• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଦୁବାଇ ରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା – ଦୁବାଇ

Proprietor Abhimanyu Maharana by Proprietor Abhimanyu Maharana
October 3, 2020
in Uncategorized, ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ଦୁବାଇ ରେ ଦୁର୍ଦ୍ଦଶା ଗ୍ରସ୍ତ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁ.ଏ.ଇ ର ସହାୟତା – ଦୁବାଇ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୩ ଅକ୍ଟୋବର ଶନିବାର ) ଦୁବାଇ :- ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ ) ଦ୍ୱାରା ଉଦ୍ଧାର କରାଯାଇଛି । ଓ.ସ.ୟୁ.ଏ. ଇ ର ସଭାପତି ଅମୀୟ ମିଶ୍ର , ସାଧାରଣ ସଂପାଦକ ପ୍ରିତୀଶ ଦାଶ , ଉପସଭାପତି ସୁଶାନ୍ତ କୁମାର ପଣ୍ଡା , କାର୍ଯ୍ୟକାରୀ କମିଟି ସଦସ୍ୟ ଚିନ୍ମୟ ଜେନା ଏବଂ ଜ୍ୟୋତି ରଞ୍ଜନ ପଣ୍ଡା, ଭାରତ ସରକାରଙ୍କ ର ଦୁବାଇ ସ୍ଥିତ କନସୁଲେଟ ରେ ଅବସ୍ଥାପିତ ଶ୍ରମ ବ୍ୟପାର ର କନସଲ ଅଧିକାରୀ ଜୀତେନ୍ଦ୍ର ନେଗୀଙ୍କର ସହାୟତା ରେ ନିର୍ଯାତନା ଭୋଗ କରୁଥିବା ଏହି ଯୁବକ ମାନଂକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଶ୍ରମିକ ମାନେ ବିନା କାମ ଦାମ ରେ ଓପାସ ଭୋକରେ କାଳ କାଟୁଥିବା ସହିତ ଗଭୀର ମାନସିକ ଯନ୍ତ୍ରଣା ମଧ୍ୟରେ ରହିଥିବା ସେମାନଂକୁ ଭେଟିବାକୁ ଯାଇଥିବା ବେଳେ, ଏହି ପ୍ରତିନିଧି ମାନଂକୁ ଜଣାଇଛନ୍ତି । ସେମାନଙ୍କର ନିୟୁକ୍ତିକାରୀ ମାଲିକ, ଶ୍ରମିକ ମାନଙ୍କର ପାସପୋର୍ଟ ନଫେରାଇ କମ୍ପାନୀ ବନ୍ଦ କରି ଦେଶ ଛାଡ଼ି ଚାଲି ଯାଇଥିବା ସେମାନେ ସୁଚାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ବା ଦୁବାଇ ଭଳି ଦାମୀ ସହରରେ ଚଳିବା ପାଇଁ ହାତରେ ପଇସା ଶୂନ ଥିବା ସେମାନେ ପ୍ରକାଶ କରିଛନ୍ତି । ଯୁବକ ମାନଂକର ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ କନସୁଲେଟ ଅଧିକାରୀ ଶ୍ରୀ ନେଗୀଙ୍କର ସହଯୋଗ ରେ ଓଡ଼ିଶା ସମାଜ ୟୁ.ଏ.ଇ. ତରଫ ରୁ ସେମାନଙ୍କର ତୁରନ୍ତ ଓଡ଼ିଶା ଫେରିବା ପାଇଁ ନିଃଶୁଳ୍କ ବିମାନ ଯାତ୍ରା ର ବ୍ୟବସ୍ଥା କରାଯାଇଛି ଦୁବାଇ ରେ ଅଟକବନ୍ଦୀ ହୋଇ ରହିଥିବା ୧୭ ଜଣ ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶା ସମାଜ ୟୁନାଇଟେଡ଼ ଆରବ ଏମିରେଟସ (ଓ.ସ.ୟୁ.ଏ. ଇ ) ଦ୍ୱାରା ଉଦ୍ଧାର କରାଯାଇଛି । ଓ.ସ.ୟୁ.ଏ. ଇ ର ସଭାପତି ଅମୀୟ ମିଶ୍ର , ସାଧାରଣ ସଂପାଦକ ପ୍ରିତୀଶ ଦାଶ , ଉପସଭାପତି ସୁଶାନ୍ତ କୁମାର ପଣ୍ଡା , କାର୍ଯ୍ୟକାରୀ କମିଟି ସଦସ୍ୟ ଚିନ୍ମୟ ଜେନା ଏବଂ ଜ୍ୟୋତି ରଞ୍ଜନ ପଣ୍ଡା, ଭାରତ

