ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) (ନି. ପ୍ର ) :- ଓଡ଼ିଶା କିନ୍ନର ଆଖଡା ଓ ପୁରୀ ଜିଲ୍ଲା କିନ୍ନର ସଂଘ ମିଳିତ ଆନୁକୂଲ୍ଯରେ ପିପିଲିର କିନ୍ନର ଅଞ୍ଜଳିଙ୍କ ମୃତ୍ଯୁର ୧୨ ଦିନରେ ତାର ଆତ୍ମାର ସଦଗତି ନିମନ୍ତେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଦୀପଦାନ କରିଛନ୍ତି । ଏହି ଘଟଣାରେ ଉପଯୁକ୍ତ କ୍ଷତି ପୂରଣ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ।















