• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି – ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି

Proprietor Abhimanyu Maharana by Proprietor Abhimanyu Maharana
December 8, 2020
in ଓଡ଼ିଶା, ଖୋର୍ଦ୍ଧା, ଦେଶ, ପୁରୀ, ହୋମ୍
0
ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି  – ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୭ ଡିସେମ୍ବର ସୋମବାର) ପୁରୀ :- ଶ୍ରୀମନ୍ଦିରରେ ଗତ ତା 27-11-2020 ରିଖ ରେ ଅନୁଷ୍ଠିତ ହୋଇଥିବା ପବିତ୍ର ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ କେହି ନେଇ ଯାଇଥିବାର ଅଭିଯୋଗ ହୋଇଥିଲା । ଗତ ତା. 28-11-2020 ରିଖ ଦିନ ଜନୈକ ବ୍ୟକ୍ତି ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଧରି ଶ୍ରୀମନ୍ଦିର ବାହାରକୁ ଆସିବା ବେଳେ ତାଙ୍କ ପ୍ରତିକ୍ରିୟା ନେବା ସହ ନାଗାର୍ଜୁନ ବେଶର ସୋଲ ଚନ୍ଦ୍ରସୂର୍ଯ୍ୟ ମନ୍ଦିର ବାହାରକୁ ଆସିବା ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଏହାକୁ ଗୁରୁତ୍ବର ସହ ନେଇ ମୁଖ୍ୟ ପ୍ରଶାସକ ସମଗ୍ର ଘଟଣା ଉପରେ ସବିଶେଷ ତଦନ୍ତ କରିବାକୁ ନୀତି ପ୍ରଶାସକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ମତେ ନୀତି ପ୍ରଶାସକ ସବିଶେଷ ତଦନ୍ତ କରିଛନ୍ତି ।

ତଦନ୍ତରୁ ଜଣାପଡିଛି ଯେ, ଏବର୍ଷ ହରଚଣ୍ଡି ସାହିର ଚକ୍ରକୋଟ ଶ୍ରୀ ବଳରାମ ଖୁଣ୍ଟିଆ ନାଗାର୍ଜୁନ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଯୋଗାଇଥିଲେ । ତାଙ୍କ ବାସଭବନରେ ଶ୍ରୀ ଖୁଣ୍ଟିଆ କାରିଗର ନିୟୋଜିତ କରି ବେଶ ନିର୍ମାଣ କରିଥିଲେ । ବେଶ ନିର୍ମାଣ ସମୟରେ ବେଶରେ ଲାଗିବାକୁ ଥିବା ସାମଗ୍ରୀର ତାଲିକା ଶ୍ରୀମନ୍ଦିର କମାଣ୍ଡର 1994 ମସିହାରେ ଅନୁଷ୍ଠିତ ନାଗାର୍ଜୁନ ବେଶ ସାମଗ୍ରୀ ତାଲିକା ଆଧାରରେ ମୁଖ୍ୟ କାରିଗର ଶ୍ରୀ ବସନ୍ତ କୁମାର ରଣାଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଏହା ପରେ ବି ତାଲିକା ବାହାରେ ସୋଲର ଦୁଇଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ଶ୍ରୀ ରଣା ତିଆରି କରିଥିଲେ । ନାଗାର୍ଜୁନ୍ ବେଶ ଦିନ ଭୋରରୁ ଦାତା ଏବଂ କାରିଗରମାନେ ବେଶ ସାମଗ୍ରୀ ଶ୍ରୀମନ୍ଦିରକୁ ଆଣିଥିଲେ । ସେହି ବେଶ ସାମଗ୍ରୀରେ ସୋଲ ନିର୍ମିତ ଚନ୍ଦ୍ରସୂର୍ଯ୍ୟ ଲାଗି ଥିଲା । ତେବେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ସୁବର୍ଣ୍ଣ ଚନ୍ଦ୍ରସୂର୍ଯ୍ୟ ଲାଗି କରାଯାଉଥିବାର ବିଧି ଥିବାରୁ ଶ୍ରୀମନ୍ଦିର ମେକାପ ସେବକ ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିବାକୁ କାରିଗରଙ୍କୁ ପରାମର୍ଶ ଦେଇଥିଲେ ।

