ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଚଳିତ ବର୍ଷ ୧୫ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବୋଙ୍ଗାଲୋ ସ୍ଥିତ ଏୟାର ର୍ଫୋର୍ସ ଇନୋଣ୍ଡର ଷ୍ଟଡିୟମ କମ୍ପ୍ଲେକ୍ସ ବାଙ୍ଗାଲୋର ଠାରେ ଜାତୀୟ ସ୍ତରୀୟ ତାଇକୋନ୍ଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଅଛି । ଏହି ଜାତୀୟ ଡାଇକୋନଡୁ ପ୍ରତିଯୋଗିତା କେନ୍ଦ୍ରୀୟ ବିଦ୍ୟାଳୟ ଦ୍ବାରା ଆୟୋଜନ କରଯାଇଥିଲା ।















