ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ଭାରତୀୟଙ୍କ ହୃଦୟରେ ଅକ୍ଷୟ ତୃତୀୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହା ନୂତନ ଆରମ୍ଭ ଏବଂ ସମୃଦ୍ଧିର ଏକ ଦିନ। ପରମ୍ପରା ଅନୁସାରେ, ଭାରତୀୟମାନେ ଅର୍ଥପୂର୍ଣ କ୍ରୟ କରି ଏହି ଦିନକୁ ପାଳନ କରିଥାନ୍ତି । ବିଶ୍ଵାସ ରହିଥାଏ ଯେ, ଏହାଦ୍ଵାରା ବ୍ୟକ୍ତିଙ୍କ ଜୀବନରେ ଧନ ଏବଂ ସମ୍ପତି ଆସିଥାଏ । ଏହି ପବିତ୍ର ଅବସରରେ ଚାଦି ଭଣ୍ଡାର ବ୍ୟାପକ ରୂପା ସାମଗ୍ରୀ ପାଇଁ ନିଜକୁ ଏକ ପୂର୍ଣାଙ୍ଗ ସ୍ଥଳ ଭାବେ ଉପସ୍ଥାପନ କରିଛି । ଗହଣା ଏବଂ କଳାକୃଲିଗୁଡ଼ିକର ବ୍ୟାପକ ଡିଜାଇନ୍ ଏବଂ ବିସ୍ତୃତ ସମ୍ଭାର ଗୋଟିଏ ଛାତ ତଳେ ଉପଲବ୍ଧ କରାଇଛି । ଅତୁଳନୀୟ ଶୁଦ୍ଧତା ଏବଂ ଜାରିଗରୀ ପାଇଁ ଜଣା ଏହି ବ୍ରାଣ୍ଡ ପିଢ଼ି ପରେ ପିଢ଼ି ଏକ ଭରସାଯୋଗ୍ୟ ପସନ୍ଦ ପାଲଟିଛି।
ପ୍ରତ୍ୟକ ବୟସ ଏବଂ ଅବସର ପାଇଁ ଡିଜାଇନ ହୋଇଥିବା ଏ ସମ୍ଭାରଗୁଡ଼ିକ ଜରୟ ଷ୍ଟାଇଲ ଏବଂ ବିବିଧତାକୁ ପ୍ରତିଫଳିତ କରୁଛି। ମହିଳାମାନଙ୍କ ପାଇଁ ଜିଜନ୍ହଚିତ ନେଲେସ୍, ଚୁଡ଼ି, ମୁଦି, ଜାନଫୁଲ, ବ୍ରେସ୍ଲେଟ୍ ଏବଂ ପାଉଁଜିର ଭଳିକି ଭଳି ସମ୍ଭାର ଏଠାରେ ରହିଛି, ଯାହାକି ଫେଷ୍ଟିର ସେଲିବ୍ରେଶନ ଏବଂ ନିତିଦିନିଆ ବ୍ୟବହାର ପାଇଁ ସର୍ବୋତ୍କୃଷ୍ଟ । ପୁରୁଷଙ୍କ ରୂପା ଗହଣା ଚାହିଦାକୁ ଦୃଷ୍ଟିରେ ରଖି ଆମୋଘ କଲେକ୍ସନ ଷ୍ଟୋରରେ ଉପଲବ୍ଧ, ଯେଉଁଥିରେ ବ୍ରେସ୍ଲେଟ୍, ମୁଦି, କଲିକ୍ସ୍ ଏବଂ ଚେନ୍ ଆଦି ରହିଛି ।
ପିଲାମାନଙ୍କ ପାଇଁ କୌତୁକିଆ ଏବଂ ପ୍ରମିୟମ କିସ କଲେକ୍ସନ ଉପଲବ୍ଧ । ଗହଣା ଏବଂ ପାରମ୍ପରିକ ରୁପାସାମଗ୍ରୀ ସହିତ ଆହୁରି ଅଧିକ କିଛି ପ୍ରଦାନ କରୁଛି ଚାନ୍ଦି ଭଣ୍ଡାର । ପାରମ୍ପରିକ ରୂପା ଆଇଟମ୍ ସହିତ ଏଠାରେ ପରିବର୍ତିତ ଲାଇଫ୍ ଷ୍ଟାଇଲ ସେକ୍ସନ ରହିଛି । ରୂପାରେ ପ୍ରସ୍ତୁତ ୱାଇନ୍ ଗ୍ଲାସ, ବଟଲ ଏବଂ ଅତି ସୁନ୍ଦର ଟା’ ସେଟ୍ ଦୈନଦିନ ବ୍ୟବହାରରେ କେବଳ ରୂପାର ୱେଲ୍ନେସ୍ ଫାଇବା ପ୍ରଦାନ କରି ନ ଥାଏ, ଚିନେଶୀଳ ଉପହାର ଭାବେ କାର୍ଯ୍ୟରେ ଆସିଥାଏ ।
