ଆଜିତାରିଖ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁରେକେଲା ବ୍ଲକ ଅଧିନ୍ୟସ ମହାଖଣ୍ଡ ଗ୍ରାମ ର ବନଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ତ୍ରିବେଣୀ କଳାକାର ସଂଘ ଓ ପଶ୍ଚିମ ଓଡିଶା ଲୋକ କଳା ପୁନଃରୁଦ୍ଧାର ପରିଷଦ ବଡବାଙ୍କି କନ୍ଦେଇ ମହାଖଣ୍ଡ ଗ୍ରାମପଞ୍ଚାୟତ ର କଳାକାର ମାନଙ୍କ ଆନୁକୂଲ୍ୟରେ ଏହି ନୁଆଁଖାଇ ଭେଟ ଘାଟ ରଙ୍ଗରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଲକ୍ଷ୍ମଣ ବାଗ ମାନ୍ୟବର ବିଧାୟକ କଣ୍ଟାବାଞ୍ଜି ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସୁଦାମ ବିଶି ଜିଲ୍ଲା କଳା ସଂସ୍କୃତି ଉପ ସଭାପତି ବଲାଙ୍ଗୀର ସମ୍ମାନିତ ଅତିଥି ଶ୍ରୀଯୁକ୍ତ ରାକେଶ ବେହେରା
















