• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗୋଷାଣୀ ବ୍ଲକ କଂଗ୍ରେସ ପକ୍ଷରୁ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ବଣ୍ଟନ

Proprietor Abhimanyu Maharana by Proprietor Abhimanyu Maharana
November 23, 2026
in ଓଡ଼ିଶା, ଗଜପତି, ହୋମ୍
0
ଗୋଷାଣୀ ବ୍ଲକ କଂଗ୍ରେସ ପକ୍ଷରୁ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ବଣ୍ଟନ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) :-  ଗଜପତି ଜିଲ୍ଲା ଅନ୍ତର୍ଗତ ଗୋଷାଣୀ ବ୍ଲକରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତଙ୍କୁ ଗୋଷାଣୀ ବ୍ଲକ କଂଗ୍ରେସ ସଭାପତି ଙ୍କ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ବିଭିନ୍ନ ଗ୍ରାମରେ କମ୍ବଳ ଓ ଶାଢ଼ି ବଣ୍ଟନ ଗଜପତି ଜିଲ୍ଲାର ଗୋସାଣୀ ବ୍ଲକ ଅନ୍ତର୍ଗତ ଅର୍ଣ୍ଣବ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ସହାୟତା ପାଇଁ ଆଗେଇ ଆସିଛି ଗୋସାଣୀ ବ୍ଲକ କଂଗ୍ରେସ। ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱ, ଉଦ୍ୟମ ଓ ସକ୍ରିୟ ସହଯୋଗରେ ନଭେମ୍ବର ୨୧ ତାରିଖ ଶନିବାର ଦିନ ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଗ୍ରାମରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶ ଏବଂ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଶଙ୍କର ପ୍ରଧାନଙ୍କ ମାର୍ଗଦର୍ଶନରେ ଶ୍ରୀ ଏ. ଶ୍ରୀନିବାସ ରାଓ ନିଜ ବ୍ଲକର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ନିକଟରେ ପହଞ୍ଚି ମାନବିକତାର ପରିଚୟ ଦେଇଥିଲେ। ତାଙ୍କର ନେତୃତ୍ୱରେ କଂଗ୍ରେସ କର୍ମୀମାନେ କ୍ଷତିଗ୍ରସ୍ତ ପରିବାରଙ୍କୁ କମ୍ବଳ ଏବଂ ମହିଳାମାନଙ୍କୁ ଶାଢ଼ି ବଣ୍ଟନ କରିଥିଲେ।ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଗୋସାଣୀ ଗ୍ରାମର ୩ ଜଣ, ଅଡ଼ଗାଁର ୧୫ ଜଣ, ସାରିଆପଲ୍ଲୀର ୩୦ ଜଣ, ଗାରାବନ୍ଧର ୧୦ ଜଣ, ବୁରୁସାହି ରମ୍ପା ପଞ୍ଚାୟତର ୫୦ ଜଣ ଏବଂ ଏସ୍. ତାଳସିଂ ଅଞ୍ଚଳର ୫୦ ଜଣଙ୍କୁ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଥିଲା ।

ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଆୟୋଜିତ ଏହି ସେବାମୂଳକ କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଶ୍ରୀମତୀ ଜସ୍ମିନ ସେଖ, ଗଜପତି ଜିଲ୍ଲା କଂଗ୍ରେସ ଏସ୍.ସି. ସେଲ୍ ଅଧ୍ୟକ୍ଷ ଶ୍ରୀ ଏସ୍. ପାପା ରାଓ, ଗୋସାଣୀ ବ୍ଲକ କଂଗ୍ରେସ ଏସ୍ ସି ସେଲ୍ ସଭାପତି ଶ୍ରୀ ବାଲକୃଷ୍ଣ ରାଓ, ଗୋସାଣୀ ବ୍ଲକ କଂଗ୍ରେସ ସମ୍ପାଦକ ଶ୍ରୀ ଇଜରାଏଲ ଭୂୟାଁ ଏବଂ ଗୋସାଣୀ ବ୍ଲକ ଯୁବ କଂଗ୍ରେସ ସଭାପତି ଶ୍ରୀ ପ୍ରଶାନ୍ତ ସବରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହି ରିଲିଫ୍ ବଣ୍ଟନରେ ସହଯୋଗ କରିଥିଲେ । ଏହି ଅବସରରେ ଗୋସାଣୀ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଏ. ଶ୍ରୀନିବାସ ରାଓ କହିଥିଲେ ଯେ,

ବିପଦ ଓ ଦୁର୍ବିପାକ ସମୟରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଜନସାଧାରଣଙ୍କ ସେବା କରିବା ହିଁ ପ୍ରକୃତ ମାନବିକତା । ବାତ୍ୟା ଓ ବନ୍ୟାରେ ପ୍ରଭାବିତ ପରିବାରମାନଙ୍କୁ ଏହି ସହାୟତା କିଛି ମାତ୍ରାରେ ଆଶ୍ୱସ୍ତି ପ୍ରଦାନ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।ସମଗ୍ର କାର୍ଯ୍ୟକ୍ରମରେ ଶ୍ରୀ ଏ. ଶ୍ରୀନିବାସ ରାଓଙ୍କ ସକ୍ରିୟ ନେତୃତ୍ୱ ଓ ସହଯୋଗରେ ଗୋସାଣୀ ବ୍ଲକ କଂଗ୍ରେସର ଏହି ମାନବିକ ସେବା କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଜନସାଧାରଣଙ୍କ ସୁଖ ଦୁଃଖରେ ସାଥୀ ହେବା ଏବଂ ବିପଦ ସମୟରେ ସହାୟତାର ହାତ ବଢ଼ାଇବା ହିଁ ଗୋସାଣୀ ବ୍ଲକ କଂଗ୍ରେସର ମୂଳ ଲକ୍ଷ୍ୟ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

November 23, 2026
Centenary Sports Festival : Indian Hockey Shines in New Zealand, Kabaddi Also Steals the Show

Centenary Sports Festival : Indian Hockey Shines in New Zealand, Kabaddi Also Steals the Show

November 23, 2026
ଗୋଷାଣୀ ବ୍ଲକ କଂଗ୍ରେସ ପକ୍ଷରୁ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ବଣ୍ଟନ

ଗୋଷାଣୀ ବ୍ଲକ କଂଗ୍ରେସ ପକ୍ଷରୁ ଅର୍ଣ୍ଣବ ବାତ୍ୟା ଓ ବନ୍ୟା କ୍ଷତିଗ୍ରସ୍ତ ପରିବାରଙ୍କୁ ରିଲିଫ ବଣ୍ଟନ

November 23, 2026
ପାରଳାଖେମୁଣ୍ଡିରେ ୟୁ.ଏଚ ଆର ସି ପକ୍ଷରୁ ପୋଲିସ ଓ ସବ୍‌ଜେଲ୍ ଅଧିକାରୀଙ୍କୁ ସମ୍ମାନିତ

ପାରଳାଖେମୁଣ୍ଡିରେ ୟୁ.ଏଚ ଆର ସି ପକ୍ଷରୁ ପୋଲିସ ଓ ସବ୍‌ଜେଲ୍ ଅଧିକାରୀଙ୍କୁ ସମ୍ମାନିତ

November 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ବାବୁ

November 23, 2026
Centenary Sports Festival : Indian Hockey Shines in New Zealand, Kabaddi Also Steals the Show

Centenary Sports Festival : Indian Hockey Shines in New Zealand, Kabaddi Also Steals the Show

November 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version