• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା

Proprietor Abhimanyu Maharana by Proprietor Abhimanyu Maharana
January 28, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଡାଲମିଆ ଭାରତ ଫାଉଣ୍ଡେସନ ପକ୍ଷରୁ ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା
Share on FacebookShare on TwitterWhatsapp

 ଦିକ୍ଷା ହେଉଛି ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷଙ୍କ ସହଯୋଗିତାରେ ଡାଲମିଆ ଫାଉଣ୍ଡେସନ ପକ୍ଷରୁ ସ୍ଥାପନ କରାଯାଇଥିବା ଏକ କୌଶଳ ପ୍ରଶିକ୍ଷଣ କେନ୍ଦ୍ର

 କଟକ ଓ ଯାଜପୁର ଜିଲ୍ଲାର ୨୧ ପ୍ରଶିକ୍ଷାର୍ଥୀ ମାସିକ ହାରା ହାରି ୧୪୦୦୦ ଟଙ୍କା ବେତନରେ ବେଙ୍ଗାଲୁରୁ ରେ ନିଯୁକ୍ତି ପାଇଛନ୍ତି

 କଟକ ଶାଖାରେ ବର୍ତମାନ ସୁଦ୍ଧା ୩୦୦ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି

 ୧୩ଟି ଗ୍ରାମ ପଂଚାୟତର ୪୦ଟି ଗ୍ରାମର ଛାତ୍ରଛାତ୍ରୀ ଦିକ୍ଷା ଅଭିଯାନରେ ଅଂଶଗ୍ରହଣ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଜାନୁୟାରୀ ଗୁରବାର ) ଭୁବନେଶ୍ୱର  :-  ଡାଲମିଆ ଭାରତ ଗ୍ରୁପ୍‌ର ଏକ ଅଂଶ, ଡାଲ୍‌ମିଆ ଭାରତ ଫାଉଣ୍ଡେସନ (ଡିବିଏଫ୍‌) ପକ୍ଷରୁ କଟକର କପିଳାସ ସିମେଂଟ୍ ମାନୁଫାକ୍‌ଚରିଂ ୱାର୍କସ୍ (କେସିଏମଡବ୍ଲ୍ୟୁ) ରେ ୨୧ ଦିକ୍ଷା ପ୍ରଶିକ୍ଷାର୍ଥୀଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଏହି ଛାତ୍ରଛାତ୍ରୀ ମାନଙ୍କୁ ୭୫ ଦିନିଆ ଶିଳ୍ପ ସିଲାଇ ମେସିନ୍ ଅପରେଟର (ଆଇଏସଏମଓ) ଟ୍ରେଡ୍‌ରେ ପ୍ରଶିକ୍ଷଣ ଦିଆଯାଇଛି । ଏହି କେନ୍ଦ୍ର ଜେନେରାଲ ଡ୍ୟୁଟି ଆସିିଷ୍ଟାଂଟ୍ (ଜିଡିଏ) ଗ୍ରେଡ୍‌ରେ ୩ ମାସିଆ ପ୍ରଶିକ୍ଷଣ ପ୍ରଦାନ କରୁଛି । ଏହି ଅବସରରେ ଶ୍ରୀଯୁକ୍ତ ରାମଅବତାର ଶର୍ମା, ୟୁନିଟ୍ ମୁଖ୍ୟ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍‌, କଟକ, ଶ୍ରୀଯୁକ୍ତ ଏସ୍ ଭି ଏନ୍ ରାଓ, ନୋଡାଲ୍ ଅଫିସର, ଓଡ଼ିଶା କୌଶଳ ବିକାଶ କର୍ତୃପକ୍ଷ, ଭୁବନେଶ୍ୱର, ସାଶ୍ୱତ କୁମାର ଜେନା, ଏବିଡିଓ, ଟାଙ୍ଗି ଓ ଶ୍ରୀଯୁକ୍ତ ଶୁଭେନ୍ଦୁ ଦାସ, ଜିଲ୍ଲା ନିଯୁକ୍ତି ଅଧିକାରୀ, କଟକ ଉଦବୋଧନ ଦେଇଛନ୍ତି । ମହାମାରୀ ଓ ନିଯୁକ୍ତି ବଜାର ଉପରେ ଏହାର ପ୍ରଭାବ ସତ୍ୱେ ଆଇଏସଏମଓ ଟ୍ରେଡର ୨୧ ଜଣ ପ୍ରଶିକ୍ଷାର୍ଥୀଙ୍କୁ ବେଙ୍ଗାଲୁରୁର ଶାହି ଏକ୍ସପୋର୍ଟସ୍ ପ୍ରାଇଭେଟ୍‌ ଲିମିଟେଡ୍ ବାର୍ଷିକ ୧,୬୮,୦୦୦ ଟଙ୍କାର ବେତନ ପ୍ୟାକେଜ୍‌ରେ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ରାମ ଅବତାର ଶର୍ମା, ୟୁନିଟ୍ ମୁଖ୍ୟ, ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ କହିଛନ୍ତି ଯେ, “ନିଜର କଠିନ ପରିଶ୍ରମ, ନିଷ୍ଠା ଓ ଏକ ଉଜ୍ୱଳ ଭବିଷ୍ୟତ ଆଡ଼କୁ ଗତି କରିବା ଲାଗି ଇଛାଶକ୍ତି ପାଇଁ ମୁଁ ଦିକ୍ଷା ପ୍ରଶିକ୍ଷଣ କେନ୍ଦ୍ରର ସମସ୍ତ ଛାତ୍ରଛାତ୍ରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ।

