• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୋକିଆ ପକ୍ଷରୁ ଏଆଇ ଶକ୍ତି ବିଶିଷ୍ଟ କ୍ୟାମେରା, ଦୁଇ ଦିନର ବ୍ୟାଟେରି ଜୀବନ ଓ ଏକ ବିଲୀନ, ବୃହତ ଏଚ୍‌ଡି+ ସ୍କ୍ରିନ୍ ସହ ନୋକିଆ ୨.୪ ଉନ୍ମୋଚିତ

Proprietor Abhimanyu Maharana by Proprietor Abhimanyu Maharana
November 26, 2020
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ନୋକିଆ ପକ୍ଷରୁ ଏଆଇ ଶକ୍ତି ବିଶିଷ୍ଟ କ୍ୟାମେରା, ଦୁଇ ଦିନର ବ୍ୟାଟେରି ଜୀବନ ଓ ଏକ ବିଲୀନ, ବୃହତ ଏଚ୍‌ଡି+ ସ୍କ୍ରିନ୍ ସହ ନୋକିଆ ୨.୪ ଉନ୍ମୋଚିତ
Share on FacebookShare on TwitterWhatsapp

 ଡୁଆଲ୍ କ୍ୟାମେରା ଥିବା ଏହି ସିରିଜ୍‌ର ପ୍ରଥମ ଫୋନ୍‌; ନାଇଟ୍‌
ମୋଡ୍ ଜରିଆରେ ଅନ୍ଧାରରେ ସମ୍ପୂର୍ଣ୍ଣ ବିବରଣୀ ଥିବା ଫଟୋ
ଉତୋଳନ କରିବ ଏବଂ ଫଟୋ ଉଠାଇବା ପରେ ବୋକେ ଜରିଆରେ
ପୁନଃ ଫୋକସ୍ କରିପାରିବ
 ତିନି ବର୍ଷର ସିକ୍ୟୁରିଟି ଅପଡେଟ ଓ ଦୁଇ ବର୍ଷ ପାଇଁ
ଆଣ୍ଡ୍ରଏଡ୍ ଓଏସ୍ ସଫ୍‌ଟଓୟାର ଅପ୍‌ଗ୍ରେଡ୍ ସହ ଏକ ବ୍ରାଣ୍ଡ୍ ଶ୍ରେଷ୍ଠ
ମୂଲ୍ୟ ପ୍ରଦାନ କରୁଛି ଯାହା ଉପରେ ଆପଣମାନେ ଭରସା କରିପାରିବେ
 ଦୀର୍ଘସ୍ଥାୟୀ ହେବା ପାଇଁ ପ୍ରିମିୟମ୍ ନର୍ଡିକ୍ ଡିଜାଇନ୍‌ରେ
ଗଠନ ଏବଂ ଏଥିରେ ରହିଛି ଫିନଲ୍ୟାଣ୍ଡ ଅନୁପ୍ରାଣିତ, ସମ୍ପୂର୍ଣ୍ଣ ନୂଆ,
ସମସାମୟିକ ରଙ୍ଗ; ଡସ୍କ ଓ ଫେଜୋର୍ଡ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ନଭେମ୍ବର ଗୁରୁବାର ) ଭୁବନେଶ୍ୱର :- ନୋକିଆ ଫୋନ୍‌ର ଗୃହ ଭାବେ ପରିଚିତ ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ଭାରତରେ ବ୍ୟାପକ ଭାବେ ସଫଳତା ହାସଲ କରିଥିବା ନୋକିଆ ୨-ସିରିଜ୍‌ରେ ସଦ୍ୟତମ ଯୋଗଦାନ ଭାବେ ନୋକିଆ ୨.