• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

Proprietor Abhimanyu Maharana by Proprietor Abhimanyu Maharana
July 26, 2026
in ଓଡ଼ିଶା, କଟକ, ହୋମ୍
0
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ
Share on FacebookShare on TwitterWhatsapp

କଟକ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ମରଣ ଯନ୍ତା ପାଲଟିଛି ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ। ଏହାକୁ ୪ ଲେନ ରାସ୍ତା ତୁରନ୍ତ କରିବା ପାଇଁ ଦାବୀ କରାଯାଇଛି । ଫୁଲନଖରା ଛକ ଠାରୁ ପଞ୍ଚବଟି ବଜାର ପର୍ଯ୍ୟନ୍ତ ବଡ ବଡ ଖାଲ ସୃଷ୍ଟି ହୋଇ ବର୍ଷାରେ ପାଣି ଜମି ରହିବା ଦ୍ବାରା ଦିନକୁ ଦିନ ଛୋଟ ବଡ ଦୁର୍ଘଟନା ଘଟୁଛି । ରାସ୍ତାଟି ଫୁଲନଖରା ଠାରୁ ନିଆଳି ମାଧବ ପର୍ଯ୍ୟନ୍ତ ୩୫ କିଲୋମିଟର ଦୂରକୁ ସମ୍ପ୍ରସାରଣ କରି ୪ ଲେନ କରିବା ପାଇଁ ପୂର୍ବ ସରକାର ସମୟରେ ୩୫୮ କୋଟି ଟଙ୍କା ଟେଣ୍ଡର ହୋଇଥିଲା ।

ସରକାର ବଦଳିବା ପରେ ପୁରୁଣା ଟେଣ୍ଡରକୁ ବାତିଲି କରି ପୁନର୍ବାର ସର୍ଭେ କରି ୩୫ କିଲୋମିଟର ଦୂର ରାସ୍ତା ପାଇଁ ୨୨୪ କୋଟି ୪୬ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ବାନ କରି ୨ ବର୍ଷ ହେଲା ବାରମ୍ବାର ଟେଣ୍ଡର ପକାଇବା ତାରିଖ ଘୁଞ୍ଚାଇ ଚାଲିଛନ୍ତି । ଯାହା ଦ୍ୱାରା ଅଧାରୁ ଅଟକିଛି ରାସ୍ତା କାମ । ଜୁଲାଇ ୨୧ ତାରିଖ ୨୦୨୬ ଟେଣ୍ଡରର ଶେଷ ତାରିଖ ଥିବାବେଳେ ପୁଣି ଆସନ୍ତା ମାସ ୫ ତାରିଖକୁ ଟ୍ଟେଣ୍ଡର ଘୁଞ୍ଚାଇ ଦିଆଯାଇଛି । ଲଗାଣ ବର୍ଷା ଯୋଗୁଁ ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥର ବିଭିନ୍ନ ସ୍ଥାନରେ ରାସ୍ତା ଶୋଚନୀୟ ଅବସ୍ଥାକୁ ପହଞ୍ଚିଛି ।

