• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାତୃ ଜାତିର ଉତ୍‍ଥାନ ଦ୍ୱାରା ସମାଜ ଓ ଦେଶର ବିକାଶ ସମ୍ଭବପର : ବିଶ୍ୱଭୂଷଣ ହରିଚନ୍ଦନ

Proprietor Abhimanyu Maharana by Proprietor Abhimanyu Maharana
December 14, 2020
in ଓଡ଼ିଶା, କଟକ, ଖୋର୍ଦ୍ଧା, ପୁରୀ, ହୋମ୍
0
ମାତୃ ଜାତିର ଉତ୍‍ଥାନ ଦ୍ୱାରା ସମାଜ ଓ ଦେଶର ବିକାଶ ସମ୍ଭବପର : ବିଶ୍ୱଭୂଷଣ ହରିଚନ୍ଦନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୩ ଡିସେମ୍ବର ରବିବାର) କଟକ/ଭୁବନେଶ୍ୱର/ବିଜୟୱାଡ଼ା/ କାଲିଫର୍ଣ୍ଣିଆ/ଲଣ୍ଡନ, :- କାଲିଫସମାଜ ଓ ସଭ୍ୟତାର ସୃଷ୍ଟି କର୍ତ୍ତା ମାତୃ ଜାତିର ଉତ୍‍ଥାନ ଦ୍ୱାରା ଦେଶର ବିକାଶ ସମ୍ଭବପର ହେବ ବୋଲି ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦ ମତ ପ୍ରକାଶ କରିଛନ୍ତି । ଆଜି ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ୱେବ୍‍ ମହିଳା ସମ୍ମିଳନୀ-୨୦୨୦କୁ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ପାରମ୍ପରିକ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‍ଘାଟନ କରି ଶ୍ରୀ ହରିଚନ୍ଦନ ନାରି ଜାତିକୁ ଅବହେଳା ଓ ଅବମାନନା କଲେ ସମାଜର ବିନାଶ ସୁନିଶ୍ଚିତ ବୋଲି ଚେତାବନୀ ଦେଇଥିଲେ । ବିଶେଷ କରି କ୍ଷମତାରେ ମଦମସ୍ତ ବକ୍ତିମାନେ ଶାଳୀନତାର ସୀମା ସରହଦ ନ ମାନି ସମାଜରେ ଅଶୋଭନୀୟତା ପ୍ରସାରଣ କରୁଥିବା ନେଇ ରାଜ୍ୟପାଳ କ୍ଷୋଭ ପ୍ରକାଶ କରିଥିଲେ ।

କୁମାର ଭାଇଙ୍କର ଆଦର୍ଶ ଓ ଦିଗ୍‍ଦର୍ଶନ ତଥା ଡଃ.ଅରୁନ୍ଧତି ଦେବୀଙ୍କର ପ୍ରେରଣାରେ ଶୋଭନୀୟ ଆନ୍ଦୋଳନ ନିଶା ନିବାରଣ, ସ୍ୱଚ୍ଛତା ଓ ପରିମଳର ରକ୍ଷଣାବେକ୍ଷଣ, ବାତାବରଣର ପ୍ରଦୂଷଣକୁ ରୋକିବା, ବ୍ୟପକଭାବେ ଚାରାରୋପଣ କରାଯିବା ଏବଂ ନିସ୍ୱ, ଅସହାୟ ଜନସାଧାରଣଙ୍କୁ ସାହାଯ୍ୟ, ସମର୍ଥନ ଓ ଅନାଥ ଶିଶୁଙ୍କର ଲାଳନ, ପାଳନ ନେଇ କରୁଥିବା ସେବା କାର୍ଯ୍ୟଗୁଡ଼ିକର ରାଜ୍ୟପାଳ ଭୂୟସୀ ପ୍ରଶଂସା କରିଥିଲେ । ଆଜିର ଯୁବପୀଢ଼ି ମଧ୍ୟରେ ମା’, ମାଟି ଓ ମାତୃଭାଷା ପ୍ରତି ମମତା ଓ ସମ୍ମାନ ଜାଗ୍ରତ କରିବା ପାଇଁ ଶ୍ରୀ ହରଚନ୍ଦନ ଆହ୍ୱାନ ଜଣାଇଥିଲେ । ଅନ୍‍ଲାଇନ୍‍ ସମ୍ମିଳନୀରେ ସ୍ୱାଗତ ଭାଷଣ ପ୍ରଦାନ କରି ଶୋଭନୀୟ ଆନ୍ଦୋଳନର ନିର୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷ ଡଃ. ଅରୁନ୍ଧତୀ ଦେବୀ ସାମ୍ପ୍ରତିକ ସମାଜରେ ମହିଳାମାନଙ୍କ ପ୍ରତି ରୁଗ୍‍ଣ ମାନସିକତାର ପରିବର୍ତ୍ତନର ନିତ୍ୟାନ୍ତ ଆବଶ୍ୟକତା ରହିଥିବା ସୂଚାଇଥିଲେ ।

