ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ପୁରୁଣାପାଟଣା ର ଅଳିଆ ଅବର୍ଜନା ଆଣି ଓଡ଼ିଶା ର ମହେନ୍ଦ୍ରତନୟା ନଦୀତଟ ରେ ପକାଯାଉଛି, ଆଗରୁ ହିଁ ଆନ୍ଦ୍ର ର କୁପଦୃଷ୍ଟି ରହିଛି ଓଡ଼ିଶା ଉପରେ , ଆନ୍ଧ୍ରର ପାତପାତାନମ ଗ୍ରାମ ର ସଂଗୃହିତ ମଇଳା ଓ ବିଭିନ୍ନ ଅପବ୍ୟହୃତ୍ ବିଷାକ୍ତ ପର୍ଯ୍ୟବସ୍ତୁ ପ୍ରତିଦିନ ଅଣାଯାଇ ପାରଳା ସହର ଲାଗିରହିଥିବା ମହେନ୍ଦ୍ରତନୟା ନଦୀ ରେ ପକାଇଯାଉଛି l















