ପୁରୀ (ଓଡିଶା ତାଜା ନ୍ୟୁଜ ) (ନି.ପ୍ର ) କୁମ୍ଭାରପଡ଼ା :- ଶ୍ରୀ ଲକ୍ଷ୍ମୀଧର ବିଶୋଇ ପରଲୋକରେ ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ପରିବାର ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଅଛି । ଶେଷ ସମ୍ମାନ ଗ୍ରହଣ କରିଥିଲେ ରଥ ସେବା ସମ୍ମାନ -୨୦୨୬ ମହାପ୍ରଭୁଙ୍କ ଅଧର ହାଣ୍ଡି କୁମ୍ଭାର ବଶିଷ୍ଟ କୁମ୍ଭାର ଶ୍ରୀ ଲକ୍ଷ୍ମୀଧର ବିଶୋଇ । ସେ ଏହି ପିଢ଼ିର ଶେଷ ପ୍ରମୁଖ କୁମ୍ଭାରମାନଙ୍କ ମଧ୍ୟରୁ ଜଣେ ଥିଲେ,
















