• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କଡା ଚେତାବନୀ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଘରୋଇ ଭାବେ କୋଚିଂ ଦେଲେ ଆଉ ନିସ୍ତାର ନାହିଁ । ଉଚ୍ଚଶିକ୍ଷା କୋଡ୍ ଅନୁସାରେ ନିଆଯିବ ଦୃଢ ପଦକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
January 23, 2020
in ଓଡ଼ିଶା, ଶିକ୍ଷା ଓ ନିଯୁକ୍ତି, ହୋମ୍
0
କଡା ଚେତାବନୀ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଘରୋଇ ଭାବେ କୋଚିଂ ଦେଲେ ଆଉ ନିସ୍ତାର ନାହିଁ । ଉଚ୍ଚଶିକ୍ଷା କୋଡ୍ ଅନୁସାରେ ନିଆଯିବ ଦୃଢ ପଦକ୍ଷେପ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି 23.1.2020 :- ଭୁବନେଶ୍ୱର ଛାତ୍ର ଅଭିଭାବକ କେହି ଚାହୁଁ ନାହାନ୍ତି ଫେଲ ହେବାକୁ । ପାସ କରିବାକୁ ବହୁତ କହୁଛନ୍ତି । ଏମିତି ଜିଲ୍ଲା ଗୁଡିକରେ ଖାଲି ପାସ କରିବି ବାହା ବାହା ନେଇକି କିଛି ଲାଭ ନାହିଁ । ଗ୍ରେସ ମାର୍କ ଦେଇ ପାସ କରିବା କଣ କ୍ରେଡିଟ ? ଏହା ଦ୍ୱାରା ଶିକ୍ଷାର ମାନ କମୁଛି। ତାମିଲନାଡୁରେ ହନର୍ସ ନାହିଁ । ଏଠି ସବୁ ବିଭାଗରେ ହନର୍ସ । ସେଥିପାଇଁ ଶିକ୍ଷକଙ୍କ ଅଭାବ ରହୁଛି । ସବୁ ଚାହୁଁଛନ୍ତି କଲେଜ ଆମ ପାଖକୁ ଆସୁ । ଘର ପାଖରେ ଥିବା କଲେଜକୁ ବିଶ୍ୱବିଦ୍ୟାଳୟ କରିଦିଅ । ଏମିତିରେ ଶିକ୍ଷାର କିଛି ଲାଭ ହେବନି । ଦୂରକୁ ଯାଇ ପାଠ ପଢିବା ପାଇଁ ହଷ୍ଟେଲ ଅଛି । ଏମିତି ହେଲେ exposure ବଢ଼ିବ । ସମୟ ଆସିଛି କିଛି transformative ଚିନ୍ତା କରିବାକୁ । ଦକ୍ଷତା ବିକାଶକୁ ଗୁରୁତ୍ୱ ଦେବା କଥା । ବିଦେଶରେ ଅଷ୍ଟମ ପରେ ପାଠ ଛାଡ଼ି ଦକ୍ଷତା ବିକାଶ ଉପରେ ଧ୍ୟାନ ଦିଅନ୍ତି । CBSE କୁ ଧନ୍ୟବାଦ ଗଣିତ ପାଇଁ ଦୁଇଟି ପେପର କଲା । ଯାହାର ଯେଉଁଥିରେ ଦକ୍ଷତା ରହିଛି, ସେ ସେଥିରେ ଭଲ କରିବ । ଯାହାର ଯେଉଁ ବିଷୟରେ ଭଲ ତାକୁ ପଢିବାକୁ ଦିଅ । ବିଜ୍ଞାନ ହେଉନି, ତ ବାଧ୍ୟ କରି ପିଲାକୁ କଲେଜରେ ବିଜ୍ଞାନ ପଢ଼ାନ୍ତୁ ନାହିଁ । ଅଭିଭାବକ ପିଲାଙ୍କର ମାର୍ଗଦର୍ଶକ ହୁଅନ୍ତୁ । ଓଡ଼ିଶା ଅଭିଭାବକ ମହାସଂଘର ରାଜ୍ୟସ୍ତରୀୟ ଇଣ୍ଟରଫେସରେ ଏହି ଉଦବେଗ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ।

