୀ ବିଶିଷ୍ଟ ଦୃଢ ଲୋକଶକ୍ତି ରହିଛି, ଯାହା ନିଜର ପ୍ରୋପ୍ରାଇଟୋରି ପ୍ଲାଟଫର୍ମରେ ପ୍ରତିଦିନ ୪୦,୦୦୦ରୁ ଅଧିକ ୧:୧ ଲାଇଭ୍‍ ଅନ୍‍ଲାଇନ କ୍ଲାସ ପରିଚାଳନା କରୁଛି । ଏହି ନୂତନ ପାଠ୍ୟକ୍ରମ ପ୍ରଚଳନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରି ହ୍ୱାଇଟହାର୍ଟ ଜୁନିୟର ପ୍ରତିଷ୍ଠାତା ଓ ସିଇଓ କରନ ବଜାଜ କହିଛନ୍ତି, “ପରବର୍ତ୍ତୀ ପିଢିର ସ୍ୱାଭାବିକ ସୃଜନଶୀଳତାକୁ ନିୟୋଜନ ଭିତ୍ତିକ ପାଠ୍ୟକ୍ରମ ଏବଂ ବ୍ୟକ୍ତିଗତ ଲାଇଭ୍‍ ୧:୧ ଶିକ୍ଷକଙ୍କ ନିରୀକ୍ଷଣ ଦ୍ୱାରା ମାର୍ଗଦର୍ଶନ କରାଇ ସେମାନଙ୍କୁ ଆହରଣକାରୀ ହେବା ଅପେକ୍ଷା ସର୍ଜନାକାରୀ ଭାବରେ ସଶକ୍ତ କରି ଗଢିତୋଳିବାକୁ ହ୍ୱାଇଟହାର୍ଟ ଜୁନିୟରରେ ଆମର ମୂଳ ଲକ୍ଷ୍ୟ ଓ ପ୍ରଚେଷ୍ଟା ହୋଇ ରହିଆସିଛି ।

ପ୍ରତ୍ୟେକ ପିଲା ଶିକ୍ଷା ଆହରଣ ପ୍ରେମରେ ଯେଭଳି ପଡିବେ ସେଥିପାଇଁ ଆମେ ଆମର ପ୍ଲାଟଫର୍ମକୁ ପରିବର୍ତ୍ଥିତ କରିବା ସମୟରେ ଏକ ଅନନ୍ୟ ପ୍ରଯୁକ୍ତି ସମର୍ଥିତ ପାଠ୍ୟକ୍ରମ ‘କ୍ରିଏଟ୍‍ ୱିଥ୍‍ ମ୍ୟାଥ୍‍’ ପ୍ରଚଳନ ଏକ ଯୁକ୍ତିଯୁକ୍ତ ପରବର୍ତ୍ତୀ ପଦକ୍ଷେପ ହୋଇଛି । ବିଶ୍ୱର ସର୍ବବୃହତ ଲାଇଭ୍‍ ଶିକ୍ଷା ଆହରଣ ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ଆମର ଦୃଷ୍ଟିକୋଣ ମୁତାବକ ଶିଶୁମାନଙ୍କୁ ସେମାନଙ୍କର ସୃଜନଶୀଳ ଲକ୍ଷ୍ୟ ପୂରଣ ଦିଗରେ ସମର୍ଥ କରାଇବାକୁ ବିବିଧ ବିଷୟ ପ୍ରଚଳନ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।” ପିଲାମାନଙ୍କୁ ଜୀବନରେ ଗଣିତ ବିଷୟରେ ସମ୍ପୂର୍ଣ୍ଣ ଦକ୍ଷ କରିବା ଏବଂ ଏପରିକି ଗଣିତକୁ ସବୁଠାରୁ ଅଧିକ ଉତ୍କଣ୍ଠାରେ ରହୁଥିବା ଛାତ୍ରଛାତ୍ରୀ ଯେଭଳି ଏହି ବିଷୟକୁ ଭଲପାଇବେ ସେଥିପାଇଁ ସେମାନଙ୍କୁ ସଶକ୍ତ କରିବା ଏହି ପାଠ୍ୟକ୍ରମର ଲକ୍ଷ୍ୟ । ସବୁଠାରୁ କଠିନ ବିଶ୍ୱସ୍ତରୀୟ ମାନ ମଧ୍ୟରେ ଅନ୍ୟତମ ୟୁଏସ୍‍ କମନ୍‍ କୋର ମ୍ୟାଥ୍‍ ଷ୍ଟାଣ୍ଡାର୍ଡ ଉପରେ ଆଧାରିତ ‘କ୍ରିଏଟ୍‍ ୱିଥ୍‍ ମ୍ୟାଥ୍‍’ ପାଠ୍ୟକ୍ରମ ଭାରତ ଏବଂ ସମଗ୍ର ବିଶ୍ୱରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଗତିମୂଳକ ଭାବରେ ଶିକ୍ଷା ପ୍ରଦାନ କରିବ ।

