ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପବିତ୍ର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ସ୍ୱଚ୍ଛ, ସୁନ୍ଦର ଓ ଭକ୍ତମାନଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ସଫେଇ କର୍ମଚାରୀମାନଙ୍କୁ ସମ୍ମାନିତ କରାଯାଇଛି।ଏହି ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ତଥା ଭାଜପା ଯୁବମୋର୍ଚ୍ଚା ମାଉସୀମା ମଣ୍ଡଳ ସଭାପତି ଶିବନାରାୟଣ ଦାସ, ଭାଜପା ପୁରୀ ଜିଲ୍ଲା ସମ୍ପାଦକ ଅନିଲ କୁମାର ସାହୁ ଏବଂ ଭାଜପା ଯୁବମୋର୍ଚ୍ଚା ଜିଲ୍ଲା ଉପସଭାପତି ମନୋଜ କୁମାର ବିଶୋଇ ସଫେଇ କର୍ମଚାରୀମାନଙ୍କୁ ଉତ୍ତରୀୟ,















