ପୁରୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ୱାର୍ଲଡ ପୋଷ୍ଟ ଡେ ଉପଲକ୍ଷେ ଭୁବନେଶ୍ବର ରିଜିଓନାଲ ଟ୍ରେନିଙ୍ଗ ସେଣ୍ଟର ଠାରେ ପୋଷ୍ଟାଲର କାର୍ଯ୍ୟ ଦକ୍ଷତା ପାଇଁ ଅନେକ ବ୍ଯକ୍ତିଙ୍କୁ ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଓଡିଶା ସର୍କଲ ର ଚିପ୍ ପିଏମଜି ଯୋଗ ଦେଇଥିଲେ । ପୋଷ୍ଟ ଅଫିସ ର ବିଭିନ୍ନ କାର୍ଯ୍ୟ ଓ ବ୍ଯବସାୟ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଏହି ସମ୍ମାନ ଦିଆଯାଇଥିଲା । ଏଥିରେ ବ୍ରହ୍ମପୁର ଆଞ୍ଚଳିକ ଡିଭିଜନର ପିଏମଜି, ସମ୍ବଲପୁର ଓ କଟକର ପିଏମଜି ମାନେ ଉପସ୍ଥିତ ଥିଲେ ।
