ସରକାରଙ୍କ ର ଦୁବାଇ ସ୍ଥିତ କନସୁଲେଟ ରେ ଅବସ୍ଥାପିତ ଶ୍ରମ ବ୍ୟପାର ର କନସଲ ଅଧିକାରୀ ଜୀତେନ୍ଦ୍ର ନେଗୀଙ୍କର ସହାୟତା ରେ ନିର୍ଯାତନା ଭୋଗ କରୁଥିବା ଏହି ଯୁବକ ମାନଂକୁ ଠାବ କରିବାରେ ସକ୍ଷମ ହୋଇଛନ୍ତି । ଶ୍ରମିକ ମାନେ ବିନା କାମ ଦାମ ରେ ଓପାସ ଭୋକରେ କାଳ କାଟୁଥିବା ସହିତ ଗଭୀର ମାନସିକ ଯନ୍ତ୍ରଣା ମଧ୍ୟରେ ରହିଥିବା ସେମାନଂକୁ ଭେଟିବାକୁ ଯାଇଥିବା ବେଳେ, ଏହି ପ୍ରତିନିଧି ମାନଂକୁ ଜଣାଇଛନ୍ତି । ସେମାନଙ୍କର ନିୟୁକ୍ତିକାରୀ ମାଲିକ, ଶ୍ରମିକ ମାନଙ୍କର ପାସପୋର୍ଟ ନଫେରାଇ କମ୍ପାନୀ ବନ୍ଦ କରି ଦେଶ ଛାଡ଼ି ଚାଲି ଯାଇଥିବା ସେମାନେ ସୁଚାଇଛନ୍ତି । ସେମାନଙ୍କର ମୁଣ୍ଡ ଗୁଞ୍ଜିବା ପାଇଁ ବାସସ୍ଥାନ ବା ଦୁବାଇ ଭଳି ଦାମୀ ସହରରେ ଚଳିବା ପାଇଁ ହାତରେ ପଇସା ଶୂନ ଥିବା ସେମାନେ ପ୍ରକାଶ କରିଛନ୍ତି । ଯୁବକ ମାନଂକର ଦୁର୍ଦ୍ଦଶା ସଂପର୍କରେ ଅବଗତ ହେବା ପରେ କନସୁଲେଟ ଅଧିକାରୀ ଶ୍ରୀ ନେଗୀଙ୍କର ସହଯୋଗ ରେ ଓଡ଼ିଶା ସମାଜ ୟୁ.ଏ.ଇ. ତରଫ ରୁ ସେମାନଙ୍କର ତୁରନ୍ତ ଓଡ଼ିଶା ଫେରିବା ପାଇଁ ନିଃଶୁଳ୍କ ବିମାନ ଯାତ୍ରା ର ବ୍ୟବସ୍ଥା କରାଯାଇଛି । ଚାଟାର୍ଡ଼ ବିମାନ ବା ବନ୍ଦେ ଭାରତ ମିଶନ ମାଧ୍ୟମ ରେ ଆନ୍ତର୍ଜାତୀକ ବିମାନ ଯାତ୍ରା ର ଦିନ ଠିକ ହେବା ପର୍ଯ୍ୟନ୍ତ ଏହି ଅତ୍ୟାଚାରିତ ଶ୍ରମିକ ମାନଂକୁ ଦୁବାଇ ରେ ରହିବା ଏବଂ ଦୈନିକ ଖାଇବାର ଖର୍ଚ୍ଚ ଓ.ସ.ୟୁ.ଏ.ଇ.ଓ ଭାରତୀୟ କନସୁଲେଟ ମିଳିତ ଭାବେ ବହନ କରିବେ ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ । ଏଠାରେ ପ୍ରକାଶ ଥାଉକି ଦୁବାଇ ରେ ଅଟକି ଥିବା ଏହି ଶ୍ରମିକ ମାନଂକର ଦୟନୀୟ ସ୍ଥିତି ସଂପର୍କରେ ସେମାନେ ପ୍ରଥମେ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ୍ କରି ଜଣାଇଥିଲେ ।

