No Result
View All Result
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ସେମାନେ ପ୍ରତ୍ୟେକ ଦିନ କେବଳ କିଛି ପରିମାଣର ଜଳ ବ୍ୟବହାର କରନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ସକାଳେ ପ୍ରଥମ ଗ୍ଲାସ ପିଇବା ଏବଂ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଘର ସଫା କରିବା ଓ ରାତିରେ ଶୋଇବା ପର୍ଯ୍ୟନ୍ତ ଜଳ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଓତଃପ୍ରୋତ ଭାବରେ ଜଡିତ । ଆମେ ଯେତେବେଳେ ଜଳ ଦେଖୁ, ସେତେବେଳେ ଆମେ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଦାନ କରିଚାଲିଥିବା ସେହି ନିରୀବ ସୁଗମକାରୀକୁ କ୍ୱଚିତ ଚିହ୍ନିପାରୁ ।

ଚଳିତ ରଥ ଯାତ୍ରାରେ କ୍ରମ୍ପଟନ ଗ୍ରୀଭ୍ସ୍ କଞ୍ଜୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ ସେହି ଅନ୍ତର୍ଦୃଷ୍ଟିକୁ ସମଗ୍ର ପୁରୀ ଓ ଭୁବନେଶ୍ୱର-ପୁରୀ କରିଡରରେ ଏକ ସାଂସ୍କୃତିକ ଦୃଷ୍ଟିରୁ ପ୍ରତିନିଧିତ୍ୱ କରୁଥିବା ସକ୍ରିୟକରଣରେ ପରିବର୍ତ୍ତିତ କରିଛି । ପିଢି ପରେ ପିଢି ରଥ ଯାତ୍ରା ବିଶ୍ୱାସ ଓ ଆସ୍ଥାର ଏକ ଦୀର୍ଘସ୍ଥାୟୀ ଯାତ୍ରାର ପ୍ରତୀକ ହୋଇ ରହିଆସିଛି । କ୍ରମ୍ପଟନ ପମ୍ପ୍ସ୍ ଏହି ପରମ୍ପରାରେ ଭକ୍ତଗଣ ରଖୁଥିବା ଆସ୍ଥା ଏବଂ ଦୈନନ୍ଦିନ ଗ୍ରାହକମାନେ ଜଳ-ଯୋଗାଣ ପ୍ରଯୁକ୍ତି ଉପରେ ରଖୁଥିବା ଆସ୍ଥା ମଧ୍ୟରେ ଏକ ଉଦ୍ଦେଶ୍ୟମୂଳକ ସମାନ୍ତରାଳ ଉପସ୍ଥାପନା କରୁଛି ।
ଏହି ପ୍ରଚାର ଅଭିଯାନ କେବଳ ପାର୍ବଣ ସମୟରେ ପରିଦୃଶ୍ୟ ହେବା ନିମନ୍ତେ ନୁହେଁ, ବରଂ ଦିନ ପରେ ଦିନ କ୍ରମ୍ପଟନର ପ୍ରଦର୍ଶନ ଭରସାଯୋଗ୍ୟ ବୋଲି ଏକ ମଜଭୁତ ବ୍ରାଣ୍ଡ୍କୁ ତତ୍କ୍ଷଣାତ ଇନ୍ଦ୍ରିୟଗତ ପ୍ରମାଣରେ ପରିବର୍ତ୍ତିତ କରିବା ନିମନ୍ତେ ଡିଜାଇନ କରାଯାଇଛି । ନିରନ୍ତରତା ଉପରେ ଆଧାରିତ ଏକ ପାର୍ବଣ ସମୟରେ ବ୍ରାଣ୍ଡ୍କୁ ଉପସ୍ଥାପିତ କରିବା ଏହି ବାର୍ତ୍ତା ନିମନ୍ତେ ସାଂସ୍କୃତିକ ଦୃଷ୍ଟିରୁ ଏକ ଭରସାଯୋଗ୍ୟ ବିଷୟ କରି ଗଢିତୋଳୁଛି ଏବଂ ଏହାର ଭାବଗତ ସାମଞ୍ଜସ୍ୟକୁ ଉତ୍ଥିତ କରୁଛି ।
