• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମିଂତ୍ରାର ବିଗ୍ ଫ୍ୟାଶନ୍ ଫେଷ୍ଟିଭାଲ୍‌ରେ ୫୦୦୦ ବ୍ରାଣ୍ଡ ଓ ୯ ଲକ୍ଷ ଷ୍ଟାଇଲ୍‌ର ସମ୍ଭାର

Proprietor Abhimanyu Maharana by Proprietor Abhimanyu Maharana
October 10, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ମିଂତ୍ରାର ବିଗ୍ ଫ୍ୟାଶନ୍ ଫେଷ୍ଟିଭାଲ୍‌ରେ ୫୦୦୦ ବ୍ରାଣ୍ଡ ଓ ୯ ଲକ୍ଷ ଷ୍ଟାଇଲ୍‌ର ସମ୍ଭାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ଶନିବାର ) ଭୁବନେଶ୍ୱର :-  ମିଂତ୍ରାର ଅଲ୍ଟିମେଟ୍ ଫ୍ୟାଶନ ସପିଙ୍ଗ୍ ଇଭେଂଟ୍ ‘ବିଗ୍ ଫ୍ୟାଶନ ଫେଷ୍ଟିଭାଲ’ ଆସନ୍ତା ଅକ୍ଟୋବର ୧୬ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ଫ୍ୟାଶନ ମେଜର୍ ଏହାର ଗ୍ରାହକଙ୍କ ପାଇଁ ପୂର୍ବରୁ କେବେ ଦେଖିନଥିବା ମୂଲ୍ୟରେ ୫୦୦୦ରୁ ଅଧିକ ବ୍ରାଣ୍ଡର ୯ ଲକ୍ଷ ଷ୍ଟାଇଲ୍ ଉପଲବ୍ଧ କରିବ । ଏହି ପ୍ଲାଟ୍‌ଫର୍ମ ପୂର୍ବର ପାର୍ବଣ ଋତ ତୁଳନାରେ ଟ୍ରାଫିକ୍‌ରେ ଦୁଇ ଗୁଣ ବୃଦ୍ଧି ସହିତ ୪ ମିଲିୟନରୁ ଅଧିକ ସ୍ୱତନ୍ତ୍ର ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ ଆଶା ରଖିଛି । ମିଂତ୍ରାର ମାର୍କେଟିଙ୍ଗ୍‌ କ୍ୟାମ୍ପେନ୍‌ଗୁଡିକ ଦେଶବ୍ୟାପୀ ୧୫୦ ମିଲିୟନରୁ ଅଧିକ ଲୋକଙ୍କ ପାଖରେ ପହଂଚିବ ବୋଲି ଆଶା ରହିଛି । ଏହି ମେଗା ଫ୍ୟାଶନ ଇଭେଂଟ୍ ଗତ ପାର୍ବଣ ଋତୁର ଚାହିଦା ଅନୁଯାୟୀ ଟାୟାର ୨ ଓ ୩ ବଜାରଗୁଡିକରୁ ୫୦% ଯୋଗଦାନ ସହିତ ଚାହିଦାରେ ଦୁଇ ଗୁଣର ବିଶାଳ ବୃଦ୍ଧି ଦେଖିବା ପାଇଁ ପ୍ରସ୍ତୁତ ରହିଛି । ମିଂତ୍ରା ପକ୍ଷରୁ ଏହାର ରିଜିୟନ-ସ୍ପେଶିଫିକ୍‌ ଏଥ୍‌ନିକ୍ କଲେକ୍ସନ ମଧ୍ୟ ଶୁଭାରମ୍ଭ କରାଯାଇଛି ।

ଭର୍ଚୁଆଲ ସେଲିବ୍ରେଶନ ପାଇଁ ଫ୍ୟାଶନ ବ୍ୟବହାର ଶୈଳୀରେ ଏକ ପରିବର୍ତନ ଆବଶ୍ୟକତାକୁ ପୂରଣ କରିବା ଲାଗି ଟିସାର୍ଟ, ଟପ୍‌ସ, ଡ୍ରେସ୍‌, କୁର୍ତା, ଆକ୍‌ସେସରିଜ୍‌, ଜୁଏଲାରୀ, ସ୍ପୋର୍ଟସ୍ ଫୁଟ୍‌ୱେୟାର, ୱିଂଟର ୱେୟାର, ବିୟୁଟି ଓ ପର୍ସନାଲ କେୟାର ବର୍ଗରେ ସିଲେକ୍ସନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ପ୍ରମୁଖ ବ୍ରାଣ୍ଡ- ପୁମା, ନାଇକ୍‌, ଲିଭାଇସ୍‌, ୟୁସିବି, ଡବ୍ଲ୍ୟୁ, ବିବା, ରୋଡ୍‌ଷ୍ଟର, ଭେରୋ ମୋଡା, ଓନ୍‌ଲି, ଟମି ହିଲ୍‌ଫାୟର, ୟୁଏସ୍‌ପିଏ, ମ୍ୟାକ୍ସ ହାଇ ଟ୍ରାକ୍ସନ କ୍ୟାଟାଗୋରି- ଏଥ୍‌ନିକ୍‌-ୱେୟାର, ମେନ୍‌ସ କାଜୁଆଲ ୱେୟାର, ସ୍ପୋର୍ଟସ୍ ଫୁଟ୍‌ୱେୟାର, କିଡ୍‌ସୱେୟାର, ୱାଚେସ୍ ଆଣ୍ଡ ୱାୟାରେବୁଲ୍‌ସ, ୱିଂଟର ୱେୟାର, ହୋମ୍‌ ଫର୍ଣ୍ଣିସିଙ୍ଗ୍ ଆଣ୍ଡ ଡେକୋର, ବିୟୁଟି ଆଣ୍ଡ ପର୍ସନାଲ କେୟାର ଓ ଜୁଏଲାରୀ । ନୂତନ କଲେକ୍ସନ ବିଶିଷ୍ଟ ବ୍ରାଣ୍ଡ: ମ୍ୟାକ୍ସ, ପାଂଟାଲୁନ୍ସ, ପୋଥିସ, ମଦର୍‌କେୟାର, ମାର୍କସ୍ ଆଣ୍ଡ ସ୍ପେନ୍ସର୍ସ, ଲାଇଫ୍‌ଷ୍ଟାଇଲ, ସ୍ମାସ୍‌ବକ୍ସ ଓ ବାଟା । ଏହି ଇଭେଂଟ୍ ସମ୍ପର୍କରେ ମିଂତ୍ରାର ସିଇଓ, ଅମର ନାଗରାମ କହିଛନ୍ତି , “ମିଂତ୍ରାର ବିଗ୍‌ ଫ୍ୟାଶନ ଫେଷ୍ଟିଭାଲ ସେଲ୍ ଦେଶବ୍ୟାପୀ ଉପଭୋକ୍ତା ମାନଙ୍କ ପାଇଁ ୯ ଲକ୍ଷରୁ ଅଧିକ ଷ୍ଟାଇଲ୍‌ର ଏକ ସ୍ୱତନ୍ତ୍ର କ୍ୟୁରେଟେଡ୍ ସିଲେକ୍ସନ ପ୍ରଦାନ କରିବ ; ଯାହା ପାର୍ବଣର ଆନନ୍ଦରେ ସାମିଲ କରିବା ପାଇଁ ଅପେକ୍ଷା କରିଛି । ଏହି ରିଜିୟନ-ସ୍ପେଶିଫିକ୍ କଲେକ୍ସନ