୪କୁ ଉନ୍ମୋଚନ କରାଯାଇଛି । ପରବର୍ତି ପିଢ଼ିର ନୋକିଆ ୨ରେ ରହିଛି ଆଧୁନିକ ଏଆଇ ଇମେଜିଂ ସୁବିଧା ସହ ନାଇଟ ମୋଡ ଓ ପୋଟ୍ରେଟ୍ ମୋଡ୍ ଯାହା ଆପଣଙ୍କ ଫଟୋ ଉଠାଇବାକୁ ପରବର୍ତୀ ସ୍ତରରେ ପହଂଚାଇବ । ବଡ଼ ଛବି ଦେଖନ୍ତୁ ଏବଂ ଲମ୍ବା କିଛି କରନ୍ତୁ-ଦେଖନ୍ତୁ, ଶିଖନ୍ତୁ ଏବଂ ବୃହତ ୬.୫ ଇଂଚ (୧୬.୫ ସେମି) ଏଚ୍‌ଡି+ ସ୍କ୍ରିନ୍‌ରେ ସୃଷ୍ଟି କରନ୍ତୁ । ଏହାର ଦୁଇ ଦିନ ଲମ୍ବା ପର୍ଯ୍ୟନ୍ତ ଚାଲୁଥିବା ବ୍ୟାଟେରିକୁ ଧନ୍ୟବାଦ, ଯାହା ଜରିଆରେ ଉଦବିଗ୍ନ ନହୋଇ ଆପଣ ଅବାଧରେ ନିଜର ପସନ୍ଦର ଆପ୍ ଏବଂ ଗେମ୍‌କୁ ଲମ୍ବା ସମୟ ପର୍ଯ୍ୟନ୍ତ ଉପଭୋଗ କରିପାରିବେ । ଫିଙ୍ଗରପ୍ରିଂଟ୍ ଏବଂ ଫେସ ଅନ୍‌ଲକ୍ ଭଳି ଆଧୁନିକ ଆବଶ୍ୟକତା ଆଣିବା ସହ ବିନା ଉଦ୍ୟମରେ ବହୁ କିଛି ସୁବିଧା ଏବଂ ଅଧିକ ସୁରକ୍ଷା ପାଇପାରିବେ । ପୁନଶ୍ଚ, ନୋକିଆ ୨.୪ ଆଣ୍ଡ୍ରଏଡ ପ୍ରତିଶ୍ରୁତି ସହ ଆସୁଛି ଯାହା ଆପଣଙ୍କୁ ତିନି ମାସ ପର୍ଯ୍ୟନ୍ତ ସିକ୍ୟୁରିଟି ଅପଡେଟ ଏବଂ ଦୁଇ ବର୍ଷର ଓଏସ ଅପଡେଟ୍ ପ୍ରଦାନ କରିବ, ଅର୍ଥ ହେଉଛି ଏହା ଆଣ୍ଡ୍ରଏଡ ୧୧ ଓ ୧୨ ପାଇଁ ପ୍ରସ୍ତୁତ । ନୋକିଆ ୨.୪ ଏକ ସ୍ୱତନ୍ତ୍ର ଓ ମାର୍ଜିନ ଓ ପ୍ରିମିୟମ ନର୍ଡିକ ଡିଜାଇନ ସହ ଆସୁଛି ଯାହା ଲମ୍ବା ସମୟ ଚାଲିବା ପାଇଁ ତିଆରି ହୋଇଛି ଏବଂ ଏଥିରେ ଫିନଲ୍ୟାଣ୍ଡ ଅନୁପ୍ରାଣିତ, ସମ୍ପୂର୍ଣ୍ଣ ନୂଆ ସମସାମୟିକ ରଙ୍ଗ, ଡକ୍ଟର ଫେଜୋର୍ଡ ଓ ଚାରକୋଲ୍ ରହିଛି ।