ଏ କଲେକ୍ସନରେ ମଧ୍ୟ ରହିଛି ରଡେନ ସିଲଭର- ୱାର୍କ ଟୁ ଏବଂ ସୁନ୍ଦର ଲାଇଫଷ୍ଟାଇଲ୍ ପିସ୍ । ପ୍ରତ୍ୟେକ ଲିଙ୍କି ଵେସ୍ରେ ଏହା ଆନନ୍ଦ ଯୋଡ଼ିଥାଏ ଏବଂ ପ୍ରତ୍ୟେକ ଅବସର ପାଇଁ ଉପଯୁକ୍ତ ଉପହାର ବିକଳ୍ପ ଭାବେ କାର୍ଯ୍ୟ କରେ । ଏହି ପର୍ବର ଆନନ୍ଦକୁ ବହୁଗୁଣା କରି ଚାଦି ଭଣ୍ଡାର ଏକ ସ୍ବତନ୍ତ୍ର ଅଫର ଆଣିଛି। ଏହା ଅନ୍ତର୍ଗତ ୨୦୨୬ ଏପ୍ରିଲ ୩୦୧୯ ପର୍ଯ୍ୟନ୍ତ ଗ୍ରାହକ ରୂପା ଗହଣା ଏବଂ କଳାକୃଲି ଉପରେ ୩୦% ପର୍ଯ୍ୟନ୍ତ ରିହାତି ପାଇବେ ।
ନିରତର ସମ୍ପ୍ରସାରଣର ଅଂଶବିଶେଷ ଚାଦି ଭଣ୍ଡାର ବରଗଡ଼ରେ ଏହାର ୨୮ତମ ଷ୍ଟୋର ଖୋଲିବାକୁ ଯାଉଛି । ଫଳରେ ରାଜ୍ୟରେ ବ୍ରାଣ୍ଡର ଉପସ୍ଥିତି ଆହୁରି ମଜଭୂତ ହେବ। କାରବାରରେ ନୂଆ ଅଧ୍ୟାୟ ଯୋଡ଼ି ରାଜ୍ୟ ବାହାରେ ଉପସ୍ଥିତି ବଢ଼ାଇଛି ଚାଦି ଭଣ୍ଡାର। ରାୟପୁରରେ ଏହା ପ୍ରଥମ ଦୁଇଟି ସ୍କୋର ଖୋଲିଛି। ଭିଆଇପି ରୋଡ୍ ଏବଂ ପଶ୍ଚିରେ ଏ ଷ୍ଟୋର ଦ୍ଵୟ ଖୋଲିଛି । ଏଥିସହିତ ରାଜ୍ୟ ବାହାରେ ପ୍ରଥମ ଥର ପାଇଁ କାରବାର ଆରମ୍ଭ କରିବ ଚାନ୍ଦି ଭଣ୍ଡାର ।
ଏ ଅବସରରେ ଚାଦି ଭଣ୍ଡାରର ପ୍ରତିଷ୍ଠାତା ଲିପ୍ସା ହଂସ କୃହତି, ଓଡ଼ିଶାବାସୀ ଦେଇଥିବା ଭଲ ପାଇବା ଏବଂ ସମର୍ଥନ ପାଇଁ ଆମେ କୃତଜ୍ଞ । ଏହା ରାଜ୍ୟ ବାହାରେ ତେଣା ମେଲାଇବା ପାଇଁ ଆମକୁ ଆତ୍ମବିଶ୍ଵାସ ଦେଇଛି । ଆଗକୁ ଅନେକ ମାଇଲଖୁଣ୍ଟ ଆସିବ । ଏହା ଆରମ୍ଭ ମାତ୍ର । ଚାନ୍ଦି ଭଣ୍ଡାର ବିଷୟରେ: ଚାହିଁ ଭଣ୍ଡାର ରାଜ୍ୟର ସର୍ବବୃହତ୍ ରୂପା ଗହଣା ଚେନ୍ ଷ୍ଟୋର । ୨୦୧୩ରେ ଏକ ସ୍ୱତନ୍ତ୍ର ସିଲ୍ଭର ଷ୍ଟୋର ଭାବେ ଏହା ଓଡ଼ିଶାରେ ସ୍ଥାପିତ ହୋଇଥିଲା । ବର୍ତ୍ତମାନ ଏହାର ଷ୍ଟୋର ସଂଖ୍ୟା ୩୦ରେ ପହଞ୍ଚିଛି।
ଭୁବନେଶ୍ୱରର ରଘୁନାଥପୁର, ସହିଦ ନଗର, ପଟିଆ, ରସୁଲଗତ, ଜନପଥ, ସୌଭାଗ୍ୟନଗର, ନୟାପଲ୍ଲୀ, ଲୁଇସ୍ ରୋତ୍ର ଏବଂ ଖଣ୍ଡଗିରି, ଖୋର୍ଦ୍ଧା, କଟକର କ୍ୟାଣ୍ଟନ୍ମେଣ୍ଟ ରୋଡ, ସିଡିଏ ଏବଂ ଲିଙ୍କ୍ ରେଜ୍, ରାଉରକେଲା, ଅନୁଗୁଳର ଅମଲାପଡ଼ା ଏବଂ ଗାନ୍ଧି ମାର୍ଗ ଛକ, ପାଳପୁର, ବ୍ରହ୍ମପୁର, ବାଲେଶ୍ଵର, ଢ଼େଙ୍କାନାଳ, ତାଳଚେର, ବାରିପଦା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ବଲାଙ୍ଗୀର, ଭଦ୍ରକ ଏବଂ ରାୟପୁରର ଭିଆଇପି ରୋଡ୍ ଓ ପଣ୍ଡିରେ ଏହାର ଷ୍ଟୋର ରହିଛି । ଗ୍ରାହକଙ୍କୁ ବ୍ୟାପକ ରେଞ୍ଜ୍ ରୁପା ଉତ୍ପାଦ ଯୋଗାଇବା, ଜୀବନକାଳ ମାଗଣା ନିଂ, ସର୍ବୋତ୍ତମ ବଦଳ ନୀତି, କଷ୍ଟମାଇଜେସନ୍, କ୍ରୟ ପୂର୍ବରୁ ପରଖିବା, ଗ୍ୟାନ୍ୟ ଫର୍ ମଳି ଏବଂ ହଲମାର୍କଯୁକ୍ତ ଓ କ୍ଵାଲିଟି ଉତ୍ପାଦ ଚାନ୍ଦି ରଣ୍ଡାରର ପ୍ରତିଶୃତି ।