ଏହି ଚିନ୍ତାଧାରାକୁ ଜୀବନ୍ତ କରି ଗଢିତୋଳିବା ସକାଶେ କ୍ରମ୍ପଟନ ଏକାଧିକ ପରୀକ୍ଷାମୂଳକ ସ୍ପର୍ଶସ୍ଥଳ ନିୟୋଜିତ କରିଛି ଯାହା ଉଭୟ ବ୍ୟବହାରିତା ଏବଂ ଏକ ଦୀର୍ଘସ୍ଥାୟୀ କାର୍ଯ୍ୟକାରିତାକୁ ପ୍ରଦର୍ଶିତ କରୁଛି । ଦୁଇଟି ସ୍ପ୍ରିଙ୍କଲର ଆର୍କ ତୋରଣ କ୍ରମ୍ପଟନ ପମ୍ପ୍ସ୍ ସାହାଯ୍ୟରେ ଏକ ଶୀତଳ, କୁହୁଡି ଭଳି ସ୍ୱାଗତ ପରିବେଶ ସୃଷ୍ଟି କରୁଛି, ଯାହା ଉତ୍ପାଦର ଭରସାଯୋଗ୍ୟତା ସମ୍ପର୍କରେ ଏକ ପ୍ରତ୍ୟକ୍ଷ ଅନୁଭବକାରୀ ପ୍ରଦର୍ଶନ ହୋଇଛି । ନାମୀ ବ୍ରାଣ୍ଡ୍ର ହସ୍ତ ପ୍ରକ୍ଷାଳନ ସ୍ୱାସ୍ଥ୍ୟରକ୍ଷା ପଡ୍ ପହଞ୍ଚୁଥିବା ଭକ୍ତଗଣଙ୍କ ନିମନ୍ତେ ତତ୍କ୍ଷଣାତ, ସ୍ୱାସ୍ଥ୍ୟରକ୍ଷା ଆଶ୍ୱସ୍ତି ପ୍ରଦାନ କରୁଛି, ଯାହା ଆବଶ୍ୟକ ମୁହୂର୍ତ୍ତଗୁଡିକରେ ବ୍ରାଣ୍ଡ୍ ସହିତ ବାସ୍ତବ ବ୍ୟବହାରିତାର ଅତୁଟ ବନ୍ଧନ ହୋଇଛି ।
ଭୁବନେଶ୍ୱର-ପୁରୀ ପଥରେ ଚଳାଚଳ କରୁଥିବା ୧୨ଟି ବସ୍ କ୍ରମ୍ପଟନର ବାର୍ତ୍ତାକୁ ସେମାନଙ୍କର ସମୁଦାୟ ଯାତ୍ରାରେ ଗସ୍ତକାରୀ ପ୍ରଦର୍ଶନ ନିମନ୍ତେ ରଖି ଏହି ପ୍ରଚାର ଅଭିଯାନର ପହଞ୍ଚକୁ ପରିବର୍ଦ୍ଧିତ କରୁଛନ୍ତି । କ୍ଷେତ୍ର ସ୍ତରରେ ପ୍ରତିଫଳନକୁ ଉଦ୍ରେକ କରିବା ଏବଂ ଅସଲି ଗ୍ରାହକଙ୍କ ପ୍ରତିକି୍ରୟା ଧରି ରଖିବାକୁ ନିୟୋଜନକାରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଉପସ୍ଥାପକମାନେ ଭକ୍ତମାନଙ୍କୁ ଏକ ସରଳ, ସାମଞ୍ଜସ୍ୟ ଥିବା ପ୍ରଶ୍ନ ପଚାରୁଛନ୍ତି; ତାହା ହେଉଛି, “ଏକ୍ ଦିନ୍ ମେଁ ଆପ୍ ପାନି କିତ୍ନି ବାର ୟୁଜ୍ କରତେ ହୈ” (ଆପଣ ଦିନକରେ କେତେ ଥର ପାଣି ବ୍ୟବହାର କରନ୍ତି) ?,
ଯାହା ଦିନକ ଭିତରେ ବିରାମ ଦିଆଯାଉଥିବା ଜଳ ବ୍ୟବହାର ମୁହୂର୍ତ୍ତଗୁଡିକ ସହିତ ମେଳ ଖୁଆଇବାକୁ ଜନସାଧାରଣଙ୍କୁ ଉତ୍ସାହିତ କରୁଛି । ଓଟିଭି ଓ କନକ ନ୍ୟୁଜ ଭଳି ଅଗ୍ରଣୀ ଚାନେଲଗୁଡିକ ସମେତ ଆଞ୍ଚଳିକ ଗଣମାଧ୍ୟମଗୁଡିକ ସହିତ ସମନ୍ୱୟ ଏବଂ ତତ୍ସହିତ କ୍ରମ୍ପଟନର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏକ ଏଆଇ ଫିଲ୍ମ ଜରିଆରେ ‘ରଥ ଯାତ୍ରା କି ତର୍ହା ଭରୋସା କା ସଫର ଭି ହର୍ ଦିନ୍’ (ରଥ ଯାତ୍ରା ଭଳି ଭରସାର ଯାତ୍ରା ପ୍ରତିଦିନ) ଚିନ୍ତାଧାରା ସମ୍ପର୍କିତ ପ୍ରୟାସକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି ।