ଏହି ପ୍ରଚଳନ ପରବର୍ତ୍ତୀ ସମୟରେ ଶତାଧିକ କ୍ଲାସ ଜରିଆରେ ପର୍ଯ୍ୟାୟକ୍ରମେ ବିସ୍ତୃତ ପରୀକ୍ଷା ପର୍ଯ୍ୟାୟ ଆୟୋଜନ କରାଯାଇଛି, ଯେଉଁଥିପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକମାନଙ୍କ ନିକଟରୁ ଅସାଧାରଣ ମତାମତ ମିଳିପାରିଛି । “ଗଣିତ ପଛରେ ରହୁଥିବା ‘କାହିଁକି’କୁ ପିଲାମାନେ ବୁଝିବା ଦିଗରେ ସହାୟତା କରିବା ଏବଂ ସେମାନଙ୍କ ଚତୁର୍ପାଶ୍ୱର୍ରେ ସେମାନେ ସମ୍ମୁଖୀନ ହେଉଥିବା ବାସ୍ତବ ଦୁନିଆଁର ସମସ୍ୟା ସମାଧାନ ଦିଗରେ ସେମାନଙ୍କୁ ଆତ୍ମବିଶ୍ୱାସୀ କରିବାକୁ ଆମେ ଅତ୍ୟନ୍ତ ଯତ୍ନର ସହିତ ‘କ୍ରିଏଟ୍‍ ୱିଥ ମ୍ୟାଥ୍‍’ ପାଠ୍ୟକ୍ରମ ଡିଜାଇନ କରିଛୁ । ଶିକ୍ଷା ଆହରଣ ଅନୁଭୂତି ଏକ ଖେଳପଡିଆରେ ହେବାଭଳି ଆମେ ଡିଜାଇନ କରିଛୁ- ଯେଉଁଠାରେ ପିଲାମାନେ ଗଣିତ ସହିତ ଭାବ ଆଦାନ ପ୍ରଦାନ ସହିତ ତାହା ଶିକ୍ଷାଲାଭ କରିବେ ।

ଆମେ ଆମର କ୍ଲାସଭିତରେ ଏବଂ କ୍ଲାସ ପରବର୍ତ୍ତୀ ସମୟରେ ଭିଜ୍ରୁଆଲ ଶିକ୍ଷା ଆହରଣ, ଭାବଧାରାରେ ଆଧିପତ୍ୟ ହାସଲ ଏବଂ ଗଭୀର ପ୍ରୟୋଗାତ୍ମକ କୁଶଳତା ଉପରେ ଗୁରୁତ୍ୱ ଦେଉଛୁ” ବୋଲି ହ୍ୱାଇଟହାର୍ଟ ଜୁନିୟର୍‍ର ଚିଫ ଲର୍ଣ୍ଣିଂ ଅଫିସର ବାଲାଜି ରାମାନୁଜମ୍‍ କହିଛନ୍ତି । “ଆମ କାର୍ଯ୍ୟକ୍ରମକୁ ନେଇ ବାସ୍ତବରେ ଯେଉଁଟି ଅର୍ଥପୂର୍ଣ୍ଣ ତାହା ହେଉଛି ‘ଶିଖିବାରୁ ଶିଖିବା’, ଶିକ୍ଷା ଆହରଣ ପ୍ରକ୍ରିୟାରେ ତ୍ରୁଟିକୁ ଗ୍ରହଣ କରିବା, ଧୈର୍ଯ୍ୟ ଓ ସୃଜନଶୀଳତାର ବିକାଶ ଘଟାଇବା ଏବଂ ସମସ୍ୟାଗୁଡିକର ସମାଧାନ ପାଇଁ ସମ୍ମିଳିତ ଭାବେ କାର୍ଯ୍ୟକରିବା ଦିଗରେ ପିଲାମାନଙ୍କୁ ପ୍ରେରଣା ଯୋଗାଇବାକୁ ଆମେ ଅତି ଯତ୍ନର ସହିତ ଏକ ଗାଣିତିକ ମନୋଭାବ ସୃଷ୍ଟି କରୁଛୁ ।” ଏହି ପାଠ୍ୟକ୍ରମ ଉଚ୍ଚ ତାଲିମପ୍ରାପ୍ତ ଏବଂ ଯୋଗ୍ୟତାସମ୍ପନ୍ନ କେବଳ ଶିକ୍ଷୟିତ୍ରୀଙ୍କର ଏକ ସ୍ୱତନ୍ତ୍ର ବ୍ୟାଚ୍‍ ଜରିଆରେ ପରିଚାଳିତ ହେଉଛି, ଯେଉଁମାନେ ଗଣିତରେ ପ୍ରମାଣପତ୍ର ହାସଲ ପରେ ବ୍ୟାପକ ତାଲିମ ପର୍ଯ୍ୟାୟ ଦେଇ ଯାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version