• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରେନ୍‌ବୋ ଆସେଟ୍‌ସ୍‌ ପୃଥିବୀ ଦିବସରେ ଭୁବନେଶ୍ୱରରେ ବିଶାଳ ତୁଳସୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ସହିତ ସବୁଜ ଓ ଆଧ୍ୟାତ୍ମକ ଜୀବନଶୈଳୀକୁ ପ୍ରେରଣା ଦେଲା

Bhubaneswar

Proprietor Abhimanyu Maharana by Proprietor Abhimanyu Maharana
April 26, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରେନ୍‌ବୋ ଆସେଟ୍‌ସ୍‌ ପୃଥିବୀ ଦିବସରେ ଭୁବନେଶ୍ୱରରେ ବିଶାଳ ତୁଳସୀ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ସହିତ ସବୁଜ ଓ ଆଧ୍ୟାତ୍ମକ ଜୀବନଶୈଳୀକୁ ପ୍ରେରଣା ଦେଲା
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୃଥିବୀ ଦିବସ ଅବସରରେ ରେନ୍‌ବୋ ଆସେଟ୍‌ସ୍‌ ପ୍ରାଇଭେଟ ଲିମିଟେଡ ପରିବେଶଗତ ସଚେତନତା, ଆଧ୍ୟାତ୍ମିକ କଲ୍ୟାଣ ଏବଂ ଏକ ଅଧିକ ସବୁଜ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗୁରୁ କେଳୁଚରଣ ମହାପାତ୍ର ପାର୍କଠାରେ ମାଗଣାରେ ପବିତ୍ର ତୁଳସୀ ଗଛ ବଣ୍ଟନର ଏକ ଅର୍ଥପୂର୍ଣ୍ଣ ସିଏସ୍‌ଆର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ରୁ ଅଧିକ ଜନସାଧାରଣ ସମବେତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ଏବଂ ବିବିଧ ପୃଷ୍ଠଭୂମିରୁ ଲୋକମାନେ ଆଗ୍ରହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପବିତ୍ର ତୁଳସୀ ଗଛ ଗ୍ରହଣ କରିଥିଲେ । ଜନସାଧାରଣଙ୍କ ପକ୍ଷରୁ ଏହାକୁ ନେଇ ବ୍ୟାପକ ଉତ୍ସାହ ପ୍ରକାଶ ପାଇଥିଲା ଏବଂ ପରିଦର୍ଶକମାନେ ଏହି ପ୍ରୟାସ ପାଇଁ ସେମାନଙ୍କର ଆନନ୍ଦ ଓ ପ୍ରଶଂସା ପ୍ରକଟ କରିଥିଲେ ।

ତୁଳସୀ ଗଛ ଗ୍ରହଣ କରିବା ସମୟରେ ଅନେକ ସେମାନଙ୍କର ଚିନ୍ତାଧାରା ପ୍ରକାଶ କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ସବୁଜିମା ତଥା ଦୈନନ୍ଦିନ ଜୀବନରେ ସକାରାତ୍ମକ ଭାବନାକୁ ପ୍ରୋତ୍ସାହିତ କରିବା ନେଇ ପ୍ରଶଂସା କରିଥିଲେ । ଖ୍ୟାତିସମ୍ପନ୍ନ ସଂଗଠନଗୁଡିକରୁ ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆୟୋକମାନଙ୍କୁ ଉତ୍ସାହିତ କରିଥିଲେ । ସେମାନଙ୍କ ମଧ୍ୟରେ ୟଙ୍ଗ ଇଣ୍ଡିଆନ୍‌ସ୍‌ (ସିଆଇଆଇ)ରୁ ଶ୍ରୀ ଗୋ÷ରବ ଗୋଏଲ ଏବଂ ଶ୍ରୀମତୀ ପ୍ରୋଶିଷ ଗୋଲିଆନ୍‌ ଏବଂ ସେମାନଙ୍କ ସହିତ ବିଏନ୍‌ଆଇ ଭୁବନେଶ୍ୱରରୁ ଶ୍ରୀ ସୋମିକ ସାମଲ,

ଶ୍ରୀ ଶିବାଶିଷ ଦାସମହାପାତ୍ର, ଶ୍ରୀ ମୟଙ୍କ ଜୈନ, ଶ୍ରୀମତୀ ପ୍ରୀତି ପ୍ରକାଶ, ଶ୍ରୀ ଅମିତ ପରିଚ୍ଛା, ଶ୍ରୀମତୀ ନିକି ଜେନା ଏବଂ ଅଭିନବ ଚୋଧୁରୀ ପ୍ରମୁଖ ରହିଥିଲେ । ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗୀତାଞ୍ଜଳି ଆୱାର୍ଡସ୍‌ରୁ ଶ୍ରୀ କ୍ରିଷ୍ଣ ମୋହନ, ସ୍ଥପତି ଶ୍ରୀନିବାସ ସୁବୁଦ୍ଧି ଏବଂ ଜେସିଆଇ ଭୁବନେଶ୍ୱରରୁ ଶ୍ରୀ ନୀଶିଥ ଦାସ, ରିଅଲଟର୍‌ସ୍‌ ଆସୋସିଏସନ ଅଫ ଓଡ଼ିଶାରୁ ଶ୍ରୀ ଦିସପୋଜା ପଟ୍ଟନାୟକ ଏବଂ ସ୍ୱସ୍ତି ଗ୍ରୁପ୍‌ ଅଫ ହୋଟେଲ୍‌ସ୍‌ ଆଣ୍ଡ ରିସର୍ଟସ୍‌ରୁ ଶ୍ରୀ ସୁବୋଧ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ ।