ସନମିତ ସିଂହ କୋଚର, ଉପସଭାପତି, ଏଚ୍‌ଏମଡି ଗ୍ଲୋବାଲ କହିଛନ୍ତି ଯେ, “୨-ସିରିଜ ହେଉଛି ଲୋକମାନଙ୍କ ପସନ୍ଦ ଏବଂ ଭାରତରେ ଏହା ସବୁଠୁ ସଫଳ ସିରିଜ୍ । ଏହା ସବୁଠୁ ପସନ୍ଦ କରାଯାଉଥିବା ସୁବିଧା ଦୁଇ ଦିନର ବ୍ୟାଟେରି ଜୀବନ, ଏଆଇର ଶକ୍ତି ଥିବା କ୍ୟାମେରା, ବିଶୁଦ୍ଧ, ସୁରକ୍ଷିତ ଏବଂ ସଦ୍ୟତମ ଆଣ୍ଡ୍ରଏଡ ଭଳି ଲୋକପ୍ରିୟ ସୁବିଧା ଭଳି ସବୁ କିଛିକୁ ସୁଲଭ ଏବଂ ସୁନ୍ଦର ପ୍ୟାକେଜ୍‌ରେ ଆଣିଛି । ଏହି କ୍ଷେତ୍ର ଏକ ଫୋନ୍‌ରେ ଯାହା କିଛି ପ୍ରଦାନ କରିପାରିବ ନୋକିଆ ୨.୪ ସେହି ଆଶା ଠାରୁ ଆଗକୁ ବଢ଼ିବା ଜାରି ରଖିଛି । ଏହାର ବଡ଼ ସ୍କ୍ରିନ ଅଧିକ ବିଲୀନ ହୋଇଯିବା ଭଳି ଦୃଶ୍ୟମାନ ଅନୁଭୂତି ପ୍ରଦାନ କରୁଛି ଏବଂ ଅତିରିକ୍ତ ସୁରକ୍ଷା ଲାଗି ଏଥିରେ ବାୟୋମେଟ୍ରିକ ଫିଙ୍ଗରଫ୍ରିଂଟ ସେନସର ବ୍ୟବହାର କରାଯାଇଛି, ଯାହା ଏହି ସିରିଜ୍‌ରେ ପ୍ରଥମ । ଏହି ସବୁ କିଛିକୁ ଅସୀମ ଫିନଲ୍ୟାଣ୍ଡ୍ ଅନୁପ୍ରାଣିତ ଡିଜାଇନ୍‌ରେ ରଖାଯାଇଛି ଯାହା ନୋକିଆ ୨.୪ର ରଙ୍ଗ ପାଲେଟ୍‌କୁ ପ୍ରତିଫଳିତ କରୁଛି ।’’ “ସାରା ବିଶ୍ୱର ଫୋନ୍ ପ୍ରେମୀମାନେ ନୋକିଆ ଫୋନ୍‌କୁ ଜାଣନ୍ତି ଏବଂ ବିଶ୍ୱାସ କରନ୍ତି । ନିକଟରେ କାଉଂଟରପଏଂଟ ରିସର୍ଚର ବିଶ୍ୱାସ ର‌୍ୟାଙ୍କିଙ୍ଗରେ ଏହା ଅଗ୍ରଣୀ ଭାବେ ଉଭା ହୋଇଛି ଯାହାକୁ ସଫଟଓୟାର ଅପଡେଟ, ସିକ୍ୟୁରିଟି ଅପଡେଟ ଏବଂ ବ୍ରାଣ୍ଡ୍ କ୍ୱାଲିଟି ପ୍ରଦାନ କରିବାରେ ଅଗ୍ରଣୀ ଆଧାରରେ ପ୍ରସ୍ତୁତ କରାଯାଇଛି । ଏହି ଅନିଶ୍ଚିତତାର ସମୟ ଏବଂ ପରବର୍ତୀ ସମୟରେ ଘରେ ନିଜ ପ୍ରିୟଜନଙ୍କ ସହ ରହିବା ବେଳେ କିମ୍ବା କାମ ପାଇଁ ବାହାରକୁ ବାହାରିବା ବେଳେ ଅଲରାଉଣ୍ଡର ଫୋନ-ନୋକିଆ ୨.୪କୁ ନିଜର ଜୀବନ ଯାତ୍ରା ପାଇଁ ବିଶ୍ୱାସ କରନ୍ତୁ ।’’ ଏଆଇ ଇମେଜିଂର ଶକ୍ତି ସହ ଡିଟେଲଡ୍ ନାଇଟ୍ ଆଣ୍ଡ୍ ପୋଟ୍ରେଟ୍‌ ସଟ୍‌ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତକୁ ଧରି ରଖିବାର ଅବସର ସବୁବେଳେ ଦିନ ବେଳା ମିଳେନାହିଁ । ନାଇଟ୍ ମୋଡ୍ ସହ ଆଧୁନିକ ଇମେଜ ଫ୍ୟୁଜନ ଏବଂ ଏକ୍ସପୋଜର ଷ୍ଟାକିଂ ସହ ନୋକିଆ ୨.୪ ଜରିଆରେ ଆପଣ ଅନ୍ଧାରିଆ ସ୍ଥିତିରେ ମଧ୍ୟ ଜୀବନ ବିବରଣୀକୁ ଧରି ରଖିପାରିବେ । ପୋଟ୍ରେଟ ମୋଡର କଷ୍ଟମ ସେପ ଓ ବ୍ଲରଡ ପ୍ରଚ୍ଛଦ ସହ ନିଜର ପରିକଳ୍ପନାକରୁ ରୁଦ୍ଧିମନ୍ତ କରନ୍ତୁ । ନୂଆ ପୋଟ୍ରେଟ ଏଡିଟର ସହ ଆପଣମାନେ ରିଫୋକସ କରିପାରିବେ ଏବଂ ଫଟୋ ଉଠାଇବାର ଦୀର୍ଘ ସମୟ ପରେ ମଧ୍ୟ ଫଟୋକୁ ଏଡିଟ କରିପାରିବେ-ଫଳରେ ତୁରନ୍ତ ତାହାକୁ ସେୟାର ଓ ସ୍ୱତନ୍ତ୍ର ସଟ୍ କରିପାରିବେ ।

ଦେଖନ୍ତୁ, ଶିଖନ୍ତୁ ଏବଂ ୬.୫ ଇଂଚ (୧୬.୫ ସେମି) ବଡ଼ ସ୍କ୍ରିନରେ ସୃୃଷ୍ଟି କରନ୍ତୁ ଏବଂ ଲମ୍ବା ସମୟ ମନୋରଂଜନ ଉପଭୋଗ କରନ୍ତୁ ଏକ ଲମ୍ବା ଏଚଡି+ ଡିସପ୍ଲେ ସହିତ ଏକ ସେଲ୍‌ଫି ସ୍କ୍ରିନ୍‌କୁ ବଢ଼ାଇଥାଏ ଯାହା ଆପଣଙ୍କୁ ସୁହାଇବା ଭଳି ମୂଲ୍ୟରେ ଉନ୍ନତ ଦେଖିବା ଅନୁଭୂତି ପ୍ରଦାନ କରିଥାଏ ଯାହା ଜରିଆରେ ଆପଣ ସୋ’ରେ ବୁଡ଼ିଯିବେ । ନୋକିଆ ୨ ବର୍ଗର ପ୍ରମୁଖ ଦୁଇ ଦିନ ଲମ୍ବା ଚାଲୁଥିବା ବ୍ୟାଟେରି ସହ ନୋକିଆ ୨.୪ରେ ରହିଛି ବୃହତ ୪୫୦୦ ଏମଏଏଚ ବ୍ୟାଟେରି ଯାହା ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ, ଏଥିପାଇଁ ଏଆଇର ସହାୟତା ଥିବା ଆଡାପଟିଭ ବ୍ୟାଟେରିକୁ ଧନ୍ୟବାଦ । ତେଣୁ ଆପଣ ନିଜ ଫୋନକୁ ନୁହେଁ ନିଜକୁ ଅଧିକ ସମୟ ରିଚାର୍ଜ କରିପାରିବେ । ଆପଣ କେଉଁ ଆପକୁ ବ୍ୟବହାର କରୁଛନ୍ତି ତାହା ଏହା ଜାଣିପାରିବ ଏବଂ ସେହି ଆପଗୁଡ଼ିକୁ ଶକ୍ତି ଦେବାରେ ଅଗ୍ରାଧିକାର ଦେବ-ଫଳରେ ଆପଣ ଭଲ ପାଉଥିବା ସୁବିଧାକୁ ଲମ୍ବା ସମୟ ଉପଭୋଗ କରିପାରିବେ । ଫିନଲ୍ୟାଣ୍ଡ୍‌ର ମୂଳରୁ ଅନୁପ୍ରାଣିତ ଅସୀମ ଡଜାଇନ, ଲମ୍ବା ଚାଲିବା ପାଇଁ ତିଆରି ହୋଇଛି ନୋକିଆ ୨.