କନ୍ଧମାଳ (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଓଡ଼ିଶା ଉତ୍ପାଦ ଶୁଳ୍କ ଆଇନ, ୨୦୦୮ର ଧାରା ୨୬(୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି, ରଥଯାତ୍ରା ପର୍ବରେ କନ୍ଧମାଳ ଜିଲ୍ଲାର ସମସ୍ତ ମଦ ଦୋକାନ ଗୁଡ଼ିକ ୧୫ ତାରିଖ ସନ୍ଧ୍ୟା ୪ ଟାରୁ ୧୬ ତାରିଖ ଦିନ ତମାମ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ବନ୍ଦ ରହିବ ।














