• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଗଜପତି ଜିଲ୍ଲା ବନ ବିଭାଗ ଓ କାଠ ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ; ଆନ୍ଧ୍ର ଓଡ଼ିଶା ସୀମାନ୍ତ୍ ରୁ ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ – ମାଫିଆ ଫେରାର

Proprietor Abhimanyu Maharana by Proprietor Abhimanyu Maharana
October 19, 2020
in Uncategorized, ଅପରାଧ, ଓଡ଼ିଶା, ଦେଶ, ହୋମ୍
0
ଗଜପତି ଜିଲ୍ଲା ବନ ବିଭାଗ ଓ କାଠ ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ; ଆନ୍ଧ୍ର ଓଡ଼ିଶା ସୀମାନ୍ତ୍ ରୁ ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ – ମାଫିଆ ଫେରାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପାରଳାଖେମୁଣ୍ଡି :- ବନ ବିଭାଗ ଓ କାଠ ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଜଗୁ ଗଜପତି ଜିଲ୍ଲାର ଲାବଣ୍ୟଗଡ ଠାରେ ଥିବା ବିରଳ ରକ୍ତ ଚନ୍ଦନ ବନରୁ ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ମାଫିଆଙ୍କ ଦ୍ୱାରା କଟାଯାଇ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯାଇଥିବା ୬କ୍ୱିଣ୍ଟାଲ ୬୦କେଜି ରକ୍ତ ଚନ୍ଦନକୁ ଜବତ କରାଯାଇଥିବା ଜଣାଯାଇଛି । ଏହା ଗାରବନ୍ଧ ଥାନା ନିକଟସ୍ଥ ଆନ୍ଧ୍ର ସୀମାନ୍ତ ଭୀମପୁର ଗ୍ରାମର ଏକ ପରିତ୍ୟକ୍ତ ଘରେ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯାଇଥିଲା । ଏହାର ସୁଚନା ପାରଳା ଡିଏଫଓ ସଂଗ୍ରମ କେଶରୀ ବେହେରାଙ୍କ ଠାରେ ପହଞ୍ଚିବା ପରେ ବନ ବିଭାଗ ଓ ପୋଲିସ ମିଳିତ ଭାବେ ସ୍ୱତନ୍ତ୍ର ଚଢାଉ କରି ରକ୍ତ ଚନ୍ଦନ କାଠ ଗୁଡିକୁ ଜବତ କରିଛନ୍ତି ।

କିନ୍ତୁ ଏହି ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ । ଆନ୍ତଃରାଜ୍ୟ ଓ ଆନ୍ତର୍ଜାତୀୟ ମାଫିଆ ମାନଙ୍କ ସହ କେତେକ ଦଲାଲଙ୍କ ମିଳିତରେ ଗଠିତ ହୋଇଥିବା ରକ୍ତଚନ୍ଦନ ଚୋରା ଚାଲାଣ ର‌୍ୟାକେଟ ଏଥିରେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ନା ଜାଣିଶୁଣି ବନବିଭାଗ ର କେତେକ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ସହ ରହିଥିବା ଗୁପ୍ତ ସଂପର୍କ ପଦା ପଡ଼ିଯିବା ଆଶଙ୍କା କରି ତାଙ୍କୁ ଫେରାର ହେବା ପାଇଁ ସୁଯୋଗ ଦିଆଯାଇଛି ତାର ତଦନ୍ତ ହେବା ଆବଶ୍ୟକ l ପାରଳା ବନଖଣ୍ଡର ଅଧିନରେ ଥିବା ରକ୍ତଚନ୍ଦନ ବନରୁ କର୍ମଚାରୀ ଓ ଅଧିକାରୀଙ୍କ ଅଜ୍ଞାତ ସାରରେ କିଭଳି ୬କ୍ୱିଣ୍ଟାଲ ୬୦କେଜି ୧୮ ଖଣ୍ଡ ରକ୍ତ ଚନ୍ଦନ କାଠ ଭୀମପୁର ଗ୍ରାମର ଏକ ପରିତକ୍ତ ଘରକୁ ଆସିଲା? । ଅତ୍ୟନ୍ତ ମୁଲ୍ୟବାନ ମୋହଷଧି ତିଆରି ପାଇଁ ଆନ୍ତର୍ଜାତୀୟ ବଜାରରେ ରକ୍ତଚନ୍ଦନର ଚାହିଦା ଯଥେଷ୍ଟ ପରିମାଣରେ ରହିଛି ।

ଆନ୍ତର୍ଜାତୀୟ ବଜାରରେ ୬କ୍ୱିଣ୍ଟାଲ ୬୦କେଜି ରକ୍ତ ଚନ୍ଦନର ମୁଲ୍ୟ ୪୦ରୁ୫୦ ଲକ୍ଷ ଟଙ୍କା ହେବ । ତେଣୁ ଏହି ମାଫିଆମାନେ ଅଞ୍ଚଳର କେତେକ ଦଲାଲ ଓ ଦୁର୍ନିତି ଗ୍ରସ୍ତ କର୍ମଚାରୀଙ୍କ ସହାୟତାରେ ବିରଳ ଓ ଅତ୍ୟନ୍ତ ମୁଲ୍ୟବାନ ଚନ୍ଦନ ଗଛକୁ କାଟି ଚୋରା ଚାଲାଣ କରୁଛନ୍ତି । ବନ ବିଭାଗ ଅଧିନରେ ଥିବା ଲାବଣ୍ୟଗଡ ବିରଳ ରକ୍ତଚନ୍ଦନ ବଗିଚାରୁ ଜବତ୍ ରକ୍ତ ଚନ୍ଦନ କାଠ କାଟି ନିଆଯାଇଥିବା ସନ୍ଦେହ କରାଯାଉଛି l ଏହାର ଉଚ୍ଚସ୍ତରୀୟ ତଦନ୍ତ କଲେ ବନ ବିଭାଗର କେତେକ ଅଧିକାରୀ ଓ କାଠା ମାଫିଆ ଙ୍କ ମଧ୍ୟରେ ଥିବା ସଂପର୍କ ଜଣା ପଡ଼ିବ ବୋଲି ଏ ଅଞ୍ଚଳର ସର୍ବ ସାଧାରଣ ରେ ଦାବୀ ହେଉଛି l (ପାରଳାଖେମୁଣ୍ଡି, ଗରୁଡ଼ ଧ୍ୱଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

ୱାର୍ଡ ମେମ୍ବରଙ୍କ ମାନବିକତା, ଦୁସ୍ଥ କବିଙ୍କୁ ସାହାଯ୍ୟ

March 14, 2026
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନାଟକ ଖାଣ୍ଟି ସୁନା

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

ଆଇଚର ଗାଡି ସହ ଗଞ୍ଜେଇ ଜବତ : ଚାଳକ ଓ ଗଞ୍ଜେଇ ମାଫିଆ ଫେରାର

March 14, 2026
ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

ଦନ୍ତା ହାତୀ ହାବୁଡ଼ରେ ପଡି ୩ ଯୁବକ ଙ୍କ ମୃତ୍ୟୁ : ୫୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ଦାବୀ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version