• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

୩୮କୋଟି ଟଙ୍କାର ଚଳନ୍ତା ଘର !

Proprietor Abhimanyu Maharana by Proprietor Abhimanyu Maharana
October 20, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
୩୮କୋଟି ଟଙ୍କାର ଚଳନ୍ତା ଘର !
Share on FacebookShare on TwitterWhatsapp

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର :- ୩୮କୋଟି ଟଙ୍କାର ଚଳନ୍ତା ଘର ! ମହାମାରୀର ପ୍ରଭାବରେ ଗରିବ ଠାରୁ ଧନୀ ସମସ୍ତଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି । କେତୋଟି ରାଷ୍ଟ୍ର ଜୀବନଯାପନ ସ୍ବାଭାବିକ ନିମନ୍ତେ ପର୍ଯ୍ୟଟକଙ୍କ ଯା-ଆସ କଟକଣା ମୁକ୍ତ କରିଥିବାବେଳେ କୋଭିଡ-୧୯ ସତର୍କତା କଡ଼ାକଡ଼ି କରାଯାଇଛି । ଏପରିସ୍ଥଳେ କେତେଜଣ ସାହସର ସହିତ ଭ୍ରମଣ ନିମନ୍ତେ ଆଗେଇ ଆସିଥିବାବେଳେ ଅନ୍ୟମାନେ ପଛଘୁଞ୍ଚା ଦେଉଛନ୍ତି । ଦୁବାଇ ବିଦେଶୀ ପର୍ଯ୍ୟଟକଙ୍କୁ ସ୍ବାଗତ ଜଣାଇବାବେଳେ ଗତ କିଛିଦିନ ମଧ୍ୟରେ ସେଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଇଉରୋପୀୟ ରାଷ୍ଟ୍ରଗୁଡ଼ିକରେ ଧନିକ ବର୍ଗର ଲୋକ ବଡ଼ବଡ଼ ଭ୍ୟାନ୍ କିଣି ତାହାକୁ ଘରରେ ରୂପାନ୍ତର କରି ଯାତ୍ରା କରିବାକୁ ଉଚିତ୍ ମଣୁଛନ୍ତି ।

ଇଟାଲୀର ଜନୈକ ସ୍ଥପତି ଲୋକଙ୍କ ଆଗ୍ରହ ଏସବୁ ପ୍ରତି ବଢ଼ୁଥିବା ଦେଖି ‘ଚଳନ୍ତା ଫାର୍ମ ହାଉସ୍’ ନିର୍ମାଣ କରିଛନ୍ତି । ଏକ ବଡ଼ ଟ୍ରକ୍‌କୁ ଫାର୍ମ ହାଉସ୍‌ର ରୂପ ଦିଆଯାଇଥିବାବେଳେ ନଭେମ୍ବର ପ୍ରଥମ ସପ୍ତାହରେ ପର୍ଯ୍ୟଟକଙ୍କୁ ଭଡ଼ା ଦିଆଯିବ ବୋଲି ପ୍ରକାଶ । ଚଳନ୍ତା ଫାର୍ମ ହାଉସ୍‌ରେ ମୋଟ୍ ୪ଜଣ ଲୋକଙ୍କ ରହିବାର ସମସ୍ତ ସୁବିଧା ଉପଲବ୍ଧ । ଏହାର ଆଭ୍ୟନ୍ତରୀଣ ଡିଜାଇନ୍‌ରେ ୩୮ କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ହୋଟେଲରେ ବର୍ତ୍ତମାନ ସମୟରେ ରହିବା ପରିବର୍ତ୍ତେ ଏଭଳି ଚଳନ୍ତା ଘରେ ରହିବାକୁ ଲୋକ ସୁରକ୍ଷିତ ମଣୁଛନ୍ତି । କେତେଜଣ ଏହାକୁ ‘ରନିଙ୍ଗ ହାଉସ୍’ର ନାମ ଦେଇଛନ୍ତି । ସ୍ଥପତିଜଣକ ନିଜ ରହିବା ପାଇଁ ଏହି ଘର ତିଆରି କରିଥିଲେ । ହେଲେ ବର୍ତ୍ତମାନର ସ୍ଥିତିକୁ ଲକ୍ଷ୍ୟ କରି ସେ ଏହି ଚଳନ୍ତା ଘରକୁ ବ୍ୟବସାୟରେ ଲଗାଇବା ଉଚିତ ହେବ ବୋଲି କହିଛନ୍ତି । ୩୬ ଫୁଟ୍ ଲମ୍ବ ଏହି ଘରର ବୈଠକଖାନା ହିଁ ସବୁଠୁ ଆକର୍ଷଣୀୟ ।

ଗାଡ଼ି ଚାଲୁଥିବା ସମୟରେ ଏହି କକ୍ଷରେ ବସିଥିବା ଲୋକଟି ଭରପୂର ମନୋରଞ୍ଜନ କରିପାରିବ । ଚତୁର୍ଦିଗ କାଚ କବାଟର ବାହାରର ଦୃଶ୍ୟକୁ ଜଣେ ମନଭରି ଉପଯୋଗ କରିବ । ‘ଚଳନ୍ତା ଫାର୍ମ ହାଉସ୍’ ଅନ୍-ଲାଇନ୍ ବୁକିଂ ସୁବିଧା ଥିବାବେଳେ ପ୍ରଥମ ଗ୍ରାହକ ଭାବେ ଅବସରପ୍ରାପ୍ତ ଦମ୍ପତି ବୁକିଂ କରିଛନ୍ତି । ୩ଦିନର ଭଡ଼ା ବାବଦକୁ ସେମାନେ ଅଗ୍ରିମ ଅର୍ଥ ୧ଲକ୍ଷ ୧୨ହଜାର ଟଙ୍କା ପଇଠ କରିଛନ୍ତି । ଯାତ୍ରା ସମୟରେ ତାଙ୍କ ସହ ଦୁଇଜଣ ପରିଚାରକ ରହିପାରିବେ । ଜଣେ ଗାଡ଼ି ଚଳାଇବା ଓ ଅନ୍ୟ ଜଣେ ସଫାସୁତୁରା ଓ ରୋଷେଇ ଦାୟିତ୍ବରେ ରହିବ । (ନିଉଜ୍ ଏଡିଟର ସ୍ବରୂପ ଦାସ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version