ଦେଶର ପାର୍ବଣ ବିବିଧତାକୁ ପାଳନ କରିବା ପାଇଁ ବିବିଧ ଫ୍ୟାଶନ ବିକଳ୍ପ ସହିତ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ସକ୍ଷମ କରିବ । ଏହି ଅଦୃଶ୍ୟ ପରିଣାମର ଏକ ଇଭେଂଟ୍ ମିଂତ୍ରାର ଇକୋସିଷ୍ଟମକୁ ବିଶେଷ କରି କାରିଗର, ଏମ୍‌ଏସ୍‌ଏମ୍‌ଇ ଓ ଆମର କିରାନା ଷ୍ଟୋର ପାର୍ଟନର୍‌ମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ମଧ୍ୟ ପ୍ରସ୍ତୁତ ରହିଛି ।” ଏହି ଇଭେଂଟ୍ ସମୟରେ ଶୀର୍ଷ ବ୍ରାଣ୍ଡ ଯେପରିକି ପୁମା, ଭେରୋ ମୋଡା, ଗ୍ୟାପ୍‌,ରୋଡ୍‌ଷ୍ଟର, ନାଇକ୍‌ଏ ଲିଭାଇସ୍ ଆଦିରୁ ବେଷ୍ଟ ଭାଲ୍ୟୁ ଡିଲ୍ ସହିତ ଅକ୍ଟୋବର ୧୬ ତାରିଖ ମଧ୍ୟରାତ୍ରିରୁ ଦୁଇ ଘଂଟା ପାଇଁ ଏକ ‘ଗ୍ରାଣ୍ଡ ଓପ୍‌ନିଙ୍ଗ ହାୱାର’ ଅଫର୍ ରହିବ । ମିଂତ୍ରା ପକ୍ଷରୁ ‘ପ୍ଲେ ଆଣ୍ଡ ୱିନ୍‌’ ଫିଚର ମଧ୍ୟ ଲଂଚ୍ କରାଯାଇଛି ଯେଉଁଠାରେ ଉପଭୋକ୍ତା ମାନେ ଆଡ୍‌ଭାନ୍ସରେ ୪ ଘଂଟାରଏକ ୱିଣ୍ଡୋ ପାଇବା ପାଇଁ ଗୋଲ୍ଡ ସ୍ଲଟ୍ ହାସଲ କରିବା ଲାଗି ଗେମ୍ ଖେଳିପାରିବେ ଓ ଷ୍ଟାର ରିଡିମ୍‌ କରିପାରିବେ । ସମସ୍ତ ଗ୍ରାହକ ଏହି ସେଲ୍ ଇଭେଂଟ୍ ସମୟରେ ଆଇସିଆଇସିଆଇ ବ୍ୟାଙ୍କ ଡେବିଟ୍ ଓ କ୍ରେଡିଟ୍ କାର୍ଡ ଉପରେ ୧୦%ର ଇନ୍‌ଷ୍ଟାଂଟ୍ ରିହାତି ପାଇବାକୁ ସକ୍ଷମ ହୋଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

March 10, 2026
ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ – ଦିଲ୍ଲୀପଙ୍କ ପାଇଁ କ୍ଷମତା !

ରାଜ୍ୟସଭା ନିର୍ବାଚନ : ନବୀନଙ୍କ ପାଇଁ ପ୍ରତିଶୋଧ – ଦିଲ୍ଲୀପଙ୍କ ପାଇଁ କ୍ଷମତା !

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶକ୍ତି ପଦଯାତ୍ରା ଅନୁଷ୍ଠିତ

ଶକ୍ତି ପଦଯାତ୍ରା ଅନୁଷ୍ଠିତ

March 10, 2026
ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

ମହିଳା ଦିବସ ଉପଲକ୍ଷେ ସମାଜ ସେବା କ୍ଷେତ୍ରରେ ପ୍ରଭାସିନୀ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version