ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ବକ୍ସି ସାହି ସ୍ଥିତ କାର୍ଯ୍ୟାଳୟ ଠାରେ ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରିଣୀ ସମିତିର ସଦସ୍ୟମାନଙ୍କର ଚୟନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଚୟନ କରାଯାଇଥିବା ପଦାଧିକାରୀଙ୍କ ନାମ ଓ ପଦବୀ ନିର୍ଣ୍ଣୟ କରାଗଲା । ଏହି ମଞ୍ଚର କର୍ମକର୍ତ୍ତା ଓ ମଞ୍ଚର ସଭାପତି ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ, ଉପସଭାପତି ଶ୍ରୀ ସୁବାସଚନ୍ଦ୍ର ବେହେରା, ସାଧାରଣ ସଂପାଦକ ଶ୍ରୀ ହରିମୋହନ ପଟ୍ଟନାୟକ,