ଡାଲମିଆ ଭାରତ ଫାଉଣ୍ଡେସନର ଲକ୍ଷ୍ୟ ହେଉଛି କେବଳ ପ୍ରଶିକ୍ଷଣ ଦେବା ନୁହେଁ ବରଂ ଛାତ୍ରଛାତ୍ରୀ ମାନଙ୍କୁ ନିଯୁକ୍ତିକ୍ଷମ କରିବା । ଉପେକ୍ଷିତ ବର୍ଗର ଯୁବପିଢ଼ିଙ୍କୁ ଗୁଣାତ୍ମକ ପ୍ରଶିକ୍ଷଣ ପ୍ରଦାନ କରି ସ୍କିଲ୍‌ ଇଣ୍ଡିଆକୁ ଯୋଗଦାନ ଦେଇ ଆମେ ଏହାକୁ ବ୍ୟାପକ କରିବାକୁ ଚାହୁଛୁ ।  “ଆମ କେନ୍ଦ୍ରରେ ନିକଟସ୍ଥ ଗ୍ରାମ ପଂଚାୟତ ଯଥା ସଫା, ଗରୁଡ଼ଗାଁ , ଉଚ୍ଚପଡ଼ା, କୋଟାସାହି, ବଇରି, ପାରିଆ, ସୋଲାର, ବରୁଣିଆ, ସଲାପଡ଼ା, ସାମିଆ, କଳକଳ, କହ୍ନେଇପୁର ଓ ଛତିଆର ୩୦୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦ ଜଣ ପାସ୍‌ କରିଛନ୍ତି ଏବଂ ୧୨୦ ଜଣ ହାରାହାରି ମାସିକ ୧୦୦୦୦-୧୫୦୦୦ ଟଙ୍କା ବେତନ ରେ ନିଯୁକ୍ତି ପାଇଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ’’ ଦିକ୍ଷା ଆରମ୍ଭ ହେବା ଦିନ ଠାରୁ ପ୍ରଶିକ୍ଷାର୍ଥୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଉଛି । ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ମାନଙ୍କ ଜୀବନକୁ ଆକାର ପ୍ରଦାନ କରିବାରେ ଡାଲମିଆ ଭାରତ ସିମେଂଟ୍ ଓ ଦିକ୍ଷାର ଉଦ୍ୟମକୁ ଉପସ୍ଥିତ ସ୍ଥାନୀୟ ଗୋଷ୍ଠୀ ସଦସ୍ୟ ଯଥା ସରପଂଚ, ପିଆରଆଇ ସଦସ୍ୟ ଏବଂ ଅଭିଭାବକ ମାନେ ପ୍ରଶଂସା କରିଛନ୍ତି । ଏହି ଅଭିଯାନ ହେଉଛି ଡିବିଏଫ୍ ଓ ଜାତୀୟ କୌଶଳ ବିକାଶ ନିଗମ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରର ଏକ ଅଂଶ ଯେଉଁଥିରେ ୧୦ ବର୍ଷରେ ଦେଶର ୬୦,୦୦୦ ଯୁବପିଢ଼ିଙ୍କୁ ଧନ୍ଦାମୂଳକ କୌଶଳ ଓ ପ୍ରଶିକ୍ଷଣ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଡିବିଏଫ୍‌ର କେନ୍ଦ୍ର ରାଉରକେଲା, ରାଜଗାଂଗପୁର, ଝାରସୁଗୁଡ଼ା, ଦେବଗଡ଼ ଓ ବାରକୋଟରେ ରହିଛି ଯେଉଁ ଠାରେ ଶଯ୍ୟା ପାଶ୍ୱର୍ ଆଟେଡାଂଟ୍‌, ରିଟେଲ୍ ସେଲ୍ ‌, ଇଲେକ୍ଟ୍ରି ସିଆନ୍ ‌, ବିଉଟି ଆଣ୍ଡ୍ ୱେଲ୍‌ନେସ୍ ଓ ସିଲାଇ ମେସିନ୍‌ ଅପରେଟର ଟ୍ରେଡ୍‌ରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version