ରାସ୍ତାରେ ସୃଷ୍ଟି ହୋଇଥିବା ବଡ ବଡ ଖାଲ ଓ ଜମି ରହିଥିବା ବର୍ଷା ପାଣି ଯୋଗୁଁ ଗତ ଦୁଇ ଦିନ ତଳେ ଏହି ଖାଲ ଥିବା ସ୍ଥାନ ଜାଣି ନ ପାରି ଏକ ମାଲ୍ ବୋଝେଇ ଟାଟା ଏସି ଗାଡି ଜଗତପୁରରୁ କଣ୍ଟାପଡ଼ା ଓଲଟପୁର ଯାଉଥିବାବେଳେ ଭାରଶ୍ୟାମ ହରାଇ ଓଲଟି ପଡିଥିଵା ଘଟଣା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଏବେ ପ୍ରବଳ ବର୍ଷା ଯୋଗୁଁ ଗାତ ଗୁଡିକ ପାଣି ପୂର୍ଣ୍ଣ ହୋଇଥିବାରୁ ଏହି ରାସ୍ତା ଜଣା ନ ପଡିବାରୁ ଏବେ ଯାତ୍ରୀଙ୍କ ପାଇଁ ସିଧା ସଳଖ ମରଣ ଯନ୍ତା ପାଲଟିଛି । ଏହି ରାଜପଥର ବିଶେଷ କରି ଫୁଲନଖରା ଛକ, ବଜାର ସାହି, ପଞ୍ଚବଟି ଛକ, ବ୍ରାହ୍ମଣ ଝରିଲୋ ବଜାର, କୁରାଂଗ ବଜାର, ନଡିଆ ଗୁରୁଡି, କଣ୍ଟାପଡ଼ା, ଅଡଶପୁର, ଅପୂଜା ହରିଡାପଡ଼ା,ଆମନାକୁଦ୍, ମାଧବ ପନିମାଲ ଛକ ସ୍ଥାନ ପର୍ଯ୍ୟନ୍ତ ବଡ ବଡ ଖାଲ ସୃଷ୍ଟି ହୋଇ ମରଣ ଯନ୍ତା ପାଲଟିଛି।

ଏହି ରାସ୍ତା ମଧ୍ୟ ଦେଇ ଯାଉଥିବା ମଟର ସାଇକଲ, ରୋଗୀ ନେଇ ଯାଉଥିବା ଜରୁରୀକାଳୀନ ଆମ୍ବୁଲାନ୍ସ, ସ୍କୁଲଗାଡି ପ୍ରତି ବିପଦ ସୃଷ୍ଟି କରିଛି। ଏହି ରାଜପଥ ଉପରେ କଟକ, ଭୁବନେଶ୍ଵର, ପୁରୀ, ଚାରିଛକ, କୋଣାର୍କ, ଅସ୍ତରଙ୍ଗ ସ୍ଥାନ ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାର ବସ, ଟ୍ରକ, ସମେତ ଛୋଟ ବଡ ବିଭିନ୍ନ ଯାନବାହାନ ଚଳାଚଳ କରୁଛି। ମାତ୍ର ରାସ୍ତାର ଏପରି ବଡ ବଡ ଖାଲ ସୃଷ୍ଟି ହୋଇ ବିପଦପୂର୍ଣ୍ଣ ପାଲଟିଥିବାରୁ ଏହା ଲୋକମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ସେଥିନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି ।

ରାଜପଥର ଏପରି ଅବସ୍ଥା ଯୋଗୁଁ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟି ଚାଲିଛି । ଏଣୁ ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ୬୦ ନମ୍ୱର ରାଜ୍ୟ ରାଜପଥକୁ ଶୀଘ୍ର ୪ ଲେନ ରାସ୍ତାରେ ପରିଣତ କରିବାକୁ ସାଧାରଣରେ ଦାବି କରାଯାଇଛି । ସରକାର ଏଥି ପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଅଞ୍ଚଳ ବାସୀଙ୍କ ପକ୍ଷରୁ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

July 26, 2026
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

୭୦ତମ ପୁଣ୍ୟତିଥିରେ ପୁଣ୍ୟ ଶ୍ଳୋକ ଙ୍କୁ ଶ୍ରଦ୍ଧାଞ୍ଜଳି

July 26, 2026
Vedanta Aluminium Coal Mines Supports Tuberculosis Patients Through Nikshay Mitra Initiative in Sundargarh District

ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

July 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

ବିନା ଉଦଘାଟନରେ ୨ଟି ଓଭରବ୍ରିଜ କାର୍ଯ୍ୟକ୍ଷମ

July 26, 2026
ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

ଫୁଲନଖରା ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥ ମରଣଯନ୍ତା ପାଲଟିଛି : ୪ ଲେନ ରାସ୍ତା ପାଇଁ ଦାବୀ

July 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version