ଅନୁଭୂତିଗତ ପ୍ରମାଣ, କାର୍ଯ୍ୟକାରିତାଗତ ବ୍ୟବହାରିତା ଏବଂ ସାଂସ୍କୃତିକ ଦୃଷ୍ଟିରୁ ମେଳ ଖାଉଥିବା କାହାଣୀ କଥନର ସମ୍ମିଶ୍ରଣରେ ଏକ ସମନ୍ୱିତ ଆଭିମୁଖ୍ୟ ଉଭୟ ଭାବଗତ ଦୃଢତା ଏବଂ କାର୍ଯ୍ୟକାରିତାଗତ ଭରସାଯୋଗ୍ୟତା ପ୍ରଦାନ ନିମନ୍ତେ ଇଛାକୃତ ଭାବରେ ଡିଜାଇନ କରାଯାଇଛି । ଏକ ପାର୍ବଣ ସମୟର ସକ୍ରିୟକରଣ ଠାରୁ ଅଧିକ ଏହି ପ୍ରଚାର ଅଭିଯାନ ପିଢି ପରେ ପିଢି ଗ୍ରାହକଙ୍କ ଜୀବନରେ କ୍ରମ୍ପଟନ ପମ୍ପ୍ସ୍ ନିର୍ବାହ କରୁଥିବା ଅଦୃଶ୍ୟ ଭୂମିକାକୁ ପାଳନ କରୁଛି ।
ଏହା କେବଳ ଜୀବନର ବଡ ମୁହୂର୍ତ୍ତଗୁଡିକରେ ନୁହେଁ, ତାହାସହିତ ଦୈନନ୍ଦିନ ଜୀବନର ମାମୁଲି, ବାରମ୍ବାର କରାଯାଉଥିବା କାର୍ଯ୍ୟସମୂହ ନିମନ୍ତେ ଗୁରୁତ୍ୱ ରଖୁଥିବା ବିଶ୍ୱସନୀୟ ପ୍ରଦର୍ଶନର ପ୍ରତିଶ୍ରୁତିକୁ ପୁନଃ ସୁଦୃଢୀକରଣ କରୁଛି । ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ତନ୍ମୟ ପୃଷ୍ଟି, ସିଏମ୍ଓ, କ୍ରମ୍ପଟନ ଗ୍ରୀଭ୍ସ୍ କଞ୍ଜୁମର ଇଲେକ୍ଟ୍ରିକାଲ୍ସ ଲିମିଟେଡ କହିଥିଲେ, “ରଥ ଯାତ୍ରା ହେଉଛି ଏକ ଶାନ୍ତ, ଅଟଳ ବିଶ୍ୱାସର ପରମ୍ପରା ଯାହା ପିଢି ପରେ ପିଢି ଚାଲିଆସୁଛି । ସେହି ସମାନ ବିଶ୍ୱାସ ଆଧାରରେ କ୍ରମ୍ପଟନ ପମ୍ପ୍ସ୍ ସ୍ଥିର, ନିର୍ଭରଯୋଗ୍ୟ ପ୍ରବାହ ପ୍ରତ୍ୟେକ ଗୃହକୁ, ପ୍ରତି ଦିନ ପ୍ରଦାନ କରିଚାଲିଛି, ଯାହା ଭରସାଯୋଗ୍ୟତାକୁ ଦୈନନ୍ଦିନ ଜୀବନର ଅଂଶ ଭାବରେ ଗଢିତୋଳୁଛି ।
ଏହା ପ୍ରତ୍ୟେକ ବ୍ୟକ୍ତି ଭରସା କରିବା ଭଳି ଏକ ପ୍ରତିଶ୍ରୁତି, ଯାହା କେବଳ ଜୀବନର ବଡ ମୁହୂର୍ତ୍ତଗୁଡିକରେ ନୁହେଁ, ତାହାସହିତ ଆମକୁ ବାନ୍ଧି ରଖୁଥିବା ମାମୁଲି ନିୟମିତ କାର୍ଯ୍ୟଗୁଡିକ ସମୟରେ ମଧ୍ୟ ପ୍ରଦାନ କରୁଛି । ରଥ ଯେଉଁଭଳି ଭାବରେ ଆଗକୁ ଆଗକୁ ଗଡିଚାଲୁଛି, ସେହିଭଳି ଆପଣଙ୍କର ଜଳ । କ୍ରମ୍ପଟନ ପମ୍ପ୍ସ୍ । ବିଶ୍ୱସନୀୟ ପ୍ରଦର୍ଶନ । ହର୍ ଦିନ୍ ।”

No Result
View All Result