No Result
View All Result
ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୂର୍ବ ଭାରତର ଅଗ୍ରଣୀମସଲା ଏବଂ ଖାଦ୍ୟ ବ୍ରାଣ୍ଡ ‘ଭାରତ ମସଲା’ ପକ୍ଷରୁ ପ୍ରସିଦ୍ଧଅଭିନେତା ବବି ଦେଓଲଙ୍କୁ ନେଇ ପ୍ରସ୍ତୁତ ନୂଆ ଟିଭିବିଜ୍ଞାପନ (ଟିଭିସି) ଉନ୍ମୋଚିତ ହୋଇଛି । ମଇ ୦୨ ତାରିଖ ଶନିବାର ଭୁବନେଶ୍ବର ସ୍ଥିତପ୍ରେସ କ୍ଲବରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେଆନୁଷ୍ଠାନିକ ଭାବେ ଏହି ଟିଭିସିର ଉନ୍ମୋଚନ କରାଯାଇଛି l ୧୯୯୯ ମସିହାରେ ଓଡ଼ିଶାରେ ଏକ ପାରମ୍ପରିକ ମସଲାଗ୍ରାଇଣ୍ଡିଂ ୟୁନିଟ୍ ଭାବେ ଆରମ୍ଭ ହୋଇଥିବା ‘ଭାରତ ମସଲାଆଜି ଏକ ବିଶ୍ବସନୀୟ ଏଫଏମସିଜି ବ୍ରାଣ୍ଡ ଭାବେ ପରିଚିତହୋଇପାରିଛି ।
ମସଲା, ଖାଦ୍ୟ ସାମଗ୍ରୀ, ଜଣିମେଣ୍ଟସ୍, ଡା,ପାଗା, ସ୍ନାକ୍ସ ଓ ବିଶେଷ ଫୁଜ୍ ମିକ୍ସ ସହ ବ୍ରାଣ୍ଡଟି ଅନେକପ୍ରଡକ୍ଟ ପୋର୍ଟଫୋଲିଓ ନେଇ ଦେଶ ଓ ବିଦେଶର ଗ୍ରାହକଙ୍କଭରସା ଜିତି ପାରିଛି । କମ୍ପାନୀ ବର୍ତ୍ତମାନ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସହିତଭାରତର ସର୍ବବୃହତ କ୍ରାଓଜେନିକ୍ ଗ୍ରାଇଣ୍ଡିଂ’ ସୁବିଧା ମଧ୍ୟରୁ ଗୋଟିଏକୁ ସଫଳତାର ସହ ପରିଚାଳନା କରୁଛି! ଅସଲିସ୍ବାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ନବୀନତା ପ୍ରତି କମ୍ପାନୀରଅତୁଟ ପ୍ରତିବଦ୍ଧତା ଏହାକୁ ଗ୍ରାହକମାନଙ୍କ ନିକଟରେ ଅଧୂକଲୋକପ୍ରିୟ କରିଛି ।
ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ‘ଭାରତମସଲା’ର ବ୍ରାଣ୍ଡ ଆମ୍ବାସାଡର ଭାବେ ଥିଲେ । କମ୍ପାନୀ ବର୍ତ୍ତମାନ ଅତ୍ୟାଧୁନିକ ଉତ୍ପାଦନ ୟୁନିଟ୍ ସହିତଭାରତର ସର୍ବବୃହତ କ୍ରାଓଜେନିକ୍ ଗ୍ରାଇଣ୍ଡିଂ’ ସୁବିଧା ମଧ୍ୟରୁଗୋଟିଏକୁ ସଫଳତାର ସହ ପରିଚାଳନା କରୁଛି l ଅସଲିସ୍ବାଦ, ଉତ୍କୃଷ୍ଟ ଗୁଣବତ୍ତା ଓ ନବୀନତା ପ୍ରତି କମ୍ପାନୀରଅତୁଟ ପ୍ରତିବଦ୍ଧତା ଏହାକୁ ଗ୍ରାହକମାନଙ୍କ ନିକଟରେ ଅଧିକଲୋକପ୍ରିୟ କରିଛି । ଦୀର୍ଘ ସମୟ ଧରି ଖ୍ୟାତନାମା ଅଭିନେତା ଧର୍ମେନ୍ଦ୍ର ‘ଭାରତମସଲା’ର ବ୍ରାଣ୍ଡ ଆମ୍ବାସାଡର ଭାବେ ଜହିତ ଥିଲେ ।
ବର୍ତ୍ତମାନ ତାଙ୍କ ପୁଅ ଓ ପ୍ରସିଦ୍ଧ ଅଭିନେତା କବି ଦେଓଲ୍ବ୍ରାଣ୍ଡ ସହ ଯୋଡ଼ି ହୋଇଥିବାରୁ ଏହା ‘ଭାରତ ମସଲା’ରଐତିହ୍ୟ, ବିଶ୍ବାସ ଓ ପରମ୍ପରାକୁ ଆହୁରି ସୁଦୃଢ଼ କରିଛି । ଏହି ନୂଆ କ୍ୟାମ୍ପେନ୍ ମାଧ୍ୟମରେ ସମସ୍ତ ପିଢ଼ିର ଗ୍ରାହକଙ୍କସହ ଭାବନାତ୍ମକ ସମ୍ପର୍କ ସୃଷ୍ଟି କରିବା ସହ ଦେଶବ୍ୟାପୀଭାବେ ‘ଭାରତ ମସଲା”ର ପରିଚୟକୁ ଆହୁରି ଶକ୍ତିଶାଳୀକରିବାର ଲକ୍ଷ୍ୟ ରହିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
ବବି ଦେଓଲଙ୍କ ଏହି ଟିଭି ବିଜ୍ଞାପନ ଖୁବଶୀଘ୍ରଟେଲିଭିଜନ, ଡିକିଟାଲ୍ ଓ ସୋସିଆଲ୍ମି ଡିଆରେପ୍ରସାରିତ ହେବ ଏହା ଏକ ବ୍ୟାପକ ଜାତୀୟ କ୍ରାଣ୍ଡକ୍ୟାମ୍ପେନ୍ର ଅଂଶ ଭାବେ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ‘ଲାରତ ମସଲା’ର ପରିଚାଳନାନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ନିର୍ଦ୍ଦେଶିକା ଏସ୍ଏନ୍ମିଲେନିୟମ୍ ଅର୍ଥ (ଅପରେସନ୍) ଅରୁଣ କୁମାର ନାୟକଙ୍କସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।

No Result
View All Result