ନାରୀ ଜାତିକୁ ସଠିକ୍‍ ନ୍ୟାୟ, ସମ୍ମାନ ଓ ସୁଯୋଗ ଦିଆଯିବାକୁ ସେ ନିବେଦନ କରିଥିଲେ । ଅଧୁନା କୋଭିଡ୍‍ ମହାମାରୀ କାଳରେ ମହିଳାମାନେ ଯେଭଳି ଅଗ୍ରଣୀ ଭୂମିକା ନିଭାଇଛନ୍ତି ତାହା ଅଭୂତପୂର୍ବ ବୋଲି ଡ. ଦେବୀ ବର୍ଣ୍ଣନା କରିଥିଲେ । ମୁଖ୍ୟ ବକ୍ତା ଭାବ ରେ ଯୋଗ ଦେଇ ଆର୍ଯ୍ୟ ମହିଳା ସମାଜର ସଭାପତି ଶନ୍ନୋ ଦେବୀ ସମାଜରେ ବର୍ତ୍ତମାନ ନାରୀ ଜାତି ପ୍ରତି ହେଉଥିବା ଭେଦଭାବ, ଅସମ୍ମାନ, ଅସଦାଚାରକୁ ଘୋର ନାପସନ୍ଦ କରିଥିଲେ । ବେଦର ଉଦାହରଣ ଦେଇ ମହିଳା ବର୍ଗର ମହିମା, ମହନୀୟତା ଓ ମହାନତା ଅନନ୍ୟ ଓ ଅସାମାନ୍ୟ ବୋଲି ସେ ଦର୍ଶାଇଥଲେ । ଡିଜିଟାଲ ମଞ୍ଚରେ ସମ୍ମାନନୀୟ ବକ୍ତା ଭାବରେ ସାମିଲ ହୋଇ ଓଡ଼ିଶା ସୋସାଇଟି ଅଫ୍‍ ଆମେରିକାରେ ସଭାପତି କୁକୁ ଦାସ କନ୍ୟା ସନ୍ତାନର ନିରାପତ୍ତା, ସୁରକ୍ଷା ଏବଂ ପ୍ରୋତ୍ସାହନ ପ୍ରତି ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କର ବୌଦ୍ଧିକ ଓ ଶାରୀରିକ ବିକାଶ ତଥା ସେମାନଙ୍କୁ ଆତ୍ମନୀର୍ଭର ଓ ଚରିତ୍ରବାନ କରାଯିବା ଦିଗରେ ଜୋର୍‍ ଦେଇଥିଲେ ।

ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଅତିଥି , ଆୟୋଜକ, ଉପସ୍ଥାପକ ଓ ସଂଯୋଜକ ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଶୋଭନୀୟ ଆନ୍ଦୋଳନର ସଦସ୍ୟ ମୀନତି ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ଲଣ୍ଡନରୁ ୟୁ.କେ. ଓଡ଼ିଶା ସମାଜର ସାଂସ୍କୃତିକ ସମ୍ପାଦକ ଡଃ. ଭାଗ୍ୟଶ୍ରୀ ସିଂହ ଉଦ୍‍ଘାଟନୀ ଅଧୀବେଶନକୁ ସୁସଂଯୋଜନା କରିଥିଲେ । ଇଣ୍ଟରନେଟ୍‍ ସମାବେଶରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅଲମ୍ପିକ୍‍ ତାରକା ଦୂତୀ ଚାନ୍ଦ , ଜାପାନ୍‍ରୁ କୁନ୍ନା ଦାଶ, ବାହାରିନ୍‍ରୁ ଅରୁଣ କୁମାର ପ୍ରହରାଜ, ଦୁବାଇରୁ ପ୍ରିତିଶ୍‍ରଞ୍ଜନ ଦାଶ, ମୁମ୍ବାଇରୁ ଆଶିଷ୍‍ ମିଶ୍ର ଓ ରାୟଗଡ଼ରୁ ପ୍ରତୀଶ ଗୋଏଲ୍‍ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

ଗାଡିଶାଗଦା ରେ ୮୫ କେଜି ଗନ ପାଉଡର ଜବତ : ଅଭିଯୁକ୍ତ ଫେରାର

March 8, 2026
ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ

March 8, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026
ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ନିବେଶକ ସଚେତନତା

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version