• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା : ଆଜକୁ ଦୀର୍ଘ ଦୁଇ ମାସ ହେଲା ଦାୟିତ୍ୱ ନେଉନାହାନ୍ତି ପ୍ରଧାନ ଶିକ୍ଷକ – ରାମ ପ୍ରସାଦ ବେହେରା

Proprietor Abhimanyu Maharana by Proprietor Abhimanyu Maharana
November 30, 2020
in ଓଡ଼ିଶା, ଗଜପତି, ହୋମ୍
0
ପ୍ରଧାନ ଶିକ୍ଷକଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା : ଆଜକୁ ଦୀର୍ଘ ଦୁଇ ମାସ ହେଲା ଦାୟିତ୍ୱ ନେଉନାହାନ୍ତି ପ୍ରଧାନ ଶିକ୍ଷକ – ରାମ ପ୍ରସାଦ ବେହେରା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୩୦ ନଭେମ୍ବର ସୋମବାର )ରାୟଗଡ ଗଜପତି  : – ଦାୟିତ୍ୱ ଗ୍ରହଣ କରୁନାହାନ୍ତି ପ୍ରଧାନ ଶିକ୍ଷକ l ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ ବ୍ଲକ ସଦରମହକୁମା ବ୍ଲକ କଲୋନୀ ସ୍କୁଲକୁ ନୂତନ ରୂପେ ପ୍ରଧାନ ଶିକ୍ଷକଙ୍କ ବଦଳି ହୋଇଥିଲେ ମଧ୍ୟ ସେ ଆଜକୁ ଦୀର୍ଘ ଦୁଇ ମାସ ହେଲା ଦାୟିତ୍ୱ ନେଉନାହାନ୍ତି l ଗତ ଅକ୍ଟୋବର ମାସ ୬ ତାରିଖରେ ବ୍ଲକର ୧୧ ଜଣ ଶିକ୍ଷକ ପଦୋନ୍ନତି ପାଇଥିଲେ l ସେଥି ମଧ୍ୟରୁ ଜଣେ ଶିକ୍ଷକ ଏହା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ମୋଟ ୧୦ ଜଣ ଶିକ୍ଷକଙ୍କ ଚତୁର୍ଥ ସ୍ତରରୁ ତୃତୀୟ ସ୍ତରକୁ ପଦଉନ୍ନତି ପାଇଥିଲେ l

ସେଥି ମଧ୍ୟରୁ ଜଣେ ଶିକ୍ଷକ ରାମ ପ୍ରସାଦ ବେହେରାଙ୍କୁ ରାୟଗଡ ସ୍ଥିତ ବ୍ଲକ କଲୋନୀ ସ୍କୁଲକୁ ସ୍ଥାହି ପ୍ରଧାନ ଶିକ୍ଷକ ଭାବେ ବଦଳି କରାଯାଇଥିଲା l ମାତ୍ର ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ ହୋଇଯାଇ ଥିଲେ ମଧ୍ୟ ଶ୍ରୀ ବେହେରା ତାଙ୍କ ଦାୟିତ୍ୱ ନେଇନାହାନ୍ତି l ଯାହା ଦ୍ୱାରା ବିଦ୍ୟାଳୟର କେତେକ କାମ କରିବାରେ ସମସ୍ୟା ହେଉଥିବା ଅଭିଭାବକ ପ୍ରକାଶ କରିଛନ୍ତି l ଉକ୍ତ ଘଟଣା ବିଷୟରେ ଉକ୍ତ ଶିକ୍ଷକ ଶ୍ରୀ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ପୂର୍ବରୁ ରେମ୍ପିସ୍ଥିତ ସ୍କୁଲର ଚତୁର୍ଥ ସ୍ତରର ପ୍ରଧାନ ଶିକ୍ଷକ ଥିଲି ଓ ଏହା ସହ ରାୟଗଡ ପଞ୍ଚାୟତ ଓ ସାନତୁଣ୍ଡି ପଞ୍ଚାୟତର କେତୋଟି ସ୍କୁଲର C.R.C.C ଦାୟିତ୍ୱରେ ରହିଥିଲି l ଆମର ଶିକ୍ଷକ ପଦୋନ୍ନତି ହେବାପରେ ମୋତେ ରାୟଗଡ଼ ବ୍ଳକ୍ କଲୋନୀ ସ୍କୁଲକୁ ବଦଳି ହୋଇଥିଲା। ମୁଁ ଅକ୍ଟୋବର ୭ ତାରିଖ ଦିନ ବ୍ଲକ କଲୋନୀ ସ୍କୁଲରେ ଜଇନ୍ କରିଲି ।

ମାତ୍ର ଗୋଟିଏ ଥରକେ ଦୁଇଟି ଦାୟୀତ୍ୱ ତୁଲାଇବା ମୋ ପକ୍ଷେ କଷ୍ଟକର ହେବ ତେଣୁ ମୁଁ ମୋର ବଦଳି ପରେ ସ୍କୁଲରେ ଜଇନ୍ କରିଥିଲି । କିନ୍ତୁ ପ୍ରଧାନ ଶିକ୍ଷକ ଦାୟୀତ୍ୱ ନେଇ ନାହିଁ ବୋଲି ପ୍ରକାଶ କରିଥିଲେ। ଉକ୍ତ ଘଟଣା ବିଷୟରେ ଆମେ BEO ମନୋରଞ୍ଜନ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଜଣେ ତୃତୀୟ ସ୍ତରର ଶିକ୍ଷକ CRCC ପଦବୀରେ ରହିବାର ନିୟମ ନାହିଁ। ଆମ ବ୍ଳକର ଚାରିଜଣ CRCC ଙ୍କ ଚତୁର୍ଥ ସ୍ତରରୁ ତୃତୀୟ ସ୍ତର ଶିକ୍ଷକକୁ ପଦୋନ୍ନତି ହୋଇଛି। ତେଣୁ ଆମେ ଏହି ବିଷୟରେ Dpc ଙ୍କୁ ଜଣାଉଛୁ ।   (ସଞ୍ଜୀବ କୁମାର ପାଣି ରାୟଗଡ ଗଜପତି )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026
Nippon Paint highlights Advanced Coil Coatings for a sustainable future at SMARTCOR 2026

Nippon Paint highlights Advanced Coil Coatings for a sustainable future at SMARTCOR 2026

July 12, 2026
ତିନି ଦଫା ଦାବିକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଲେ ସାମାଜିକ କର୍ମୀ

ତିନି ଦଫା ଦାବିକୁ ନେଇ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଲେ ସାମାଜିକ କର୍ମୀ

July 12, 2026
ଦାସିଆ ଅଜାଙ୍କ ୧୧୯ ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି, ନୟାଗଡ଼

ଦାସିଆ ଅଜାଙ୍କ ୧୧୯ ତମ ଜୟନ୍ତୀ ପାଳନ କଲା ପୂଜ୍ୟପୂଜା କମିଟି, ନୟାଗଡ଼

July 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

ଓଡ଼ିଶା ଉପକୂଳରେ ଭୂକମ୍ପ ! କମ୍ପିଲା ବଙ୍ଗୋପସାଗରର ସମୁଦ୍ର ଗର୍ଭ, ଥରିଲା ମାଟି, ଦୌଡିଲେ ଲୋକେ

July 12, 2026
Nippon Paint highlights Advanced Coil Coatings for a sustainable future at SMARTCOR 2026

Nippon Paint highlights Advanced Coil Coatings for a sustainable future at SMARTCOR 2026

July 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version