• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବାକ୍‌ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗଙ୍କୁ ; କେବେ ମିଳିବ ଖଣ୍ଡେ ଘର

Proprietor Abhimanyu Maharana by Proprietor Abhimanyu Maharana
October 18, 2020
in Uncategorized, ଓଡ଼ିଶା, ହୋମ୍
0
ବାକ୍‌ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗଙ୍କୁ   ;  କେବେ ମିଳିବ ଖଣ୍ଡେ  ଘର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅକ୍ଟୋବର ରବିବାର ) ସିମୁଳିଆ :- ମୁଁ ଜଣେ ବାକ୍‌ ଓ ଶ୍ରବଣ ବାଧିତ ଦିବ୍ୟାଙ୍ଗ । ନବମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଲାଭ କରିଛି । ବାପା ମା’ ଦୁଇଭାଇ ଓ ବୁଢୀ ମା’କୁ ନେଇ ଆମ ସଂସାର । ଆମେ ଅତ୍ୟନ୍ତ ଦରିଦ୍ର । ଏପରିକି ଆମଘରେ ଦୁଇଓଳି ଚୁଲି ମଧ୍ୟ ଜଳେନି । ଯେଉଁ ଘରେ ରହୁଛୁ, ସେଘରର ଅବସ୍ଥା ଅତ୍ୟନ୍ତ ଖରାପ । ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିବାରୁ ବର୍ଷା ପାଣି ପଡୁଛି । ବହୁତ ଅସୁବିଧାରେ ଦିନ କାଟୁଛୁ । ଘରର ଦରିଦ୍ରତା ସହିତ ମୋ’ ଭଳି ଜଣେ ଅକମର୍ଣ୍ୟ ଝିଅର ଦାୟିତ୍ୱ ମୋ ବାପାଙ୍କ ପାଇଁ ବୋଝ ସଦୃଶ । ଘରଟିଏ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତଙ୍କୁ ନିବେଦନ କରି ମଧ୍ୟ ନିରାଶ ହୋଇଛି । ଯାହାର କେହି ନାହାନ୍ତି ତା’ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି । ସେଥିପାଇଁ ମୋର ସର୍ବଶେଷ ଭରସା ମୁଁ ଘରଟିଏ ପାଇଁ ବିନମ୍ର ନିବେଦନ କରୁଛି ।” ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏପରି ହୃଦୟସ୍ପର୍ଶୀ ଚିଠି ଲେଖିଥିବା ଝିଅଟି ଜଣେ ବାକ୍‌ ଓ ଶ୍ରବଣ ବାଧିତ ବାଳିକା । ତାଙ୍କ ନାଁ ମଧୁମିତା ପାଣି ହୋଇଥିବା ବେଳେ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଇଶାଣପୁର ଗ୍ରାମରେ । ମଧୁମିତାଙ୍କ ବାପା ଉପେନ୍ଦ୍ର ପାଣି ଘରେ ଖଣ୍ଡେ ପାଇଁ ସବୁ ଆଡ଼ୁ ନିରାଶ ହେବା ପରେ ଶେଷ ଆଶା ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏପରି ନିବେଦନ କରିଛି ଝିଅଟି । ମଧୁମିତାଙ୍କ ବାପା ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାନ୍ତି । ଅଭାବ ଭିତରେ ପରିବାର ଚଳାଇବା ସହ ଘର ଖଣ୍ଡେ ନିର୍ମାଣ କରିବା କଷ୍ଟକର ହୋଇ ପଡିଛି । ଚାଳ ଛପର ଘର ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ଦିନରେ ପାଣି ଗଳୁଛି ।

ସରକାରୀ ସହାୟତାରେ ଘର କରିବା ପାଇଁ ବହୁବାର ବିଭିନ୍ନ ସରକାରୀ ଦପ୍ତର ବୁଲି ବୁଲି ନିରାଶ ହୋଇଛନ୍ତି । ପରିବାରର ଏହି ଅଭାବ ଦେଖି ମଧୁମିତା ଶେଷରେ ମୁଖ୍ୟମନ୍ତ୍ରୀଙ୍କୁ ଘରଖଣ୍ଡେ ଯୋଗାଇ ଦେବାକୁ ଚିଠି ଲେଖିଛନ୍ତି । ମଧୁମିତାର ଅଭିଯୋଗ ଓ ମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିବା ଚିଠି ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଝିଅଟି ଦେଇଥିବା ଚିଠି ସମ୍ପର୍କରେ ମୁଁ ଜାଣିନାହିଁ । ହେଲେ ସେମାନେ ଘର ଖଣ୍ଡେ ପାଇବାକୁ ହକଦାର, ଆମେ କିନ୍ତୁ ନିରୂପାୟ । ତାଙ୍କ ନାମ ଏସିସି ତାଲିକାରେ ନଥିବାରୁ ଆମେ କିଛି ବି ସାହାଯ୍ୟ କରିପାରୁନୁ । ତାଙ୍କ ନାମ କିପରି ତାଲିକାଭୁକ୍ତ ହେବ ଆଉ ସେମାନେ ଘରଖଣ୍ଡେ ପାଇବେ ସେଥିପାଇଁ ଆମେ ଚେଷ୍ଟା କରିବୁ ବୋଲି କହିଛନ୍ତି । ଏ ସମ୍ପର୍କରେ ମଧୁମିତାଙ୍କ ବାପା କହିଛନ୍ତି, “ଜମି ନାହିଁ,ଚାଷବାସ କରି ପରିବାର ଚଳାଉଛି । ଘରଟିଏ ପାଇଁ ସରପଞ୍ଚ, ଏମଏଲଏଙ୍କୁ ଦେଖା କରିଛି। କିନ୍ତୁ କିଛି ସୁଫଳ ମିଳିନାହିଁ । ଶେଷରେ ଝିଅଟି ମୋ ଦୁଃଖ ଦେଖି ନ ପାରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି। ତାଙ୍କ ଇଚ୍ଛା ହେଲେ ଘର ଖଣ୍ଡେ ପାଇବୁ, ନ ହେଲେ ନାହିଁ । ବାକ୍‌ ଓ ଶ୍ରବଣ ବାଧିତ ମଧୁମିତା ପଠାଇଥିବା ଚିଠିର ଉତ୍ରତ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ କେବେ ଆସୁଛି ଆଉ ଏହି ଅସହାୟ ପରିବାରକୁ କେବେ ଘରଖଣ୍ଡେ ମିଳୁଛୁ ତାହାକୁ ଅନାଇ ରହିଛନ୍ତି । ସୂଚନାଯୋଗ୍ୟ, ବାସହୀନଙ୍କୁ ଘର ଯୋଗାଇବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ପ୍ରଣୟନ ହୋଇଥିବା ସତ୍ତ୍ୱେ ମଧୁମିତାଙ୍କ ପରିବାର ଘର ଖଣ୍ଡେ ପାଇଁ ବାର ଦୁଆର ହେଉଛନ୍ତି । ଏପରି ସ୍ଥିତିରେ ତୁରନ୍ତ ତାଙ୍କ ପରିବାରକୁ ଘର ଖଣ୍ଡେ ଯୋଗାଇ ଦେବାକୁ ଦାବି ହେଉଛି । ( ଦୀପ୍ତିମାନ ପତି / ବାଲେଶ୍ୱର )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026
ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version