No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଡିସେମ୍ବର ସୋମବାର ) ରଣପୁର :- ରଣପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନଙ୍କ ଅନୁଦାନରେ ଖଇରପଲ୍ଲୀ ଗ୍ରାମପଞ୍ଚାୟତ ସାନକୀଲୋ ଗ୍ରାମର ବ୍ରାହ୍ମଣୀ ଦେବୀ ମନ୍ଦିରକୁ ରାସ୍ତା ଓ ଗେଟ୍ ନିର୍ମାଣ ପାଇଁ ଶିଳାନ୍ୟାସ ଶୁଭ ଉଦଘାଟନ କରାଯାଇଛି ରଣପୁର ବିଧାୟକ ଶ୍ରୀ ସତ୍ୟନାରାୟଣ ପ୍ରଧାନ,

ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ଶ୍ରୀ ଗିରିଜା କାନ୍ତ ମହାପାତ୍ର, ଖଇରପଲ୍ଲୀ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ଶ୍ରୀ ବୃନ୍ଦାବନ ମହାନ୍ତି, ପଞ୍ଚାୟତ ସଭାପତି ଶ୍ରୀ ଦୀନବନ୍ଧୁ ଲେଙ୍କା ଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଥିଲା । ଖଇରପଲ୍ଲୀ ଗ୍ରାମ ପଞ୍ଚାୟତ ର କର୍ମୀ ଓ ସଧାରଣ ଲୋକ ଉପସ୍ଥିତ ଥିଲେ ।

No Result
View All Result