ଓଡ଼ିଶା ତାଜା ନ୍ୟୁଜ (୨୬ ଅକ୍ଟୋବର ସୋମବାର) ଭୁବନେଶ୍ୱର :– ଫଣିଭୂଷଣ ରଥ ଆମ ଅଞ୍ଚଳ ପାଇଁ ଏକ ପରିଚିତ ନାମ । ଯେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟାରେ ଜଣେ ଗୁରୁତର ହେଲେ ପ୍ରଥମେ ଖୋଜା ପଡନ୍ତି ଏବଂ ଯଥାସାଧ୍ୟ ସାହାଯ୍ୟ ମଧ୍ୟ କରନ୍ତି । ଲୋକ ଙ୍କ ଅସୁବିଧା ବେଳେ ସଦା ସର୍ବଦା ତତ୍ପର ହୋଇ ଉଠୁଥିବା ଏକ ବ୍ୟକ୍ତିତ୍ୱ ଅଟନ୍ତି ।

ଆଜି ସେ ନିଜେ କରୋନାରେ ପିଡିତ ଏବଂ ଚିକିତ୍ସାଧୀନ ଅବସ୍ଥାରେ । ତାଙ୍କ ର ଶୀଘ୍ର ଆରୋଗ୍ୟ କାମନା ନିମନ୍ତେ ଓଡିଶା ତାଜା ନ୍ୟୁଜ୍ ପକ୍ଷରୁ ମା ମଣିନାଗ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ଖୁବ ଶୀଘ୍ର ସୁସ୍ଥତା ଲାଭ କରି ପୁନଶ୍ଚ ଲୋକ ଙ୍କୁ ସେବା ଯୋଗାଇ ଦିଅନ୍ତୁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା ।













