
ନାଚୁଣୀ (ଓଡିଶା ତାଜା ନ୍ୟୁଜ ) ନି.ପ୍ର :- ନାଚୁଣୀ ବରିଷ୍ଠ ନାଗରିକ ସଙ୍ଘ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀ ଙ୍କ ଆହ୍ୱାନ ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମୂଲ୍ୟବାନ କୁ ଅଗ୍ରାଧିକାର ଦେଇ ନାଚୁଣୀ ବଜାର ମଧ୍ୟରେ ଆଠ ଶହ ମିଟର ପରିମିତ ରାସ୍ତା ରୁ ଆବର୍ଜନା ସଫା କରିଥିଲେ । ଏହି କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ଅନୁଷ୍ଠାନ ର ସଭାପତି ଅଶ୍ୱିନୀ କୁମାର ମହାପାତ୍ର,














