• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଦେଶ

ଓସା ଦ୍ୱାରା ଆମେରିକୀୟ ଓଡ଼ିଆ ପିଲାଙ୍କର ଚିଠି ମହୋତ୍ସବ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
November 21, 2020
in ଦେଶ, ବିଶ୍ଵ, ହୋମ୍
0
ଓସା ଦ୍ୱାରା ଆମେରିକୀୟ ଓଡ଼ିଆ ପିଲାଙ୍କର ଚିଠି ମହୋତ୍ସବ ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) କାଲିଫର୍ଣିଆ :- ତା. ୨୧.୧୧.: ଓଡିଶା ସୋସାଇଟି ଅଫ ଆମେରିକାଜ଼(ଓସା) ଦ୍ୱାରା ନିକଟରେ ଓଡ଼ିଆ ପିଲାମାନଙ୍କର ଚିଠି ଲେଖା ୱେବ ମହୋତ୍ସବ ଆୟୋଜିତ ହୋଇଯାଇଛି | ‘ଜେଜେଙ୍କୁ ଚିଠି’ ନାମକ ଏହି ବିରଳ ସାରସ୍ୱତ ଆସର ରେ ଆମେରିକାର ବିଭିନ୍ନ ନଗରରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ମାନଙ୍କର କୁନି ଛୁଆ ମାନେ ଅଂଶ ଗ୍ରହଣ କରିଥିଲେ | ନିଜ ମାତୃଭାଷା କୁ ପ୍ରବାସରେ ପ୍ରଚାର, ପ୍ରସାର ଓ ଲୋକପ୍ରିୟ କରିବା ଲକ୍ଷରେ କାର୍ଯ୍ୟକାରୀ ହେଉଥିବା ଏହି ମହାନ ପ୍ରୟାସ ଓସାର ‘ଚାଲ ଆମେ ଓଡ଼ିଆ ଶିଖିବା’ ଶୀର୍ଷକ ଏକ ବୃହତ ଯୋଜନାର ଅଂଶବିଶେଷ ବୋଲି ଜଣାଯାଇଛି | ପ୍ରଥମେ ୨୦୦୦ ମସିହାରେ କାଲିଫର୍ଣିଆ ରୁ ଶୁଭାରମ୍ଭ ହୋଇଥିବା ଏହି ଶିକ୍ଷା କାର୍ଯ୍ୟକ୍ରମ କୁ ୨୦୧୦ ମସିହାରେ ଓସା ଗ୍ରହଣ କରିଥିଲା | ଅନଲାଇନ କ୍ଲାସ ଜରିଆରେ ଛାତ୍ରଛାତ୍ରୀ ମାନଙ୍କର ଓଡ଼ିଆ ଲେଖିବା ଓ କହିବାର କୁଶଳତା କୁ ବିକଶିତ କରିବା ପାଇଁ ଏହି ପ୍ରକଳ୍ପ ଉତ୍ସର୍ଗୀକୃତ | ଡିଜିଟାଲ ମଞ୍ଚ ଜରିଆରେ ଏହି ଚିଠି ସମାବେଶରେ ଭାଗନେଇ ପିଲାମାନେ ଭାରତରେ ରହୁଥିବା ସେମାନଙ୍କର ଅଜା,ଆଇ, ଜେଜେମା, ଜେଜେବାପାଙ୍କୁ ଓଡ଼ିଆରେ ଲେଖିଥିବା ସୁନ୍ଦର, ସୁନ୍ଦର ଭାବାବେଗଭରା ଚିଠି ଗୁଡିକୁ ପାଠ କରିଥିଲେ |