କଲେଜ ପରିଚାଳନା ପରିଷଦରେ ଆଉ ରହିବେନି ନିର୍ବାଚିତ ପ୍ରତିନିଧି ଯେପରି ବିଧାୟକ। ଏହି ନିଷ୍ପତ୍ତି ସରିଛି । କିଏ ରହିବେ, କ୍ୟାବିନେଟରେ ନିଷ୍ପତ୍ତି ରହିବ । ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ Proctorial ବ୍ୟବସ୍ଥା ଆରମ୍ଭ କରିବା କଥା କହିଛୁ । ପ୍ରତି ଶିକ୍ଷକ ଗ୍ରୁପ କରି ଛାତ୍ରଙ୍କ ଦାୟିତ୍ୱ ନେବେ । ତା ସମସ୍ତ ଦିଗ ନେଇ ବାପାମାଙ୍କ ସହ ଆଲୋଚନା କରିବେ । ଆମେ ଜିଲ୍ଲା ବଣ୍ଟନ କରିଛୁ ସରକାରୀ ଅଧିକାରୀଙ୍କ ଭିତରେ ତଦାରଖ ପାଇଁ । ମୁଁ ନିଜେ ଯାଇଛି । ପଚାରିଛି ତ ଉତ୍ତର ପାଇଛି, ଅଭିଭାବକଙ୍କୁ ଡାକିଲେ ଆସୁ ନାହାନ୍ତି । 3 ଵର୍ଗରେ ଅନୁଭବ କଲି- କିଛି ଲୋକ ଅଧିକ ଦାୟିତ୍ୱ ନେବାକୁ ଚାହାନ୍ତି । କିଛି ଯେତିକି ଦାୟିତ୍ୱ ସେତିକି କରନ୍ତି । ଆଉ କିଛି ଗଳା ବାଟ ଦେଖି ଖସନ୍ତି । Conservative mindsetର ଅଧିକ ଲୋକ ଅଛନ୍ତି । ସରକାରୀ ଓ ଘରୋଇ ସ୍କୁଲରେ ବ୍ୟବସ୍ଥା ଅଲଗା । ଘରୋଇ ସ୍କୁଲରେ parents meet ବାଧ୍ୟତାମୂଳକ । ହେଲେ ସରକାରୀ ସ୍କୁଲ ଅଭିଭାବକ ଭାବନ୍ତି, ସ୍କୁଲ ପଠେଇ ଆମ ଦାୟିତ୍ବ ସରିଗଲା । ତେଣୁ ମୁଁ କହିଲି, ଯେଉଁ ଦିନ ଛାତ୍ର ଭାବିବ, ମୋ ଶିକ୍ଷକ ଅଭିଭାବକଙ୍କ ସହ ସମ୍ପୃକ୍ତ, ସେଦିନ କିଛି କରିବା ଆଗରୁ ସେ ଚିନ୍ତା କରିବ । ତାହା କାମ ବି କଲା । ଅରୁଣ ସାହୁ ଉଚ୍ଚଶିକ୍ଷା ମନ୍ତ୍ରୀ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ଶିକ୍ଷକଙ୍କୁ ଚେତାଵନୀ । ଘରୋଇ ଭାଵରେ କୋଚିଂ ଦେଉଥିଲେ ନିସ୍ତାର ନାହିଁ । ଉଚ୍ଚଶିକ୍ଷା କୋଡ ଅନୁସାରେ ଦୃଢ ପଦକ୍ଷେପ ନିଆଯିବ । ଅରୁଣ ସାହୁ ମନ୍ତ୍ରୀ ସରକାରୀ ଓ ବେସରକାରୀ କଲେଜ ଶିକ୍ଷକଙ୍କୁ ଚେତାବନୀ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version