• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସରକାରଙ୍କ ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ପାଇଁ ଟିକା ରେଫ୍ରିଜରେଟର ଓ ଡିପ୍ ଫ୍ରିଜର୍ ଯୋଗାଇବ ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌

Proprietor Abhimanyu Maharana by Proprietor Abhimanyu Maharana
November 12, 2020
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ସରକାରଙ୍କ ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ପାଇଁ ଟିକା ରେଫ୍ରିଜରେଟର ଓ ଡିପ୍ ଫ୍ରିଜର୍ ଯୋଗାଇବ ଗୋଦରେଜ୍‌  ଆପ୍ଲାଏନ୍‌ସେସ୍‌

GMR_PRESS NOTE_A4

Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୧୨ ନଭେମ୍ବର ଗୁରୁବାର ) ଭୁବନେଶ୍ୱର :-  ଦେଶର ଅଗ୍ରଣୀ ଆପ୍ଲାଏନ୍‌ସେସ୍ ନିର୍ମାତା ଗୋଦରେଜ୍‌ ଆପ୍ଲାଏନ୍‌ସେସ୍ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସହଯୋଗୀ ଭାବେ ସାର୍ବଜନୀନ ଟିକା କାର୍ଯ୍ୟକ୍ରମ ପାଇଁ ସାରା ଭାରତରେ ଆସନ୍ତା ୬ ମାସ ଭିତରେ ୧୧,୮୫୬ ଷ୍ଟେଟ୍ ଅଫ୍ ଆର୍ଟ ଟିକା ରେଫ୍ରିଜରେଟର ଓ ଡିପ୍ ଫ୍ରିଜର କାର୍ଯ୍ୟକାରୀ କରିବ । ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସମ୍ମାନଜନକ ଟେଣ୍ଡରକୁ କଂପାନି ହାସଲ କରିଛି । ଦେଶର ୨୨ଟି ସ୍ଥାନରେ ଥିବା ରାଜ୍ୟ ଡିପୋରେ ଏହି ଅତ୍ୟାଧୁନିକ ମେଡିକାଲ୍‌ ଉପକରଣ ଗୁଡ଼ିକର ଯୋଗ।।ଣ କରାଯିବ ତାହାକୁ ସଂଖ୍ୟାଧିକ ସରକାରୀ ହସ୍ପିଟାଲ୍‌,ଜିଲ୍ଲା ହସ୍ପିଟାଲ୍ ଓ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସ୍ଥାପନ କରି ଶୀତଳଭଣ୍ଡାର ବ୍ୟବସ୍ଥାକୁସୁଦୃଢ଼ କରାଯିବ । କଂପାନି ନିକଟରେ ୮୭୬୭ ଆଇସ-ଲାଇନଡ୍ ମେଡିକାଲ୍‌ ରେଫ୍ରିଜରେଟର ଓ ୩୦୮୯ଟି ହରାଇଜଂଟାଲ୍ ଡିପ୍ ଫ୍ରିଜର୍ ଯୋଗାଇ ଦେବା ଲାଗି ନିଲାମ ପ୍ରକ୍ରିୟାରେ ୯୫ କୋଟି ଟଙ୍କା ମୂଲ୍ୟର ଟେଣ୍ଡର ହାସଲ କରିଛି । ସିଓର୍ ଚିଲ୍ ପ୍ରଯୁକ୍ତି ଥିବାଗୋଦରେଜ୍‌ର ମେଡିକାଲ୍‌ ରେଫ୍ରିଜରେଟର ୨-୮ ଡିଗ୍ରି ସେଲସିଅସ ତାପମାତ୍ରା ବଜାୟ ରଖିବ ଯାହା ଟିକା ଓ ରକ୍ତ ସଂରକ୍ଷିତ ରଖିବା ଲାଗିଜରୁରୀ । ବିଦ୍ୟୁତ କାଟସମୟରେ ୮-୧୨ ଦିନ ପର୍ଯ୍ୟନ୍ତ ଏହାନିଜର ତାପମାତ୍ରାକୁ ବଜାୟରଖିପାରିବ ।ବିଦ୍ୟୁତ ସମସ୍ୟାଥିବା ସ୍ଥାନରେ ସୌର ଶକ୍ତି ଜରିଆରେ ତାହାକୁପରିଚାଳିତ କରାଯାଇପାରିବ । ଗୋଦରେଜ୍‌ର ମେଡିକାଲ୍ ଫ୍ରିଜର୍‌ରେ ବ୍ୟବହାର କରାଯାଇଛି ଡି- କୁଲ୍ ପ୍ରଯୁକ୍ତି ଯେଉଁଥିରେ ଡି-ଆକୃତିର ତମ୍ବା ରେଫ୍ରିଜରେଟିଂ ଟ୍ୟୁବ୍ ବ୍ୟବହାର କରାଯାଇଛି । ଏହା ୨୦ ଡିଗ୍ରି ସେଲସିଅସ୍‌ର ଶୀତଳତା ପ୍ରଦାନ କରିବ ।