ଶ୍ରୀ ମିଶ୍ର ଏହାର ଉତ୍ତର ରେ ରିଟୁଇଟ କରି ଦୁବାଇ ବେଶୀ ଦୂର ନୁହେଁ ବ୍ୟସ୍ତ ନ ହେବାକୁ କହି ସେମାନଂକୁ ସହାୟତା ର ଆଶ୍ୱାସନା ଦେଇଥିଲେ । ଶ୍ରୀ ମିଶ୍ରଙ୍କର ରିଟୁଇଟ ସଂପର୍କରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧାରଣ ସଂପାଦକ ପ୍ରିତୀଶ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୂର୍ଣ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ । ଏହାପରେ ଶ୍ରୀ ଦ୍ୱିବେଦୀ ଓ ସମାଜସେବୀ ପ୍ରତ୍ୟୁଷ ପଣ୍ଡା ଟୁଇଟ୍ କରି ଶ୍ରୀ ମିଶ୍ରଙ୍କୁ ଓ ଶ୍ରମିକ ମାନଙ୍କୁ ଓ.ସ.ୟୁ.ଏ. ଇ ର ସହାୟତା ନେଇ ଭରସା ସଂପର୍କରେ ଉଲ୍ଲେଖ କରିବା ସହିତ ସାଧାରଣ ସଂପାଦକ ଶ୍ରୀ ଦାଶଙ୍କର ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଥିଲେ । ପରେ ପରେ ଓ.ସ.ୟୁ.ଏ. ଇ ଓ କନସୁଲେଟ ର ପ୍ରତିନିଧି ଦଳ ଶ୍ରମିକ ମାନଙ୍କର ଅଟିକିଥିବା ସ୍ଥାନକୁ ଯାଇ, ସେମାନଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ସମର୍ଥନ, ସହାନୁଭୂତି ଓ ସଦ୍ଦିଚ୍ଛା ପ୍ରଦାନ କରିବା ନେଇ ଆଶ୍ୱସ୍ତ କରିଥିଲେଚାଟାର୍ଡ଼ ବିମାନ ବା ବନ୍ଦେ ଭାରତ ମିଶନ ମାଧ୍ୟମ ରେ ଆନ୍ତର୍ଜାତୀକ ବିମାନ ଯାତ୍ରା ର ଦିନ ଠିକ ହେବା ପର୍ଯ୍ୟନ୍ତ ଏହି ଅତ୍ୟାଚାରିତ ଶ୍ରମିକ ମାନଂକୁ ଦୁବାଇ ରେ ରହିବା ଏବଂ ଦୈନିକ ଖାଇବାର ଖର୍ଚ୍ଚ ଓ.ସ.ୟୁ.ଏ.ଇ.ଓ ଭାରତୀୟ କନସୁଲେଟ ମିଳିତ ଭାବେ ବହନ କରିବେ ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ । ଏଠାରେ ପ୍ରକାଶ ଥାଉକି ଦୁବାଇ ରେ ଅଟକି ଥିବା ଏହି ଶ୍ରମିକ ମାନଂକର ଦୟନୀୟ ସ୍ଥିତି ସଂପର୍କରେ ସେମାନେ ପ୍ରଥମେ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କୁ ଟୁଇଟ୍ କରି ଜଣାଇଥିଲେ । ଶ୍ରୀ ମିଶ୍ର ଏହାର ଉତ୍ତର ରେ ରିଟୁଇଟ କରି ଦୁବାଇ ବେଶୀ ଦୂର ନୁହେଁ ବ୍ୟସ୍ତ ନ ହେବାକୁ କହି ସେମାନଂକୁ ସହାୟତା ର ଆଶ୍ୱାସନା ଦେଇଥିଲେ । ଶ୍ରୀ ମିଶ୍ରଙ୍କର ରିଟୁଇଟ ସଂପର୍କରେ ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ, ଓଡ଼ିଶା ସମାଜ ୟୁ.ଏ.ଇ. ର ସାଧାରଣ ସଂପାଦକ ପ୍ରିତୀଶ ଦାଶଙ୍କର ଦୃଷ୍ଟି ଆକର୍ଷଣ କରିବା ପରେ ସେ ସମ୍ପୂର୍ଣ ସାହାଯ୍ୟ ର ପ୍ରତିଶୃତି ଦେଇଥିଲେ । ଏହାପରେ ଶ୍ରୀ ଦ୍ୱିବେଦୀ ଓ ସମାଜସେବୀ ପ୍ରତ୍ୟୁଷ ପଣ୍ଡା ଟୁଇଟ୍ କରି ଶ୍ରୀ ମିଶ୍ରଙ୍କୁ ଓ ଶ୍ରମିକ ମାନଙ୍କୁ ଓ.ସ.ୟୁ.ଏ. ଇ ର ସହାୟତା ନେଇ ଭରସା ସଂପର୍କରେ ଉଲ୍ଲେଖ କରିବା ସହିତ ସାଧାରଣ ସଂପାଦକ ଶ୍ରୀ ଦାଶଙ୍କର ମୋବାଇଲ ନମ୍ବର ମଧ୍ୟ ପ୍ରଦାନ କରିଥିଲେ । ପରେ ପରେ ଓ.ସ.ୟୁ.ଏ. ଇ ଓ କନସୁଲେଟ ର ପ୍ରତିନିଧି ଦଳ ଶ୍ରମିକ ମାନଙ୍କର ଅଟିକିଥିବା ସ୍ଥାନକୁ ଯାଇ, ସେମାନଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ସାହାଯ୍ୟ, ସହଯୋଗ, ସମର୍ଥନ, ସହାନୁଭୂତି ଓ ସଦ୍ଦିଚ୍ଛା ପ୍ରଦାନ କରିବା ନେଇ ଆଶ୍ୱସ୍ତ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026

Recent News

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

ରାଜ୍ୟସ୍ତରୀୟ ଟାଇକୋଣ୍ଡରେ ପ୍ରତିଯୋଗିତାରେ ନୟାଗଡ ଜିଲ୍ଲାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ଏବଂ ୨ କାଂସ୍ୟ ପଦକ

April 28, 2026
ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

ପୁରୀ ଜିଲ୍ଲା ଧାନ ସଂଗ୍ରହ ମକିଟି ବୈଠକ

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version