୪ରେ ଆଧୁନିକ ସୁବିଧା ସୁଯୋଗ ରହିଛି ଯାହା ଜରିଆରେ ଆପଣ ଫୋନ୍‌କୁ ଶୀଘ୍ର ଓ ସହଜରେ ଫିଙ୍ଗରପ୍ରିଂଟ୍ ସେନ୍‌ସର ଓ ଏଆଇ ଫେସ୍‌ ଅନ୍‌ଲକ୍ ଜରିଆରେ ହାସଲ କରିପାରିବେ ଯାହା ଆପଣଙ୍କ ଫୋନ୍‌କୁ ବ୍ୟବହାର କରିବାରେ ବିବିଧତା ପ୍ରଦାନ କରିବ । ଏହାର ଫିନଲ୍ୟାଣ୍ଡ୍ ମୂଳଦୁଆ ଅନୁଯାୟୀ ନୋକିଆ ୨.୪କୁ ଦୀର୍ଘସ୍ଥାୟୀ ଡିଜାଇନରେ ତିଆରି କରାଯାଇଛି ଯାହାକୁ କେବଳ ଭଲ ଦେଖାଯିବା ପାଇଁ ନୁହେଁ ବରଂ ଲମ୍ବା ଚାଲିବା ଲାଗି ଡିଜାଇନ୍ କରାଯାଇଛି । ଏହାର ୩ଡି ନାନୋ ଟେକ୍ସଚରଡ୍ କଭର ଆପଣଙ୍କ ହାତରେ ସୁରକ୍ଷିତ ଭାବେ ରହିବ ଏବଂ ନର୍ଡିକ ଅନୁପ୍ରାଣିତ ରଙ୍ଗରେ ଏହା ଆକର୍ଷଣୀୟ ଫିନିସ୍‌ରେ ଉପଲବ୍ଧ ହୋଇଛି । ପୁନଶ୍ଚ, ଡାଏ-କାଷ୍ଟ ମେଟାଲ ଚେଚିସ ସହିତ ପଲିକାର୍ବୋନେଟ୍ ସେଲ୍ ଆପଣଙ୍କ ଫୋନ୍‌କୁ ଦୃଢ଼ତା ପ୍ରଦାନ କରିବା ସହ ନୋକିଆ ଫୋନ୍‌ରୁ ଆଶା କରୁଥିବା ଆରାମଦାୟକ ଅନୁଭୂତି ଏହା ଦେବ । ଆଣ୍ଡଏଡ୍ ୧୧ ଓ ୧୨ ପାଇଁ ପ୍ରସ୍ତୁତ ଫୋନ୍‌ର ଲାଭ ନୋକିଆ ୨.୪ ଆପଣଙ୍କୁ ବିଶୁଦ୍ଧ, ସୁରକ୍ଷିତ, ସଦ୍ୟତମ ପ୍ରତିଶ୍ରୁତି ପ୍ରଦାନ କରି ଆପଣଙ୍କୁ ଉତ୍କୃଷ୍ଟ ସଫଟଓୟାର ଅନୁଭୂତି ଦେବା ସହ ଇଟଂରଫେସକୁ ସୁଗମ କରିବ ଏବଂ ବ୍ଲୋଟଓୟାର ଦେବନାହିଁ ।

