କଟକ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ବିଶିଷ୍ଟ ସମାଜସେବୀ ତଥା ନାରୀନେତ୍ରୀ ଶ୍ରୀମତୀ ଶୈଳବାଳା ଦାସ ଙ୍କ ୧୧୩ ତମ ପୂଣ୍ୟ ଜନ୍ମତିଥି ମହାସମାରୋହରେ ଶ୍ରୀମତୀ ଶୈଳବାଳା ଙ୍କ କୃତି କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ପୂଣ୍ୟ ଜନ୍ମଜୟନ୍ତୀ ଉତ୍ସବ ରେ ସ୍ବତଃ ପ୍ରବୃତ ଭାବେ କଟକ ମହାନଗର ନିଗମର ମାନନୀୟ ମେୟର ଶ୍ରୀ ସୁବାସ ସିଂ, ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ବିଧାୟିକା ଇଂ ସୋଫିଆ ଫିର୍ଦ୍ଦୋସ୍, ବରିଷ୍ଠ ନେତା ଶ୍ରୀ ଶଶିଭୂଷଣ ବେହେରା,ଆଲୁମିନି ଶ୍ରୀ ମିହିର ପତି, ନାରୀନେତ୍ରୀ ଶ୍ରୀମତୀ ଅନିତା ବେହେରା ଙ୍କ ସହ କଟକର ବହୁ ସମାଜସେବୀ,















