No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର ) ବରଗଡ଼ :- ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ କେଉଁ ଝର ଜିଲ୍ଲା କାଶୀପୁର ଠାରେ ରାଜ୍ୟ ସଭାପତି ନିରଞ୍ଜନ ପଟନାୟକ ଙ୍କୁ ଆକ୍ରମଣ ଘଟଣା ର ନିନ୍ଦା କରିବା ସହ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ପରେ ଏକ ଦାବି ପତ୍ର ଡିଜି ଙ୍କ ଉଦେଶ୍ୟ ରେ ଏସପି ପଦ୍ମିନୀ ସାହୁ ପ୍ରଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ, ନିପନ ଦାସ୍, ଅବଦୁଲ ଡଲାର ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ ବରଗଡ଼ )
No Result
View All Result