ଆୟୋକମାନେ ପ୍ରକାଶ କରିଥିଲେ ଯେ, ସେମାନେ ଅତୀତରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ଏବଂ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ବିପୁଳ ଆଗ୍ରହ ପରିଲକ୍ଷିତ ହୋଇଛି । ଚଳିତ ବର୍ଷ ମଧ୍ୟ ସବୁଜିମା ଏବଂ ଦୀର୍ଘସ୍ଥାୟୀ ଜୀବନଧାରଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସେହି ସମାନ ଆଗ୍ରହ ଓ ସଚେତନତା ଲକ୍ଷ୍ୟ କରାଯାଇଥିଲା ।

ଏହି ଅବସରରେ ପ୍ରକାଶ କରି ଆୟୋକଗଣ କହିଥିଲେ ଯେ, ଏହି ପ୍ରୟାସ ବ୍ୟବସାୟରୁ ଊଦ୍ଧ୍ୱର୍କୁ ଯାଇ ସମାଜ ସହିତ ଯୋଡିହେବା ଏବଂ ପରିବେଶଗତ ଦାୟିତ୍ୱ ପ୍ରତି ସକାରାତ୍ମକ ଭାବରେ ଅବଦାନ ରଖିବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ତୁଳସୀ ଗଛ ବଣ୍ଟନ ଆଧ୍ୟାତ୍ମିକତା, ସ୍ୱାସ୍ଥ୍ୟ ଏବଂ ଦୀର୍ଘସ୍ଥାୟିତାର ପ୍ରତୀକ ହୋଇଥିବାବେଳେ ଏହା ପ୍ରତି ପରିବାରକୁ ସେମାନଙ୍କ ଘରେ ପ୍ରକୃତିର ପରିପୋଷଣ କରିବା ନିମନ୍ତେ ଉତ୍ସାହିତ କରୁଛି ।

ଏହି ପ୍ରୟାସ ମଧ୍ୟ ରିଅଲ ଇଷ୍ଟେଟ୍‌ ପରିବ୍ୟବସ୍ଥା ମଧ୍ୟରେ ଅନ୍ୟତମ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସହଭାଗୀ ହୋଇଥିବା ଗ୍ରାହକ ଓ ଜନସାଧାରଣଙ୍କ ସହିତ ସଂଯୁକ୍ତ ରହିବା ପାଇଁ ସଂଗଠନର ଦର୍ଶନକୁ ପ୍ରତିଫଳିତ କରୁଛି । ଏହିଭଳି ସିଏସ୍‌ଆର କାର୍ଯ୍ୟକ୍ରମଗୁଡିକ ଜରିଆରେ ଟିମ୍‌ ପ୍ରକୃତିର ଯନô ନେବା, ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକ ସଦ୍‌ଭାବନାକୁ ଆପଣେଇବା ଏବଂ ସାମୂହିକ ଭାବରେ ଧରିତ୍ରୀ ମାତାକୁ ସୁରକ୍ଷା ପ୍ରଦାନ କରିବାର ବାର୍ତ୍ତା ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ରଖିଛି ।

ପ୍ରତିଷ୍ଠାତା ରିଅଲଟର୍‌ ସନ୍ତୋଷ ସେନାପତି ଏବଂ ତାଙ୍କ ଟିମ୍‌ ସଦସ୍ୟଗଣ ଅର୍ଥପୂର୍ଣ୍ଣ ସିଏସ୍‌ଆର ପ୍ରୟାସଗୁଡିକ ଜରିଆରେ ସମାଜ ପାଇଁ ପ୍ରତିଦାନ ରଖିବା ଏବଂ ପ୍ରକୃତି ମାତାର ଯନô ନେବା ଦିଗରେ ଦାୟିତ୍ୱସମ୍ପନ୍ନ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପୁନଃସୁଦୃଢୀକରଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

ଆମଣ ଗ୍ରାମରେ ୫୬ତମ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା

April 26, 2026
ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ

April 26, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

ରାଷ୍ଟୀୟ ସ୍ୱୟଂ ସେବକ ସଂଘ ତରଫରୁ ବୁଦ୍ଧିଜୀବୀ ସମ୍ମିଳନୀ

April 26, 2026
କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ

April 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version