No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୭ ଫେବୃଆରୀ ରବିବାର ) ନୟାଗଡ :- ନାଟୁଗାଁ ସଭାପତି ସୁରେନ୍ଦ୍ର ନାୟକଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ସ୍ଥାନୀୟ ସରପଞ୍ଚ ଉଦୟଭାନୁ ଙ୍କ ଦ୍ୱାରା ଜିଲ୍ଲା ଶାନ୍ତି କମିଟିକୁ ନିମଂତ୍ରଣ କରାଯାଇଥିଲା l

ଶାନ୍ତି କମିଟିର ସା. ସମ୍ପାଦକ ମଧୁସୂଦନ ପଟ୍ଟନାୟକ ଙ୍କ ଆହ୍ୱାନକ୍ରମେ ତା 7/ 2/21 ରିଖରେ ପ୍ରତାପପ୍ରସାଦ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ମନ୍ଦିରରେ ରାଜକିଶୋର ଦଳବେହେରାଙ୍କ ସଭାପତିତ୍ବ ତଥା ଗୋପାଳକୃଷ୍ଣ ସ୍ୱାଇଁ, ବ୍ରଜବନ୍ଧୁ ସୁବୁଦ୍ଧି ଓ ଗୌରାଙ୍ଗ ପ୍ରଧାନଙ୍କ ସହାୟତାରେ ବିବାଦର ଶାନ୍ତିପୁର୍ଣ ଆ ପୋସ ସମାଧାନ କରାଗଲା l
No Result
View All Result