ତତ୍ପରେ ନାଟମଣ୍ଡପରେ ବେଶ ସାମଗ୍ରୀମାନ ରଖାଯାଇଥିବା ସମୟରେ କାରିଗର ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ବେଶ ସାମଗ୍ରୀରୁ ବାହାର କରିନେଇଥିଲେ ଏବଂ କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ବାହାରେ କୌଣସି ଜିନିଷ କାରିଗରଙ୍କ ଦ୍ବାରା ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇ ନଥିଲା । କମାଣ୍ଡର ପୂର୍ବରୁ ଦେଇଥିବା ତାଲିକା ଅନୁସାରେ ହିଁ ମହାପ୍ରଭୁଙ୍କ ବେଶରେ ସାମଗ୍ରୀମାନ ଲାଗି କରାଯାଇଥିଲା । ଏହାପରେ ବାହାର କରାଯାଇଥିବା 2ଟି ସେଟ୍ ଚନ୍ଦ୍ରସୂର୍ଯ୍ୟ ମଧ୍ୟରୁ ଗୋଟିଏକୁ ଭଣ୍ଡାର ମେକାପ ଶ୍ରୀ ମଧୁସୂଦନ ମେକାପ ବ୍ୟକ୍ତିଗତ ଅନୁରୋଧରେ ଭଣ୍ଡାର ଲୋକନାଥଙ୍କୁ ଲାଗି କରିବାକୁ କାରିଗରଙ୍କଠାରୁ ନେଇଥିଲେ । ସେହିପରି ଦ୍ବିତୀୟ ସେଟ୍କୁ ଦଇତା ସେବକ ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର ବ୍ୟକ୍ତିଗତ ଅନୁରୋଧରେ କାରିଗରଙ୍କ ଠାରୁ ନୀଳମାଧବଙ୍କୁ ଲାଗି କରିବାକୁ ନେଇଥିଲେ । ଲାଗିପରେ ଏହାକୁ ଶ୍ରୀ ଦାସମହାପାତ୍ର ଶ୍ରୀମନ୍ଦିର ଗାରଦରେ ରଖିଥିଲେ ଏବଂ ନଭେମ୍ବର 28 ତାରିଖ ସକାଳେ ନିଜ ଘରକୁ ସମ୍ପୃକ୍ତ ବ୍ୟକ୍ତି ଦ୍ବାରା ମଗାଇ ନେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ସେହି ସୋଲର ଚନ୍ଦ୍ରସୂର୍ଯ୍ୟକୁ ଶ୍ରୀ ଦାସମହାପାତ୍ରଙ୍କୁ ଦେବାକୁ ନେବା ବେଳେ ଉପସ୍ଥିତ ଥିବା ଗଣମାଧ୍ୟମର ଧ୍ୟାନ ଆକର୍ଷଣ ହୋଇଥିଲା ।

ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିବାକୁ ଚାହେଁ ଯେ, ଯେଉଁ ଚନ୍ଦ୍ରସୂର୍ଯ୍ୟକୁ ନେଇ ଚର୍ଚ୍ଚା କିମ୍ବା ଅଭିଯୋଗ ହେଉଛି, ତାହା ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ବେଶ ସାମଗ୍ରୀର ଅଂଶ ବିଶେଷ ନୁହେଁ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ନାଗାର୍ଜୁନ ବେଶର ସମସ୍ତ ସାମଗ୍ରୀ ସମ୍ପୂର୍ଣ ଭାବେ ସୁରକ୍ଷିତ ରହିଛି । ବେଶ ଦିନ ଓଲାଗି ପରେ ମହାପ୍ରଭୁଙ୍କ ଲାଗି ହୋଇଥିବା ସମସ୍ତ ବେଶ ସାମଗ୍ରୀ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ବିହାର ସଂଗ୍ରହାଳୟରେ ସୁରକ୍ଷିତ ରଖାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

September 14, 2026
ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ   ଭାପୁର,୧୨/୦୯(ଓଡିଶା ତାଜା ନ୍ୟୂଜ ) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି. ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଭାପୁର ବ୍ଲକର ୫ ଗୋଟି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି. ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ଦୀର୍ଘ ଦିନର ଦାବି ବାସ୍ତବରେ ପୂରଣ  କରି ପ୍ରତିଶୃତି ରକ୍ଷାକଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ! ଶନିବାର ଦିନ ପୂର୍ତ୍ତବିଭାଗ ତରଫରୁ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୧୭.୬୮ କୋଟି, କଳାପଥର-ଭାପୁର ବାଇପାସ ରାସ୍ତା ୧୦.୬ କି.ମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି କରଣ ପାଇଁ ୧୮.୩୩ କୋଟି, ବିଜିପୁର-କରବର ରାସ୍ତା ୭.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୭.୪୬ କୋଟି, ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୩୪ କୋଟି ଓ ମାରଡ଼ା-ପଦ୍ମାବତୀ ୮.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୬.୫୨ କୋଟି ଟଙ୍କାର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସ୍ଥାପକ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ତହସିଲଦାର ମୋନାଲିସା ରଥ, ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୂଷଣ ରାଉତରାୟ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା,ସମାଜସେବୀ ତଥା ବରିଷ୍ଠ ଭାଜପା ନେତା ବିମ୍ବାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରତ୍ୟେକ ପ୍ରକଳ୍ପ ଉଦଘାଟନ ସମୟରେ ଶହ ଶହ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାଜା ବଜାଇ ସ୍ୱାଗତ କରି ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ନେଇଥିଲେ. ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ. ଭାପୁର ବ୍ଳକ ଅଞ୍ଚଳର ରାସ୍ତା ଘାଟକୁ ଦେଖିଲେ ୨୪ ବର୍ଷର ସରକାର କିପରି ବିକାଶ କରିଛି ତାହା ଜଳଜଳ ହୋଇ ଦେଖାଯାଉଛି. ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି. ଯାହାଫଳରେ ଗମନା ଗମନ ସୁଗମ ହୋଇପାରୁନି. ଆଜିର ଏହି ୫ଟି ପ୍ରକଳ୍ପ ଉଦଘାଟନ ଦ୍ଵାରା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କର ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସ୍ଥା ସୃଦୃଢ଼ ହେବା ସହ ଗମନାଗମନ ସୁଗମ ଏବଂ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ. ଏଥିସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ  ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା  କରିଅଛନ୍ତି  !.  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିକାଶର ଧାରା ଆଗେଇଚାଲିଛି. ଭାପୁର ବ୍ଲକ ଅଞ୍ଚଳର ଜନସାଧାରଣମାନଙ୍କର ବହୁଦିନର ପ୍ରତୀକ୍ଷା ଓ ଦାବି ପୂରଣ ହୋଇବ ବୋଲି ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ  !  !

ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର

September 13, 2026
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version