କଟକ (ଓଡିଶା ତାଜାନ୍ୟୁଜ ) ନି. ପ୍ର :- କଟକ ମହାନଗର ନିଗମ ଅନ୍ତର୍ଗତ ୩୩ ନମ୍ବର ୱାର୍ଡ ଶଙ୍କରପୁର ଅଞ୍ଚଳର ପୂର୍ବତନ କର୍ପୋରେଟର କବିୟିତ୍ରୀ ବାସନ୍ତୀ ପ୍ରଧାନ ଙ୍କର ୭୮ ବର୍ଷ ବୟସରେ ଆକସ୍ମିକ ଦେହାନ୍ତ ହୋଇଛି । ସେ ଜଣେ ପରୋପକାରୀ ଏବଂ ଧର୍ମପରାୟଣ ମହିଳା ଭାବେ ପରିଚିତ ଥିଲେ । ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଶ୍ରୀମତୀ ପ୍ରଧାନ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ଜଡିତ ଥିଲେ ।

ଅନୁରୂପ ଭାବେ ସେ କଟକର ସମ୍ମାନଜନକ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ଓ ଛତ୍ରବଜାର ସରକାରୀ ବିଦ୍ୟାଳୟ ର ପରିଚାଳନା ସମିତିର ପ୍ରାକ୍ତନ ସଦସ୍ୟା ମଧ୍ୟ ଥିଲେ। ଶ୍ରୀମତୀ ପ୍ରଧାନ ଶଙ୍କରପୁର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ସ୍ୱର୍ଗତ ଫଗୁମଣି ଖୁଣ୍ଟିଆଙ୍କ ଜ୍ୟେଷ୍ଠ କନ୍ୟା ତଥା ଇଞ୍ଜିନିୟର ସ୍ୱର୍ଗତ ଶିଶିର କୁମାର ପ୍ରଧାନଙ୍କ ସହଧର୍ମିଣୀ ଥିଲେ । ବିୟୋଗ ସମୟରେ ତାଙ୍କର ପୁତ୍ର ସୌମ୍ୟ, ପୁତ୍ରବଧୂ ସରିତା, ନାତି ରିହାନ ଓ କନ୍ୟା ସୌମ୍ୟା ଆଦି ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l