• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

Proprietor Abhimanyu Maharana by Proprietor Abhimanyu Maharana
August 4, 2026
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ
Share on FacebookShare on TwitterWhatsapp

କୋରାଇ ମଣ୍ଡଳ ସାହିତ ସଂସଦର ଶ୍ରୀ ଜୟଦେବ ଉତ୍ସବ ଓ ବର୍ଷା କବିତା ଆସର

କୋରାଇ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କୋରାଇ ମଣ୍ଡଳ ସାହିତ୍ୟ ସଂସଦର ଶ୍ରୀ ଜୟଦେବ ଉତ୍ସବ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଓ ବର୍ଷା କବିତା ଆସର ରବିବାର ଧନେଶ୍ୱର ପଂଚାୟତ ପଣ୍ଡୁଳା (ମୃତ୍ୟୁଞ୍ଜୟପୁର) ସ୍ଥିତ ହିଙ୍ଗୁଳା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ଦ୍ୱିତୀୟ ଅଧିବେଶନ ସଭାପତି ନନ୍ଦକିଶୋର ସିଂହଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ଓ ଜୟଦେବଙ୍କ ଉପରେ ଆଲୋଚନା ଚକ୍ରକୁ ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆ ସଂଚାଳନା କରିଥିଲେ ।

ମୁଖ୍ୟଅତିଥିଭାବେ ଜଗନ୍ନାକଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ମହାପାତ୍ର ଯୋଗଦେଇ ଶ୍ରୀ ଜଗନ୍ନାଥ ଓ ଶ୍ରୀ ଜୟଦେବଙ୍କ ମଧ୍ୟରେ ସଂପର୍କ ଅତିମଧୁର ଥିଲା । ଜୟଦେବଙ୍କ ଗୀତଗୋବିନ୍ଦକୁ ରାତିରେ ପ୍ରଭୁ ଜଗନ୍ନାଥ ନଶୁଣିଲେ ତାଙ୍କୁ ନିଦହୋଇନଥାଏ ବୋଲି କଥିତ ଅଛି । ଯାହାକି କବି ଜୟଦେବଙ୍କ ସାହିତ୍ୟ ସର୍ବଜନ ବିଦିତ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପଣ୍ଡିତ ଭୂପତିଭୂଷଣ ମିଶ୍ର ଯୋଗଦେଇ କବି ଜୟଦେବଙ୍କ ଜତୀୟ କବି ଭାବେ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛିନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ଅଧ୍ୟକ୍ଷ ଶିବଚରଣ ମାଝୀ ଓ ପ୍ରାଣକୃଷ୍ଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅକ୍ଷୟ କୁମାର ମହାନ୍ତି ଯୋଗଦେଇ ଶ୍ରୀଜୟଦେବଙ୍କ ସଂପର୍କରେ ଆଲୋକପାତ କରିଥିଲେ । ସଂସଦର କାର୍ଯ୍ୟନିର୍ବାହୀ ସଂପାଦକ ଦୟାନିଧି ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସଂପାଦକ ଡକ୍ଟର ଖୁଂଟିଆ ବିବରିଣୀ ପ୍ରଦାନ କରିଥିଲେ । ଏହିଅବସରରେ ଡକ୍ଟର ପ୍ରଭାତକୁମାର ମହାପାତ୍ରଙ୍କୁ ‘ଶ୍ରୀ ଜୟଦେବ ଉତ୍ସବ ସମ୍ମାନ’, ନାଟ୍ୟାକର ସୁକାନ୍ତ କୁମାର ରାଉତଙ୍କୁ ‘କିଶୋରଚନ୍ଦ୍ର ଦାସ କଳା ସମ୍ମାନ’, ଗାୟକ ରଘୁନାଥ ପାଢୀଙ୍କୁ ‘ଗାୟକ ନଟରାଜ ସମ୍ମାନ’, ‘ନିଟ୍‌’ପରୀକ୍ଷାରେ କୃତୀଛାତ୍ର ମନିସ ରଞ୍ଜନ ମଲ୍ଲିକଙ୍କୁ ‘ମେଧାସମ୍ମାନ’ଓ ଜାନକୀ-ଦୁର୍ଯ୍ୟୋଧନ ଘଡାଇ ଦମ୍ପତିଙ୍କୁ ‘ସ୍ୱତନ୍ତ୍ର ସମ୍ମାନ’ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