ଅଂଶଗ୍ରହଣକାରୀ ପିଲାମାନଙ୍କ ସହିତ ସେମାନଙ୍କର ପିତା, ମାତା ଓ ବୁଢ଼ା ବାପା, ବୁଢ଼ୀମା ମାନେ ମଧ୍ୟ ଏହି ନୂତନଧର୍ମୀ ସୃଜନଶୀଳ ପରିକଳ୍ପନାକୁ ଵେଶ ପସନ୍ଦ ଓ ଖୂବ ଆଦୃତ କରିଥିବା ଜଣାଯାଇଛି | ଆମେରିକାକୁ ଆମ ଓଡିଶାରୁ ଅନେକ ଉଚ୍ଚ ପଢାଲେଖା ବ୍ୟକ୍ତିବିଶେଷ ଆସି, କାର୍ଯ୍ୟଯୋଗୁଁ ଏଠାରେ ବସବାସ କରୁଛନ୍ତି l ସେମାନେ ସେମାନଙ୍କର ନିଜନିଜ କାର୍ଯ୍ୟକ୍ଷେତ୍ର ରେ ବହୁବିଧ କୃତିତ୍ୱ ର ପ୍ରଦର୍ଶନ କରିଛନ୍ତି ଓ ମାତୃପ୍ରଦେଶ ଓଡିଶା ପାଇଁ ଵେଶ ସୁନାମ ଅର୍ଜନ କରିଛନ୍ତି l ସବୁ ଦିଗରୁ ବାହାବା ପାଇଲେବି, ସବୁବେଳେ ଏଠିକା ମା, ବାପାଙ୍କ ମନରେ ଥାଏ , ଆହା ଓଡ଼ିଆ ଭାଷାରେ ଆମ ପିଲାମାନେ ଯଦି ସେମାନଙ୍କର ଗୁରୁଜନ ମାନଙ୍କ ସହିତ ନିଜର ଭାବନା ପ୍ରକାଶ କରିପାରନ୍ତେ, ତାହାଲେ ସେମାନଙ୍କର ଆଈ, ଅଜା, ଜେଜେମା , ଜେଜେ ବାପା ସତେଯେ କେତେ ଖୁସି ନହୁଅନ୍ତେ |ଏହି ଡିଜିଟାଲ ସାହିତ୍ୟ ସମାରୋହ ଦ୍ୱାରା ଅନେକ ଓଡ଼ିଆ ନାତି, ନାତୁଣୀ ସେମାନଙ୍କର ଏହି ଇଛାଟି ପୁରା କରିପାରିଛନ୍ତି | ଏହି ଅବସରରେ ପିଲାମାନେ ଓଡ଼ିଶାର ମହାନ ସାହିତ୍ୟ ସାଧକ ମଧୁସୂଦନ ରାଓ,ଗୋପବନ୍ଧୁ ଦାସ ଏବଂ ଫକୀର ମୋହନ ସେନାପତିଙ୍କ ଦ୍ୱାରା ରଚିତ କବିତା ଗୁଡ଼ିକୁ ମଧ୍ୟ ଆବୃତ୍ତି କରିଥିଲେ |

ଓଡିଶା ଓ ଆମେରିକାରେ ଥିବା ବୟସ୍କ ବ୍ୟକ୍ତିମାନେ ଓସାର ନିମନ୍ତ୍ରଣ କୁ ଖୁସିରେ ଗ୍ରହଣକରି ପିଲାମାନଙ୍କର ଏହି ଚିଠି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଏହାକୁ ବହୁତ ଉପଭୋଗ କରିଥିବା ଦେଖାଯାଇଛି l ବଡ଼ ମାନଙ୍କର ଉପସ୍ଥିତି ସାନମାନଙ୍କର ମନୋବଳକୁ ବଢ଼ାଇବାରେ ବିଶେଷ ଭାବେ ସାହାଯ୍ୟ କରିଛି l ଉପସ୍ଥିତ ପିଲାମାନଙ୍କର ପ୍ରତିଭା ଓ ପାରଦର୍ଶିତା ଅଭୂତପୂର୍ବ ଥିଲା ବୋଲି ବ୍ୟାପକ ସଫଳତା ହାସଲ କରିଥିବା ଏହି ଇଣ୍ଟରନେଟ ଚିଠି ମହୋତ୍ସବର ମୁଖ୍ୟ ଆୟୋଜକ ତଥା ପରିଚାଳକ ଓସାର ସଭାପତି କୁକୁ ଦାସ ପ୍ରକାଶ କରିଛନ୍ତି | ସମାବେଶ କୁ ନେଇ ସୃଷ୍ଟି ହୋଇଥିବା ବିପୁଳ ଆଗ୍ରହ, ଉତ୍ସାହ ଓ ଉଦ୍ଦୀପନା, ତାଙ୍କୁ ଅଭିଭୂତ କରିଛି ଓ ଭବିଷ୍ୟତରେ ଓସା ଏହି ଭଳି ଅନନ୍ୟ ସାହିତ୍ୟ କାର୍ଯ୍ୟକ୍ରମ ଗୁଡିକୁ ନିଶ୍ଚିତ ଭାବେ ହାତକୁ ନେବ ବୋଲି ଶ୍ରୀମତୀ ଦାସ ଘୋଷଣା କରିଛନ୍ତି |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
Gurugram hosts Raja Mahotsava with Grandeur 

Gurugram hosts Raja Mahotsava with Grandeur 

June 16, 2026
କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

କନ୍ଧମାଳ ଜିଲ୍ଲା ରେ ହାଇୱା ଆସୋସିଏସନ୍ ଗଠିତ : ସଭାପତି ଦେବେନ୍ଦ୍ର ଓ ସମ୍ପାଦକ ଅନୁରାଗ ମନୋନୀତ

June 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

ତିନିରଥରେ ସେଟିଙ୍ଗ କାର୍ଯ୍ୟ ଶେଷ

June 16, 2026
Gurugram hosts Raja Mahotsava with Grandeur 

ଗୁରୁଗ୍ରାମରେ ମହା ସମାରୋହରେ ରଜ ମହୋତ୍ସବ ଆୟୋଜନ 

June 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version