ଓଡ଼ିଶା ତାଜା ନ୍ୟୁଜ (୬ ଫେବୃଆରୀ ଶନିବାର ) ନୟାଗଡ଼ :- କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ସଡକ ଦୁର୍ଘଟଣାରେ ଜୀବନ ହରାଇଥିବା ପରିବାରଙ୍କ ନିକଟରେ ପହଞ୍ଚି ପରିବାରଵର୍ଗ ଙ୍କୁ ଆଶ୍ୱାସନା ଦେବା ସହ ସହାୟତା ରାଶି ପ୍ରଦାନ କରିଛନ୍ତି ।


© 2023 Odisha Taza News.