ଆଣ୍ଡ୍ରଏଡ ୱାନ ପ୍ରୋଗ୍ରାମର ଅଂଶ ଭାବେ ନୋକିଆ ୨.୪ ଏହା ନିଶ୍ଚିତ କରିବ ଯେ ଆପଣ ଆଣ୍ଡ୍ରଏଡର ସଦ୍ୟତମ ସୁବିଧା ଏବଂ ସୁରକ୍ଷାକୁ ତିନି ବର୍ଷ ପାଇଁ ମାସିକ ସିକ୍ୟୁରିଟି ଅପଡେଟ ଏବଂ ଦୁଇ ବର୍ଷ ପାଇଁ ସଫଟଓୟାର ଅପ୍‌ଗ୍ରେଡ୍ ସୁବିଧା ପାଇବେ, ଫଳରେ ଆପଣ ଲମ୍ବା ସମୟ ପାଇଁ ଫୋନ୍‌ରୁ ବହୁତ କିଛି ପାଇବେ । ପୁନଶ୍ଚ, ଗୁଗୁଲ୍ ଆସିଷ୍ଟାଂଟ୍‌ ସହାୟତାରେ ସୂଚନା ପାଇବା ଅଧିକ ସହଜ ହେବ-ଉତ୍ସର୍ଗୀକୃତ ବଟନ କିମ୍ବା ସ୍ୱର ଜରିଆରେ ସକ୍ରିୟ କରାଯାଇପାରିବ । ମୂଲ୍ୟ ଓ ଉପଲବ୍ଧତା ନୋକିଆ ୨.୪ ଡସ୍କ, ଫେଜୋର୍ଡ ଓ ଚାରକୋଲ ରଙ୍ଗ ବିକଳ୍ପରେ ଉପଲବ୍ଧ ହୋଇଛି ଯାହାର ପ୍ରସ୍ତାବିତ କିଣା ମୂଲ୍ୟ ହେଉଛି ୩ଜିବି/୬୪ ଜିବି ଭାରିଆଂଟ ପାଇଁ ୧୦,୩୯୯ ଟଙ୍କା । ୨୦୨୦ ନଭେମ୍ବର ୨୬ରୁ ନୋକିଆ ୨.୪ ଅନଲାଇନରେ ସ୍ୱତନ୍ତ୍ର ଭାବେ ଘକ୍ଟଳସବ.ମକ୍ଟଜ୍ଞ/କ୍ଟ୍ରଷକ୍ଟଦ୍ଭରଗ୍ଦ ଉପଲବ୍ଧ ହେବ । ନୋକିଆ ଡଟ୍ କମ୍ / ଫୋନସ୍‌ର ପ୍ରଥମ ୧୦୦ ଗ୍ରାହକ ନଭେମ୍ବର ୨୬ର ମଧ୍ୟାହ୍ନ ୧୨ଟାରୁ ଡିସେମ୍ବର ୪ ପୂର୍ବାହ୍ନ ୧୧ଟା ୫୯ ଭିତରେ ସଫଳତାର ସହ ଫୋନ୍‌ର ବରାଦ କଲେ ୦୦୭ ସ୍ୱତନ୍ତ୍ର ଏଡିସନ ବୋତଲ, କ୍ୟାପ ଓ ଚାବି ରିଙ୍ଗ୍ ଭଳି ୦୦୭ ସାମଗ୍ରୀ ହାମ୍ପର ହାସଲ କରିପାରିବେ । ୨୦୨୦ ଡିସେମ୍ବର ୪ରୁ ଆମାଜନ ଡଟ ଇନ ଓ ଫ୍ଲିପକାର୍ଟରେ ଅନଲାଇନରେ ଓ ସାରା ଭାରତର ଅଗ୍ରଣୀ ରିଟେଲ୍ ଷ୍ଟୋର୍‌ରେ ନୋକିଆ ୨.୪ ଉପଲବ୍ଧ ହେବ । ଜିଓର ଗ୍ରାହକ ନୋକିଆ ୨.୪ କିଣିଲେ ୩୪୯ ଟଙ୍କା ପ୍ଲାନରେ ୪୦୦୦ ଟଙ୍କା ମୂଲ୍ୟର ଲାଭ ପାଇବେ ଯେଉଁଥିରେ ସାମିଲ ରହିଛି ଜିଓ ପକ୍ଷରୁ ୨୦୦୦ ଟଙ୍କାର ତତ୍କାଳ କ୍ୟାସବ୍ୟାକ ଏବଂ ସହଯୋଗୀମାନଙ୍କ ଠାରୁ ୨୦୦୦ ଟଙ୍କା ମୂଲ୍ୟର ଭାଉଚର । ଜିଓର ଉଭୟ ନୂଆ ଏବଂ ପୁରୁଣା ଗ୍ରାହକଙ୍କ ପାଇଁ ଏହି ଅଫର ଉପଲବ୍ଧ ହେବ  ।  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version