• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଶଯ୍ୟାରେ ଦୁଇ ଯୁବ ଭିନ୍ନକ୍ଷମ ଭାଇ, ମିଳିନି ଭତ୍ତା : ପ୍ରଶାସନ ପାଖରେ ଗୁହାରୀ କଲେ ମାଆ

Proprietor Abhimanyu Maharana by Proprietor Abhimanyu Maharana
October 7, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ଶଯ୍ୟାରେ ଦୁଇ ଯୁବ ଭିନ୍ନକ୍ଷମ ଭାଇ, ମିଳିନି ଭତ୍ତା : ପ୍ରଶାସନ ପାଖରେ ଗୁହାରୀ କଲେ ମାଆ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୭ ଅକ୍ଟୋବର ବୁଧବାର ) ବ୍ରହ୍ମପୁର :- ବ୍ରହ୍ମପୁର, ଯୁବାବସ୍ଥା ରେ ଦୁଇ ଭାଇଙ୍କୁ ଆଟାସ୍କିଆ ରୋଗ | ରୋଗ ଛଡେଇ ନେଲା ଦୁଇ ଭାଇଙ୍କ ଯୁବାବସ୍ଥା | ଦଶ ବର୍ଷ ହେଲା ସର୍ବଦା ଦୁଇ ଭାଇ ଶଯ୍ୟାଶାୟୀ | ପୂର୍ବରୁ ମୂଲ ଲାଗୁଥିବା ବାପାଙ୍କର ବି ସମାନ ଅବସ୍ଥା | ମାଆ ଧନୁ ମୁଦୁଲି ମୁଲ ଲାଗିଲେ ଯେତିକି ମିଳୁଛି ସେଥିରେ ଚାଲିଛି ସଂସାର | ଦିନକୁ ୧୦୦ ରୁ ୧୫୦ଟଙ୍କା ରୋଜଗାର |ପିଲାଙ୍କ ଏହି ଅବସ୍ଥାରେ ମାଆ ମଧ୍ୟ ଘର ଛାଡି ମୂଲ ଲାଗିବାକୁ ଯାଇ ପାରୁନାହାନ୍ତି |ଏମିତି ଏକ ଅସହାୟ ପରିବାର ସହିତ ଭେଟିଥିଲେ ଆମ ପ୍ରତିନିଧି ଦେବାଶିଷ ମହାରଣା | ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଢମୂଳ ପଞ୍ଚାୟତର ଢ଼େପ ସାହିର ବାସିନ୍ଦା ହାଡୁ ମୁଦୁଲି | ତାଙ୍କ ଦୁଇ ପୁଅ ସଞ୍ଜୟ (୨୮) ଓ ବସନ୍ତ (୨୪) ବର୍ଷ |

ଦଶବର୍ଷ ପୂର୍ବେ ହଠାତ ଏହି ଦୁଇ ଭାଇଙ୍କ ଦେହ ଖରାପ ହୋଇଥିଲା | ହାତ ଗୋଡରୁ ଶକ୍ତି ହରାଇ ମେରୁଦଣ୍ଡ ଦୁର୍ବଳ ହେବା ସହ ଚାଲିବାରେ କଷ୍ଟ ହେଲା | ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲା ପରେ ମଧ୍ୟ ରୋଗ ଏଯାବତ ବଢ଼ିବାରେ ଲାଗିଛି | ବିନା ଆଶ୍ରା ରେ ଚଳିବା ଅସମ୍ଭବ | ହାତ ଓ ମୁଣ୍ଡ ବହୁ ଜୋରରେ ଥରୁଛି | ଏତେ ଜୋର ଥରୁଛି ଯେ ନିଜେ ଖାଇ ବି ପାରୁନାହାନ୍ତି | ମାଆ ଧନୁ ମୁଦୁଲି ନିଜେ ମୂଲ ଲାଗିବା ସହ ଦୁଇ ପୁଅ ଓ ସ୍ୱାମୀ ଙ୍କୁ ନିଜ ହାତରେ ଖୁଆଇବା ଦୃଶ୍ୟ ହୃଦୟ ବିଦାରକ | ନିଜ ଘର ଆଗରେ ଭଡା ସୂତ୍ରରେ କେବିନ ପକାଇ ଦୁଇ ପଇସା ରୋଜଗାର କରି ଦୁଃଖ କଷ୍ଟରେ ଚଳିବା ପାଇଁ | କିନ୍ତୁ ସେ କେବିନ ରେ ଜିନିଷ ରଖିବା ପାଇଁ ଅର୍ଥ ନାହିଁ | ଦୁଇ ଭାଇ, ବାପା, ମାଆ ଙ୍କ ପରିବାର ଚଳଣି ଆଖିରେ ନ ଦେଖିଲେ କାହାର ବିଶ୍ୱାସ ହେବନି | ପ୍ରମାଣ ପତ୍ର ପାଇଁ ଦୌଡ଼ି ଦୌଡ଼ି ଶେଷରେ ପ୍ରମାଣ ପତ୍ର ମିଳିଲା ପରେ ବି ବର୍ତମାନ ସୁଦ୍ଧା ଭିନ୍ନକ୍ଷମ ଭତ୍ତା ମିଳିନି |

ପଞ୍ଚାୟତ କର୍ତୃପକ୍ଷ ଙ୍କ କହିବା ଅନୁସାରେ ଅନଲାଇନ ରେ ଏ ଦୁଇ ଭାଇଙ୍କ ଭତ୍ତା ପାଇଁ ଆବେଦନ କରାଯିବ | ଏ ନେଇ ବ୍ଲକ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ମତାମତ ନେବାରେ ସେ ଖୁବ ଶୀଘ୍ର ତଦନ୍ତ କରି ଦୁଇ ଭାଇଙ୍କୁ ଭତ୍ତା ମିଳିବା ନେଇ ପ୍ରତିଶୃତି ଦେଇଛନ୍ତି | ଯେଉଁ ବୟସରେ ପୁଅ ଦୁଇଜଣ ମାଆ ଙ୍କ ଯତ୍ନ ନେବା କଥା ସେହି ବୟସରେ ମାଆ ଦୁଇ ପୁଅଙ୍କ ଯତ୍ନ ନେଉଛି ବୋଲି କହିଛନ୍ତି ସାହି ପଡିଶା | ଯୁବକ ଅବସ୍ଥାରେ ଯଦି ଚିକିତ୍ସାରେ ଅବହେଳା ଘଟେ ତେବେ ଆଗକୁ ସଞ୍ଜୟ ଓ ବସନ୍ତଙ୍କ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରିବ | ତେଣୁ ଏମାନଙ୍କୁ ପ୍ରଶାସନ ତରଫରୁ ଭିନ୍ନକ୍ଷମ ଭତ୍ତା ଦେବା ସହ ମେଡିକାଲ ସୁବିଧା ଯୋଗାଇଦେବାକୁ ପରିବାର ଲୋକେ ଆକୁଳ ନିବେଦନ କରିଛନ୍ତି | (ରିପୋର୍ଟ /ଶେଷଦେବ ସାହୁ/ ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା

ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା

September 29, 2026
ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ

ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ

September 28, 2026
କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍‌ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା

କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍‌ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା

September 28, 2026
ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ

ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ

September 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା

ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା

September 29, 2026
ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ

ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ

September 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version