• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ର ବନ୍ଦନା ନାୟକ ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହେଲେ

Proprietor Abhimanyu Maharana by Proprietor Abhimanyu Maharana
May 28, 2026
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ର ବନ୍ଦନା ନାୟକ ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହେଲେ
Share on FacebookShare on TwitterWhatsapp

ପାରଳାଖେମୁଣ୍ଡି ସହରର ୧୫ ନମ୍ବର ୱାର୍ଡ ଗାନ୍ଧୀନଗର ନିବାସୀ ବନ୍ଦନା ରାଣୀ ନାୟକଙ୍କୁ ମିଳିଛି ୧୯୦ ରାଙ୍କ୍ ।

ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବନ୍ଦନା ପ୍ରଥମ ଚେଷ୍ଟାରେ ଓଡିଶା ସିଭିଲ ‌ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ସୂଚନା ମିଳିଛି. ସେ ପ୍ରଥମ ଥର ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ । ଆଉ ପ୍ରଥମ ଥରରେ ହିଁ  ମିଳିଛି ତାଙ୍କୁ ସଫଳତା । ପାରଳାଖେମୁଣ୍ଡି ସହରର ୧୫ ନମ୍ବର ୱାର୍ଡ ଗାନ୍ଧୀନଗର ନିବାସୀ ବନ୍ଦନା ରାଣୀ ନାୟକଙ୍କୁ ମିଳିଛି ୧୯୦ ରାଙ୍କ୍ । ବନ୍ଦନା ସ୍ଵର୍ଗତ ନଟବର ନାୟକଙ୍କ କନିଷ୍ଠ କନ୍ୟା ଅଟନ୍ତି ତାଙ୍କ ମା’ ରାଧାଦେବୀ ନାୟକ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ କରଡ଼ାସିଂ ଗ୍ରାମରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ବନ୍ଦନାଙ୍କ ଏହି ସଫଳତା ପାଇଁ ତାଙ୍କ ମା ଅତ୍ୟନ୍ତ ଆନନ୍ଦିତ ହୋଇ କହିଛନ୍ତି, ଲୋକଙ୍କ ସେବା ପାଇଁ ମୋ ଝିଅ କାର୍ଯ୍ୟ କରି ସାଧାରଣଙ୍କ ସେବାରେ ନିଜକୁ ନିୟୋଜିତ ରଖିବ. ବନ୍ଦନା ନିଜ ମା’ ଏବଂ ବଡ଼ ଭଉଣୀଙ୍କ ସହିତ ଗୁରୁଜୀ ଗୁରୁମାଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ପାରଳାଖେମୁଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପୂର୍ବତନ ଛାତ୍ରୀ ବନ୍ଦନା ୨୦୧୬ରେ ମାଟ୍ରିକ୍ ପାସ୍ ପରେ ସେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢ଼ିଥିଲେ। ପରେ ସେ ରମାଦେବୀରେ ବିଏସ୍‌ସି ପଢ଼ିଥିବା ବେଳେ ଓପିଏସ୍‌ସି ପ୍ରଥମ ପଦାର୍ପଣରେ ସଫଳତା ହାସଲ କରିଛନ୍ତି । ବନ୍ଦନାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

May 29, 2026
ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

May 29, 2026
ବୀର ସାଵରକରଙ୍କ ଜୟନ୍ତୀ ପାଳିତ

ବୀର ସାଵରକରଙ୍କ ଜୟନ୍ତୀ ପାଳିତ

May 29, 2026
ଶ୍ରୀମନ୍ଦିର ମଧ୍ୟକୁ ଭିଆଇପି ସେବା,ପ୍ରୋଟୋକଲ ଦର୍ଶନ ବନ୍ଦ ହେଉ ନେତା, ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ ଲାଇନରେ ଦର୍ଶନ କରନ୍ତୁ

ଶ୍ରୀମନ୍ଦିର ମଧ୍ୟକୁ ଭିଆଇପି ସେବା,ପ୍ରୋଟୋକଲ ଦର୍ଶନ ବନ୍ଦ ହେଉ ନେତା, ମନ୍ତ୍ରୀ, ଯନ୍ତ୍ରୀ, ଅଧିକାରୀ ଲାଇନରେ ଦର୍ଶନ କରନ୍ତୁ

May 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇ ଥିବା ଶ୍ୱେତା ସୁଚରିତାଙ୍କୁ ସମ୍ବର୍ଦ୍ଧିତ କଲେ ରଣପୁର ବ୍ଲକ ବିଜେଡି ସଭାପତି

May 29, 2026
ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଙ୍ଗଠନିକ ସମିକ୍ଷା

May 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version