ଏଥି ସହିତ ଶିଶୁସାହିିତ୍ୟିକ ନନ୍ଦକିଶୋ ସିଂହଙ୍କ ‘ମକରା ଖାଇଲା କାକରା’ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କ ‘ସତୀ ଚଉଁରାର ସ୍ୱର’ କବି ସୁବାସ ବଳସାମନ୍ତଙ୍କ ‘ସମର୍ପିତା ଶଖୀ’, ଅକ୍ରୁର କିଶୋର ବଳଙ୍କ ‘ଦର୍ଶନ’, ଜୟନ୍ତୀ ଜେନାଙ୍କ ‘ଜୀବ ରଶ୍ମି’ ପୁସ୍ତକ ଆଦିକୁ ଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଶେଷରେ ସଙ୍ଗଠନ ସଂପାଦକ ପ୍ରଦୀପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ପୂର୍ବାହ୍ଣରେ ପ୍ରାରମ୍ଭିକ ଅଧିବେଶନ ‘ବର୍ଷା କବିତା ଆସର’ ଉପସଭାପତି ବିନୋଦବିହାରୀ ସାହୁଙ୍କ ଦ୍ୱାରା ଉଦ୍‌ଘାଟନ ହୋଇଥିଲା ବେଳେ କାର୍ଯ୍ୟକାରୀ ସଭାପତି ପ୍ରାଧ୍ୟାପକ ଶିବଚରଣ ମାଝୀ ସଭାପତିତ୍ୱ କରିଥିଲେ ।

ସଂପାଦକ ଡକ୍ଟର ଖୁଂଟିଆ ସୂଚନା ପ୍ରଦାନ କରିଥିଲା ବେଳେ ମୁଖ୍ୟ ଅତିଥିଭାବେ ପ୍ରାଧ୍ୟପିକା ଡଃ ପ୍ରଜ୍ଞାପ୍ରବର୍ତିକ ଦାଶ, ସମ୍ମାନିତ ଅତିଥିଭାବେ ବରିଷ୍ଠ କବି ଡକ୍ଟର ଅଶୋକ କୁମାର ସିଂହ ଓ ପଣ୍ଡିତ ଡକ୍ଟର ଅକ୍ଷୟ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ । ପଣ୍ଡିତ ଅଶୋକ କୁମାର ପତି ଓ ଜିତେନ୍ଦ୍ର ବେହେରାଙ୍କ ସଂଯୋଜନାରେ ପ୍ରଭାତ ମଲ୍ଲିକ, ଡ. ପ୍ରସାନ୍ତ କୁମାର ସ୍ୱାଇଁ, ସନ୍ଧ୍ୟାରଣୀ ଘଡାଇ, ଡକ୍ଟର ମମତାମୟୀ ଦାଶ, ଅଧ୍ୟାପିକା ସୁଶ୍ରୀ ସଂଗୀତା ମହାପାତ୍ର, ମଧୁସ୍ମିତା ସାହୁ, ମଧୁସୂଦନ ମହାପାତ୍ର, ନାରାୟଣ ନାୟକ, ପ୍ରତାପରୁଦ୍ର ପଣ୍ଡା,

ବୃନ୍ଦାବନ ସାହୁ, ଶିଶିର କୁମାର ପଣ୍ଡା, ନିର୍ମଳଚନ୍ଦ୍ର ରାଉତ, ରାମଚନ୍ଦ୍ର ଦାଶ, ଯଜାତି ସାହୁ, ସୁକାନ୍ତି ପଣ୍ଡା, ପ୍ରମୋଦ କୁମାର ମହାନ୍ତି ପ୍ରମୁଖ ଶତାଧିକ କବି ସ୍ୱରଚିତ ବର୍ଷା କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ସହସଂପାଦକ ଅକ୍ଷୟକୁମାର ବାରିକ, ଅଧ୍ୟାପକ ମଳୟକୁମାର ମଲ୍ଲିକ, ସାଂସ୍କୃତିକ ସଂପାଦକ ବାଇଧର ମାଝୀ, ଭୁବନ ମୋହନ ମହାନ୍ତି, ନସମୁଲ ଗନି, ଅମ୍ବରିଶ ପ୍ରିୟଦର୍ଶନ ଖୁଂଟିଆ, ଡଃ ମୋହନ ଚରଣ ଖୁଂଟିଆ, ପ୍ରାଧ୍ୟାପକ ଗୋକୁଳାନନ୍ଦ ବିଶ୍ୱାଳ, ପୀତାମ୍ବର ନନ୍ଦ, ସରପଂଚ ଶ୍ୟାମସୁନ୍ଦ ମାଝୀ ପ୍ରମୁଖ ସଂସଦର କର୍ମକର୍ତା ଓ ସଦସ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

August 4, 2026
କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

August 4, 2026
ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ

ପାରଳା ଆଇଆଇସିଙ୍କ କାର୍ଯ୍ୟଦକ୍ଷତା : ୫ ଲକ୍ଷ ଲୁଟି ନେଇଥିବା ଲୁଟେରାକୁ ୪୦ ମିନିଟରେ ଗିରଫ କଲେ

August 4, 2026
ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଗୋଷାଣୀ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

August 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

ରଥଯାତ୍ରାରେ ବି.ଏମ. ଫାଉଣ୍ଡେସନ ପକ୍ଷରୁ ସେବା କାର୍ଯ୍ୟକ୍ରମ

August 4, 2026
କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

କବି ଜୟଦେବ ଜାତୀୟ କବିଭାବେ ସାହିତ୍ୟ ଜଗତରେ ପରିଚିତ

August 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version