ବାଲିଗୁଡା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ କେଉଟ ସାହିର ପିଲା ସାଲୁଙ୍କି ନଦୀ ବ୍ରିଜ ନିକଟରେ ରାଜ କୁମାର ନାମକ ଏକ ଯାତ୍ରୀବାହି ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହେବାରୁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଏବଂ ଚାଳକ I ଯଦି ବସ କିମ୍ବା କାର ବ୍ରିଜ ତଳକୁ ଖସି ଯାଇଥାନ୍ତା ତାହାହେଲେ ଆଜି ଅନେକ ଜୀବନ ହାନି ହେବାର ଆଶଙ୍କା ରହିଥିଲା, ସେହି ମାନଙ୍କୁ ଭଗବାନ ବଞ୍ଚେଇଛନ୍ତି ବୋଲି ଅଞ୍ଚଳରେ ଆଲୋଚନା ହେଉଛି I















