• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ବଚନ୍‌ସ୍ପ୍ରେ – ଇନ୍‌ଷ୍ଟାଂଟ୍ ମିକ୍ଟ ଫୁଡ୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
January 25, 2020
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ବଚନ୍‌ସ୍ପ୍ରେ – ଇନ୍‌ଷ୍ଟାଂଟ୍ ମିକ୍ଟ ଫୁଡ୍‌ର ଶୁଭାରମ୍ଭ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭାରତର 25.1.2020 – ଭାରତର ୨ୟ ସର୍ବବୃହତ୍ ଡ଼ାଏରୀ ଫାର୍ମ ଓ ଛତିଶଗଡର ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ, ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ସ୍ୱତବ ଭାବେ ଓଡିଶା ବଜାର ପାଇଁ ଏହାର ସ୍ୱାଦ, ଉପଯୋଗ ଓ ଉପଭୋକ୍ତା ଚାହିଦାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଂଟ୍ ମିକ୍ଟ ଫୁଡ୍ ବଚନ୍‌ସ୍ପ୍ରେର ଶୁଭାରମ୍ଭ କରାଯାଇଛି ।

ବଚନସ୍ପ୍ରେ ହେଉଛି ଏକ ସ୍ପ୍ରେ ଡ୍ରାଏଡ୍ ମିକ୍ଟ ପାଉଡର ଯାହାକୁ ଉପଯୁକ୍ତ ଭିଟାମିନ୍ ଓ ମିନେରାଲ ସହ ପ୍ରସ୍ତୁତ କରାଯାଇଛି । ଏହା ଏକ ମିଶ୍ରିତ ଦୁଗ୍ଧଜାତ ଖାଦ୍ୟ ହୋଇପାରିବ ଯାହା ଛୋଟ ପିଲାଙ୍କଠାରୁ ଆରମ୍ଭକରି କିଶୋର, ଯୁବ ଓ ବୟସ୍କ ଆଦି ସବୁ ବୟସର ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିପାରିବ । ଏହାକୁ ସ୍ୱତବ ଭାବେ ଛତିଶଗଡର ରାୟପୁରସ୍ଥିତ ଏକ ଷ୍ଟେଟ୍ ଅଫ୍ ଆର୍ଟ ପ୍ଲାଂଟ୍‌ରେ ପ୍ୟାକ୍ କରାଯାଇଛି; ଯାହାକି ମଧ୍ୟ ଭାରତର ଏକ ସର୍ବବୃହତ୍ ମିକ୍ଟ ପାଉଡର ପ୍ଲାଂଟ୍ ଅଟେ । ଏହା ୩ ବର୍ଷରୁ ଅଧିକ ବୟସର ପିଲାମାନଙ୍କ ପାଇଁ ଅଧିକ ଉପଯୁକ୍ତ ହୋଇଥିବାବେଳେ ଏହା ପିଲାମାନଙ୍କଠାରେ ସକ୍ରିୟ ବିକାଶ, ମଜଭୁତ ଇମ୍ୟୁନିଟିର ଗଠନ ଓ ସ୍ମାର୍ଟ ମେମୋରୀ ସପୋର୍ଟ ପ୍ରଦାନ କରିଥାଏ । ଏଥିସହିତ ଏହା ଚା’ ତିଆରି କରିବା ପାଇଁ, ସ୍ଥାନୀୟ ଖାଦ୍ୟ ଯେପରିକି ଖୀରି ଓ ବିଭିନ୍ନ ପ୍ରକାରର ମିଠା ତିଆରି ପାଇଁ ମଧ୍ୟ ଅଧିକ ଉପଯୁକ୍ତ ଅଟେ, ଯାହା ଉପଭୋକ୍ତାଙ୍କ ସ୍ଥାନୀୟ ସ୍ୱାଦକୁ ଦର୍ଶାଇଥାଏ ।

ବଚନ୍‌ସ୍ପ୍ରେ ଏକ ସେକେଣ୍ଡାରୀ କୋରୁଗେଟେଡ୍ ପ୍ୟାକ୍ ସହ ଏକ ଲାମିନେଟେଡ୍ ପ୍ୟାକିଙ୍ଗ୍‌ରେ ଆସୁଛି । ପ୍ରାରମ୍ଭିକ ଭାବେ ବଚନସ୍ପ୍ରେ ୧ କିଲୋ, ୫୦୦ ଗ୍ରାମ ଓ ୨୪ ଗ୍ରାମର ପ୍ୟାକ୍‌ରେ ଉପଲ୨ ହେଉଛି । ଭବିଷ୍ୟତର ଆବଶ୍ୟକତା ଆଧାରରେ ଏହାକୁ ଅନ୍ୟ ଏସ୍‌କେୟୁ ଓ ଭିନ୍ନ ରୂପରେ ଅଣାଯିବ । କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶାର ୨୪ଟି ବଜାରରେ ଏହାକୁ ଶୁଭାରମ୍ଭ କରିବ ଏବଂ ପରବର୍ଟୀ ସମୟରେ ଏହାକୁ ଓଡିଶାର ୧୦୦ରୁ ଅଧିକ ସହରରେ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛି । ଏହି କମ୍ପାନୀ ଗ୍ରାମାଠଳ ବଜାରରେ ବିକ୍ରି ବଢାଇବାକୁ ଯୋଜନା ରଖିଛି, ଯେଉଁଠାରେ ବର୍ଟମାନର ବିତରଣ ଅସଂଗଠିତ ରହିଛି । ଏଥିସହିତ କମ୍ପାନୀ ପିଲାମାନଙ୍କଠାରୁ ଆରମ୍ଭ କରି ଗ୍ରାମାଠଳର ଚା ଦୋକାନୀ ଓ କ୍ୟାଟେରର୍ ଭଳି ସଂସ୍ଥା ଆଦି ବ୍ୟାପକ ଶ୍ରେଣୀର ଉପଭୋକ୍ତାଙ୍କ ଉପରେ ଧ୍ୟାନକେନ୍ଦ୍ରିତ କରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version