ଏ ସମ୍ପର୍କରେ ଶ୍ରୀଯୁକ୍ତ କମଳ ନନ୍ଦୀ, ବ୍ୟବସାୟ ମୁଖ୍ୟ ଓ କାର୍ଯ୍ୟନିର୍ବାହୀ ଉପସଭାପତି, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସର୍ବବୃହତ ଟିକା କାର୍ଯ୍ୟକ୍ରମର ଅଂଶ ହୋଇଥିବାରୁ ଆମେ ଗର୍ବିତ । ରୋଗ ସହିତ ଲଢ଼େଇ କରିବା ଏବଂ ମୂଳପୋଛ କରିବାରେ ଟିକା ହେଉଛି ପ୍ରଭାବଶାଳୀ ମାଧ୍ୟମ । ଆମର
ଗୋଦରେଜ୍ ମେଡିକାଲ୍ ରେଫ୍ରିଜରେଟରଗୁଡ଼ିକ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯାହା ବିଦ୍ୟୁତ କାଟ ସମୟରେ ମଧ୍ୟ ୪ ଡିଗ୍ରି ଶୀତଳତା ପ୍ରଦାନ କରିବ ଏବଂ ଆନ୍ତର୍ଜାତିକ ଗୁଣାତ୍ମକ ମାନ ଅନୁସାରେ ତାହାକୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ସସସ୍ତ ଗୋଦରେଜ୍‌ ଆପ୍ଲାଏନ୍‌ସେସ୍ ଭଳି ଏହା ମଧ୍ୟ ପରିବେଶ ମିତବ୍ୟୟୀ ଏବଂ ୧୦୦% ସିଏଫ୍‌ସି , ଏଚ୍‌ଏଫ୍‌ସି ଓ ଏଚ୍‌ସିଏଫ୍‌ସି ମୁକ୍ତ ଆର୬୦୦ଏ ଓ ବିଶ୍ୱର ସବୁଜତମ ଆର୍‌୨୯୦ ରେଫ୍ରିଜରାଂଟ ଏଥିରେ ବ୍ୟବହାର କରାଯାଇଥିବାରୁ ଏହା ସର୍ବାଧିକ ଶକ୍ତି ମିତ ବ୍ୟୟିତା ପ୍ରଦାନ କରୁଥିବା ବେଳେ ପରିବେଶକୁ ମଧ୍ୟ କୌଣସି ହାନି ପହଂଚାଉନାହିଁ । ସ୍ୱାସ୍ଥ୍ୟ ସେବା ଶୀତଳଭଣ୍ଡାରକୁ ଦୃଢ଼ କରିବା ଲାଗି ସରକାରଙ୍କ ସହଯୋଗୀ ହୋଇଥିବାରୁ ଆମେ ଗର୍ବିତ ।’’ଶ୍ରୀଯୁକ୍ତ ଜୟଶଙ୍କର ନଟରାଜ, ସହକାରୀ ଉପସଭାପତି ଓ ମୁଖ୍ୟ-ନୂଆ ବ୍ୟବସାୟ ବିକାଶ, ଗୋଦରେଜ୍ ଆପ୍ଲାଏନ୍‌ସେସ୍ କହିଛନ୍ତି ଯେ, “ତାପମାତ୍ରା ୮ ଡିଗ୍ରିରୁ ଅଧିକ ହୋଇଗଲେ କିମ୍ବା ୨ ଡିଗ୍ରିରୁ କମ୍ ହେଲେ ଟିକା ଠିକ୍ ଭାବେ କାର୍ଯ୍ୟ କରିବ ନାହିଁ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ବିଦ୍ୟୁତ କାଟ ଦୂରଦୂରାନ୍ତ ଟିକାକରଣ ପାଇଁ ଏକ ବଡ଼ ଆହ୍ୱାନ । ଆମର ଅତ୍ୟାଧୁନିକ ମେଡିକାଲ୍ ରେଫ୍ରିଜରେଟର ଓ ଫ୍ରିଜରଗୁଡ଼ିକ ଟିକା ପାଇଁ ତାପମାତ୍ରାକୁ ଠିକ୍‌ ସ୍ତରରେ ରଖିଥାଏ ଯାହା ଟିକାକରଣ କାର୍ଯ୍ୟକ୍ରମ ପାଇଁ ବେଶ ଉପଯୁକ୍ତ । ଉଭୟ ଉତ୍ପାଦକୁ ଭାରତରେ ଉତ୍ପାଦନ କରାଯାଉଛି । ସରକାର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ମିଶି ଶେଷ ଦୂରତା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମକୁ ପହଂଚାଇବାକୁ ଆମେ ପ୍ରତିବଦ୍ଧ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

ସାଇ ରମଣଙ୍କୁ ଶୁଭେଚ୍ଛା ଜଣାଇଲେ ଶିକ୍ଷକ ସଂଘ

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version