ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବୋଲଗଡ ଥାନା ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଣ୍ଡଳ ସିଂହ ଗ୍ରାମର ତ୍ରିନାଥ ସାହୁଙ୍କ ଏକ ମାତ୍ର ପୁତ୍ର ତଥା ପରମାନନ୍ଦ ମହାବିଦ୍ୟାଳୟର ଯୁକ୍ତ ୩ କଳା ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର ସ୍ବର୍ଗତ ସନ୍ତୋଷ ସାହୁ ବିଷାକ୍ତ ସାପ କାମୁଡ଼ାରେ ମୁର୍ତ୍ୟୁ ବରଣ କରିଅଛନ୍ତି I ତାଙ୍କ ବିୟୋଗ ଯୋଗୁଁ ଫାସୀଓଦା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଓ ପରମାନନ୍ଦ ମହାବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇ ଅଛି I

ସମାଜ ସେବୀ ଲୋକନାଥ ବେହେରାଙ୍କ ସଭାପତିତ୍ୱରେ ଓ ପରିବାର ବର୍ଗଙ୍କ ଆବାହକତ୍ୱରେ ଏକ ସ୍ମୃତି ଚାରଣ ସଭା ମଣ୍ଡଳସିଂହ ଗ୍ରାମରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ,ବୀରକିଶୋର ସାହୁ,ଶିକ୍ଷକ ତ୍ରିନାଥ ଜେନା,ଜନ୍ମେଜୟ ମାଝୀ,ସୁରେଶନ ବେହେରା ସୁଧାଂଶୁ କୁମାର ରଣସିଂହ ଏବଂ















