• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଇଏସଓ ମାନ୍ୟତା

Proprietor Abhimanyu Maharana by Proprietor Abhimanyu Maharana
January 9, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଇଏସଓ ମାନ୍ୟତା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜାନୁଆରୀ ଶନିବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ଆଇଏସଓ ୯୦୦୧ : ୨୦୧୫ ମାନ୍ୟତା ପ୍ରଦାନ କରାଯାଇଛି । ଏହି ମାନ୍ୟତା ୨୦୨୧ ଠାରୁ ୨୦୨୪ ପର୍ଯ୍ୟନ୍ତ ୪ବର୍ଷ ସମୟ ସକାଶେ ପ୍ରଦାନ କରାଯାଇଛି । ସଂପୃକ୍ତ ଉପଖଣ୍ଡ ଚିକିିତ୍ସାଳୟରେ ମାଗଣା ମୂଲ୍ୟବାନ ଔଷଧ ଯୋଗାଣ, ବିଭିନ୍ନ ରୋଗର ନିଦାନ, ବିନା ମୂଲ୍ୟରେ ରକ୍ତ, ମଳ, ମୁତ୍ର, କଫ, ଗର୍ଭ ଭଳି ବିଭିନ୍ନ ରୋଗର ପରୀକ୍ଷା, ନିରାମୟ ଯୋଜନା, ମାତୃ ଓ ଶିଶୁ ସୁରକ୍ଷା ସେବା, ପ୍ରସବ ଯୋଗ, କାଉନସେଲିଂ ସେବା, ଟିକାକରଣ ଇତ୍ୟାଦି କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କ୍ଷେତ୍ରରେ ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପରିପ୍ରେକ୍ଷୀରେ ଏହାକୁ ଅନୁଧ୍ୟାନ କରି ଆଇଏସଓ ୯୦୦୧: ୨୦୧୫ ମାନ୍ୟତା ପ୍ରଦାନ କରାଯାଇଛି ।

ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଦୀର୍ଘବର୍ଷ ପରେ ଏଭଳି ଏକ ମର୍ଯ୍ୟଦାପୁର୍ଣ୍ଣ ସମ୍ମାନ ପ୍ରାପ୍ତ କରିଥିବାରୁ ଉପଖଣ୍ଡ ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପ୍ରତିଭା ପାତ୍ର, ବରିଷ୍ଠ ଚିକିତ୍ସକ ତଥା ସ୍ତ୍ରୀ ଓ ପ୍ରସ୍ତୁତି ବିଭାଗୀୟ ବିଶେଷଜ୍ଞ ଡ଼ାକ୍ତର ମାଧବ କୁମାର ସାହୁ, ଶିଶୁରୋଗ ବିଶେଷଜ୍ଞ ଡ଼ାକ୍ତର ଦୁର୍ଗାପ୍ରସାଦ ପଣ୍ଡା, ଦନ୍ତ ଚିକିତ୍ସକ ଡ଼ାକ୍ତର ତାପସ କୁମାର ଶିଅଳ, ଡ଼ାକ୍ତର ବଳରାମ ଜେନା, ଡ଼ାକ୍ତର ପ୍ରିୟଙ୍କା ଦାଶ, ସୋନାଲି ଗୁପ୍ତା ପ୍ରମୁଖ ଆତ୍ମସନ୍ତୋଷ ଲାଭ କରିବା ସହ ବହୁତ ଖୁସି ଅନୁଭବ କରିଛନ୍ତି । ସଂପୃକ୍ତ ଉପଖଣ୍ଡ ଚିକିତ୍ସାଳୟ ଆଇଏସଓ ୯୦୦୧: ୨୦୧୫ ମାନ୍ୟତା ଲାଭ କରିବା ଦିଗରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଷ୍ଟାପନର୍ସ, ଏଏନଏମ, ପାଥୋଲୋଜିଷ୍ଟ, ସୁପରଭାଇଜର, ହେଲପ ଡ଼େସ୍କ, ଆଟେଣ୍ଡାଂଟ, ସଫେଇ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଅବଦାନ ଅତୁଳନୀୟ ବୋଲି ଚିକିତ୍ସାଳୟର ଭାରପ୍ରାପ୍ତ ଅଧିକ୍ଷକ ଡ଼ାକ୍ତର ପାତ୍ର କହିଛନ୍ତି । ( ରିପୋର୍ଟ ଶୁସାନ୍ତ ପ୍ରଧାନ ହିଞ୍ଜିଳିକାଟୁ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026
ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

July 21, 2026
ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

ଲିଫ୍‌ଟ୍‌ ଦେଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଛୁରାମାଡ଼

July 21, 2026
Chandi Bhandar Launches ‘Chaka Nayan’ Collection Inspired by Lord Jagannath

Chandi Bhandar Launches ‘Chaka Nayan’ Collection Inspired by Lord Jagannath

July 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

ଛାତ୍ର ଆନ୍ଦୋଳନକୁ ଚାପି ଦେବା ପାଇଁ କେନ୍ଦ୍ର ସରକାର ପୋଲିସ୍ ଲଗାଇ ବର୍ବର ଆକ୍ରମଣ କରିଥିବା ଘଟଣାକୁ ଆମ୍ ଆଦମୀ ପାର୍ଟିର ନିନ୍ଦା 

July 21, 2026
ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

ଅଲମ୍ପିଆନ ଗଗନ ନାରଙ୍ଗ ଦର୍ଶନ କଲେ ମହାପ୍ରଭୁ ଙ୍କୁ

July 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version