• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
November 15, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ
Share on FacebookShare on TwitterWhatsapp

କନ୍ଧମାଳ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଅର୍ଣ୍ଣବ ବାତ୍ୟାର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷ ଓ ଜଳସେଚନ ବ୍ୟବସ୍ଥା ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି ରାଇକିଆ ବ୍ଲକ ଇନ୍ଦ୍ରଗଡ଼ ପଞ୍ଚାୟତର ଜଳସେଚନ ସମସ୍ୟା। ବାତ୍ୟାରେ ଏହି ପଞ୍ଚାୟତର ଜଳସେଚନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଚାଷ ଜମିକୁ ପାଣି ମିଳିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଫଳରେ ବିନ୍ସ ଓ ଧାନ ଚାଷ ବଞ୍ଚାଇବା ଚାଷୀଙ୍କ ପାଇଁ ବଡ଼ ଆହ୍ୱାନ ପାଲଟିଛି।

ଏହି ଗୁରୁତର ସମସ୍ୟାକୁ ନେଇ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶମାଝିଙ୍କ ନିର୍ଦ୍ଦେଶକ୍ରମେ ବିଜେପି ଜିଲ୍ଲା ସମ୍ପାଦିକା ପୁଷ୍ପାଞ୍ଜଳି ତ୍ରିପାଠୀ ଓ ନଗର ସାଧାରଣ ସମ୍ପାଦକ ଅରୁଣ ପ୍ରଧାନଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲା ଉଠା ଜଳସେଚନ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଇନ୍ଦ୍ରଗଡ଼ ପଞ୍ଚାୟତର ଚାଷୀଙ୍କୁ ଯଥାଶୀଘ୍ର ଜଳସେଚନ ସୁବିଧା ଯୋଗାଇ ଦେବା ସହ ବିନ୍ସ ଓ ଧାନ ଫସଲକୁ ନଷ୍ଟ ହେବାରୁ ରକ୍ଷା କରିବା ଉପରେ ପ୍ରତିନିଧି ମଣ୍ଡଳୀ ଗୁରୁତ୍ୱାରୋପ କରିଥିଲେ।

ଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ବିଦ୍ୟୁତ ସଂଯୋଗ ତୁରନ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାସ୍ତରୀୟ ଅଧିକାରୀ ଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିସହ ଚାଷୀଙ୍କ ଫସଲ ସୁରକ୍ଷାକୁ ଦୃଷ୍ଟିରେ ରଖି ଅତିଶୀଘ୍ର ଜଳ ଯୋଗାଣ ଆରମ୍ଭ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଦାବି ଉପସ୍ଥାପନ କରିଥିଲେ। ଚାଷୀଙ୍କ କହିବା ଅନୁଯାୟୀ, ଚାଷର ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଳସେଚନ ବ୍ୟବସ୍ଥା ଅଚଳ ରହିଲେ ଫସଲ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ତେଣୁ କେବଳ ଆଲୋଚନା ଓ ଆଶ୍ୱାସନାରେ ସୀମିତ ନ ରଖି କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପର ତୁରନ୍ତ ମରାମତି, ବିଦ୍ୟୁତ ସଂଯୋଗ ଏବଂ ଜଳ ଯୋଗାଣ ଆରମ୍ଭ କରିବାକୁ ଚାଷୀ ମହଲରୁ ଦାବି ହେଉଛି। ବାତ୍ୟାରେ କ୍ଷତିଗ୍ରସ୍ତ ଜଳସେଚନ ବ୍ୟବସ୍ଥା କେବେ ସ୍ୱାଭାବିକ ହେବ ଏବଂ ଚାଷୀଙ୍କ ଫସଲ କିପରି ବଞ୍ଚିବ, ଏବେ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

November 15, 2026
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

November 15, 2026
ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ

November 15, 2026
୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,

୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା,

November 15, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ

November 15, 2026
ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍‌ଅପ୍ ଜବତ, ଚାଳକ ଫେରାର

November 15, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version