• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ରାମଗିରି ଠାରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ; ଦେଖା ଦେଇଛି ଜନ ଅସନ୍ତୋଷ  

Proprietor Abhimanyu Maharana by Proprietor Abhimanyu Maharana
December 9, 2020
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାର ରାମଗିରି ଠାରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ; ଦେଖା ଦେଇଛି ଜନ ଅସନ୍ତୋଷ  
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୯ ଡିସେମ୍ବର , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାମଗିରରେ ରହିଛି ଅନେକ ସମସ୍ୟା । ସେହି ସମସ୍ୟା ମଧ୍ୟରୁ ବର୍ତ୍ତମାନର ମୂଖ୍ୟ ସମସ୍ୟା ହେଉଛି, ଇଣ୍ଟେରନେଟ୍ ସେବା । ଲୋକଙ୍କ କହିବା ଅନୁସାରେ, ବାରମ୍ବାର ଜନ ପ୍ରତିନିଧି ଓ ପ୍ରସାସନକୁ ଜଣେଇଲେ ମଧ୍ୟ ଏହାର କୈଣସି ପ୍ରତୀକାର ହୋଇନଥିବାରୁ ,ଏଥିଲାଗି ଜନ ଅସନ୍ତୋଷ ଦେଖାଦେଇଛି । ଏହି ରାମଗିରିରେ ରହିଛି ଏକ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ବିଜ୍ଞାନ ମହାବିଦ୍ୟାଳୟ, ଓ ତାହାସହିତ ସରକାରୀ ଅନୁମତି ପ୍ରାପ୍ତ ଆଉ ଦୁଇଟି ସ୍ମାତକ ମହାବିଦ୍ୟାଳୟ ।

ଏଥିରେ ଅଞ୍ଚଳର ବହୁ ଗରୀବ ଛାତ୍ରଛାତ୍ରୀ ନିର୍ଭରକକରି ପାଠପଢ଼ୁଛନ୍ତି । କରୋନା ଲାଗି ଅନଲାଇନ୍ ପାଠପଢାରେ ଇଣ୍ଟେରନଟ୍ ସମସ୍ୟା ଛା୍ତ୍ରଛାତ୍ରୀ ତଥା ଅବିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲିଟିଛି । ରାମଗିରି ଏକ ଆଦିବାସୀ ଅଧ୍ୟଷିତ ଅଞ୍ଚଳ ହେଇଥିବାରୁ ଏହାକୁ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ସେହିପରି ରାମଗିରି ଆନିକଟ ପରିସଲରେ ମଧ୍ୟ ଜିଓ ଟାଓ୍ବାର ବସି ତିନିବର୍ଷ ବିତିଯାଇଥିଲେ ଏହା ଚାଲୁ ନଥିବାରୁ ସେହି ଅଞ୍ଚଳରୁ ମଧ୍ୟ ଜନ ଅସନ୍ତୋଷ ଦେଖାଦେଇଛି । ଏହାର ଶୀଘ୍ର ସ୍ଥାୟୀ ସମାଧାନ ନହେଲେ ଆଗାମୀଦିନରେ ଜନଆନଦୋଳନ ଲାଗି ରାସ୍ତାକୁ ଆସିବାଲାଗି ଚେତାବନୀ ଦେଇଛଛନ୍ତି ଅଞ୍ଚଳବାସୀ । (ଗରୁଡ ଧ୍ଵଜ ଚୌଧୁରୀ / ଗଜପତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

July 14, 2026
୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

July 14, 2026
ଟ୍ରେଡ୍‌କୋର ଇଣ୍ଡିଆ ଫାଉଣ୍ଡେସନ୍‌ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ

ଟ୍ରେଡ୍‌କୋର ଇଣ୍ଡିଆ ଫାଉଣ୍ଡେସନ୍‌ର ଶୁଭାରମ୍ଭ; ଓଡ଼ିଶାରେ ବ୍ୟବସାୟିକ ନେଟୱର୍କିଂ ବ୍ୟବସ୍ଥା ହେବ ମଜବୁତ

July 14, 2026
ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

ଉତ୍କଳ ଦୃଷ୍ଟିହୀନ ସଂଘର ସରକାରୀ ଜମି ବେଆଇନ ଦଖଲମୁକ୍ତ ଓ ସଦସ୍ୟଙ୍କ ସୁରକ୍ଷା ଦାବିରେ ସାମ୍ବାଦିକ ସମ୍ମିଳନୀ

July 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

ଗଣତନ୍ତ୍ର ପ୍ରତି ବିପଦ : ରବି ରଥ

July 14, 2026
୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

୧୯୭୭ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁ ମିଳନ

July 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version