• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ

Proprietor Abhimanyu Maharana by Proprietor Abhimanyu Maharana
November 9, 2026
in ଓଡ଼ିଶା, ପୁରୀ, ହୋମ୍
0
ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ
Share on FacebookShare on TwitterWhatsapp

ପୁରୀ  (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :-  ପୁରୀ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ଦୀପାବଳୀ ଅବସରରେ ସ୍ଵର୍ଗଦ୍ଵାର ଠାରେ କାର୍ଯ୍ୟ କରୁଥିବା ସେବକ ମାନଙ୍କୁ ମିଷ୍ଠାନ ନୂତନ ପୋଷାକ ଓ ବୋନସ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଯୋଗ ଦେଇ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ଦୀପାବଳୀ ଶୁଭେଛା ବାର୍ତ୍ତା ଦେବା ସହିତ ସ୍ଵର୍ଗଦ୍ଵାର ଗାରିମା ସ୍ୱଚ୍ଛତା ଓ ପବିତ୍ରତା କୁ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ମିଳିତ ଭାବରେ ପ୍ରୟାସ କରିବା ଆବଶ୍ୟକ ବୋଲି କହି ଥିଲେ।ସ୍ବର୍ଗଦ୍ବାର ରେ ଦୈନିକ ଶତାଧିକ ଶବ ଦାହ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ରୁ ଲୋକ ଆସୁଛନ୍ତି ।

ସେମାନ ଙ୍କୁ ଉପଯୁକ୍ତ ସମ୍ମାନ ଓ ସମ୍ବେଦନଶୀଳ ବ୍ୟବହାର ପ୍ରଦାନ କରି ବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅନ୍ୟତମ ଅତିଥି ଭାବରେ ସ୍ଵର୍ଗଦ୍ଵାର ସେବା ସମିତି ଆବାହକ ସମ୍ପାଦକ ତଥା ପୁରୀ ଉପଜିଲ୍ଲାପାଳ ରାଜ କିଶୋର ଜେନା,କଟକ ମଠ ମହାନ୍ତ ରାମାନୁଜ ଦାସ,ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଓ ସ୍ଵର୍ଗଦ୍ଵାର ପରିଚାଳନା କମିଟି ସଦସ୍ୟ ସିଦ୍ଧାର୍ଥ ରାୟ ପ୍ରମୁଖ ଯୋଗ ଦେଇ ସେବକ ମାନଙ୍କୁ ମିଷ୍ଠାନ୍ ଓ ପୋଷାକ ବଣ୍ଟନ କରି ଥିଲେ।କାର୍ଯ୍ୟକ୍ରମକୁ ସ୍ଵର୍ଗଦ୍ଵାର ମୁଖ୍ୟ ସେବକ ସୁସ୍ମିତା ପ୍ରଧାନ ଙ୍କ ସମେତ ସେବା କେନ୍ଦ୍ରର ସମସ୍ତ ସେବକ ପରି ଚାଳନା କରି ଥିଲେ।

ଏହି ଅବସରରେ ବ୍ରାହ୍ମଣ ସେବକ ମାନ ଙ୍କୁ ବସ୍ତ୍ର ଓ ଉତ୍ତମ କାର୍ଯ୍ୟ ପାଇଁ ସଂସ୍କାର ସେବକ ଜାଗେଶ୍ବର ନାୟକ,ଦୀନବନ୍ଧୁ ନାୟକ,ଅଭୟ ନାୟକ ,ଧିରୁଆ ନାୟକ, ବନୁ ନାୟକଙ୍କୁ ସ୍ବତନ୍ତ୍ର ବୋନସ,ସମସ୍ତଙ୍କୁ ମିଷ୍ଟାନ୍ନ,ପୋଷାକ ପ୍ରଦାନ କରାଯାଇ ଥିଲା । ସୂଚନା ଯୋଗ୍ୟ ଯେ ସ୍ଵର୍ଗଦ୍ଵାର ସୁ ପରିଚାଳନା ପାଇଁ ସ୍ଵର୍ଗଦ୍ଵାର ସେବା ସମିତି ତରଫରୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ର ପ୍ରତିଷ୍ଠା କରାଯାଇଛି।ଏହି ସେବା କେନ୍ଦ୍ର ଅଧୀନରେ ୧୫୦ ରୁ ଉର୍ଦ୍ଧ୍ବ ସେବକ ପ୍ରତ୍ୟହ ସେବା ଯୋଗାଉ ଆସୁଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

ପୁରୀ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତାକାଲିଠାରୁ ୫୯ତମ କୁମାର ଉତ୍ସବ : ଶ୍ରୀକ୍ଷେତ୍ର କୁମାର ଭଵେଶ ରୋଶନ ସ୍ବାଇଁ ଶ୍ରୀକ୍ଷେତ୍ର କୁମାରୀ ଶ୍ଵେତପଦ୍ମା ଦାଶ

November 9, 2026
ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ

ଦୀପାବଳି ଅବସରରେ ସ୍ଵର୍ଗଦ୍ଵାର ସେବକ ମାନଙ୍କୁ ନୂତନ ପୋଷାକ ,ପ୍ରୋତ୍ସାହନ ରାଶି ଓ ମିଷ୍ଟାନ୍ନ ବଣ୍ଟନ

November 9, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

Thrill in Pune! A speeding HP tanker broke through a protective wall and entered a bungalow; a tree fell, the driver was injured

November 9, 2026
ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

ପଞ୍ଚାୟତରେ ରିଲିଫ ତାତି : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ ପରେ ଚାଉଳ ଓ ଟଙ୍କା ବଣ୍ଟନ ଆରମ୍ଭ

November 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version