ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଭରା ପ୍ରେକ୍ଷାଳୟରେ ନୟାଗଡ଼ ପଠାଣୀ ସାମନ୍ତ ପ୍ରେକ୍ଷାଳୟରେ ଉଦଘାଟିତ ହୋଇଯାଇଛିଓଡ଼ିଆ ଆଲବମ୍ “ଚାଲ୍ ଜହ୍ନକୁ ପଚାରିବା” l ଏହାକୁ ଆଲବମଟିର ଲେଖକ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିଜେ ମୁଖ୍ୟ ଅତିଥି ଭାବେ ପ୍ରେକ୍ଷାଳୟରେ ରବିବାର ସନ୍ଧ୍ୟାରେ ଉଦଘାଟନ କରିଛନ୍ତି l















