• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା

Proprietor Abhimanyu Maharana by Proprietor Abhimanyu Maharana
November 4, 2026
in ଓଡ଼ିଶା, କନ୍ଧମାଳ, ହୋମ୍
0
ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା
Share on FacebookShare on TwitterWhatsapp

ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର କାର୍ତ୍ତିକ ମାସ ଅବସରରେ ବାଲିଗୁଡ଼ା ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟରେ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଆୟୋଜନ କରାଯାଉଛି। ଏହି ଅବସରରେ ନଭେମ୍ବର ୯ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେବ ।

ଏହି ସପ୍ତାହ ବ୍ୟାପୀ ଧାର୍ମିକ କାର୍ଯ୍ୟକ୍ରମରେ କଥା ବ୍ୟାସ ଭାବେ ଶ୍ରୀପାଦ ଭକ୍ତିବେଦାନ୍ତ ବୋଧା ବାଧାୟନ ମହାରାଜ ଯୋଗଦେଇ ଶ୍ରୀମଦ୍ ଭାଗବତର ମହତ୍ତ୍ୱ, ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା, ଭକ୍ତି, ଧର୍ମ, କର୍ମ ଓ ମାନବ ଜୀବନରେ ଆଧ୍ୟାତ୍ମିକ ଚେତନାର ଗୁରୁତ୍ୱ ସମ୍ପର୍କରେ ପ୍ରବଚନ ପ୍ରଦାନ କରିବେ । କାର୍ଯ୍ୟକ୍ରମରେ ଯୋଗଦେଉଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରତ୍ୟେକ ଦିନ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି ।

ଏହି ଧାର୍ମିକ ଆୟୋଜନକୁ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଓ ବାଲିଗୁଡ଼ାର ସମସ୍ତ ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦ ମିଳିତ ଭାବେ ଆୟୋଜନ କରୁଛନ୍ତି । ଏହି ପବିତ୍ର ଭାଗବତ କଥାରେ ସହର ତଥା ଆଖପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ଭକ୍ତଙ୍କୁ ଯୋଗଦେଇ ଆଧ୍ୟାତ୍ମିକ ଜ୍ଞାନ ଓ ଭକ୍ତିରସ ଆସ୍ୱାଦନ କରିବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

November 4, 2026
ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

କନ୍ଧମାଳ ଜିଲ୍ଲାରେ ନଭେମ୍ବର ୫ରେ ପେନ୍‌ସନ୍ ଅଦାଲତ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ହେବ ସମାଧାନ

କନ୍ଧମାଳ ଜିଲ୍ଲାରେ ନଭେମ୍ବର ୫ରେ ପେନ୍‌ସନ୍ ଅଦାଲତ ପେନ୍‌ସନ୍‌ ସମ୍ବନ୍ଧୀୟ ସମସ୍ୟାର ହେବ ସମାଧାନ

November 4, 2026
ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା

ନଭେମ୍ବର ୯ରୁ ସପ୍ତାହବ୍ୟାପୀ ଶ୍ରୀମଦ୍ ଭାଗବତ କଥା ଓ ଆଧ୍ୟାତ୍ମିକ ପ୍ରବଚନ : ପ୍ରତିଦିନ ରହିବ ପ୍ରସାଦ ସେବନ ବ୍ୟବସ୍ଥା

November 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

ଦୀପାବଳୀରେ ବାଣ ବ୍ୟବସାୟକୁ ନେଇ ପ୍ରଶାସନର ନିୟମ ଉପରେ ପ୍ରଶ୍ନବାଚୀ : ନିୟମ ଭିତରେ ରହି ବ୍ୟବସାୟ କରିବେ କିପରି?

November 4, 2026
ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

ଆଦିବାସୀ ମହାବିଦ୍ୟାଳୟରେ ଏ ଆଇ ସାକ୍ଷରତା ମିଶନ : ଛାତ୍ରଛାତ୍ରୀଙ୍କୁ ଦିଆଗଲା ଭବିଷ୍ୟତ ପ୍ରଯୁକ୍ତିବିଦ୍ୟାର ମନ୍ତ୍ର

November 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version